ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି  ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ ପିୟାନିଷ୍ଟ୍‌। ନିଜର ପ୍ରଥମ ସନ୍ତାନକୁ କୋଚଲିନ ଓ୍ବାଟର ବାର୍ଥ ଦେବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, କୋଚଲିନ ୨୦୧୧ରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ତେବେ ୨୦୧୩ରେ ଦୁହେଁ ପରସ୍ପରଠାରୁ ଅଲଗା ରହୁଥିଲେ। ଏହାପରେ ୨୦୧୫ରେ ସେ ଅନୁରାଗଙ୍କଠାରୁ ଛାଡ଼ପତ୍ର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ବାସନ୍ଦର କରୁଣଚିତ୍ର : ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ଶେଷକୃତ୍ୟ କଲେ…

ଅତାବିରା, ୪।୬(ଯୁଧିଷ୍ଠିର ମହାପାତ୍ର): ଆଧୁନିକ ଯୁଗରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇଯାଏ, ତାର…

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜରି ବସ୍ତାରୁ ବ୍ୟାପିଲା ନିଆଁ

ସୋନପୁର,୪l୬(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ସହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ରାଇସ ବ୍ରାନ ଗୋଦାମରେ ଥିବା ଜରି ବସ୍ତାରେ…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ଚପଲ-ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ କଟିବ ଚାଲାଣ? ଜାଣନ୍ତୁ ଟ୍ରାଫିକ୍‌ ନିୟମ

ନୂଆଦିଲ୍‌ଲୀ,୪।୫: ଗାଡ଼ି ଚଲାଇବା ସମୟରେ ପ୍ରାୟତଃ ଲୋକମାନେ ପରସ୍ପରକୁ ଚେତାଇ ଦେଇ କୁହନ୍ତି ଯେ ଚପଲ ପିନ୍ଧି ଗାଡ଼ି ଚଲାଅ ନାହିଁ, ପୋଲିସ ଚାଲାଣ କାଟିଦେବ! ଆପଣ…

ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ; ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଲେ ୯୫ ବର୍ଷୀା ବୃଦ୍ଧା, ବଖାଣିଲେ ଲୋମଟାଙ୍କୁରା ଘଟଣା

ପାଟନା,୪।୬: ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ଏବେ ଅସଲ ଖେଳ: ମମତାଙ୍କ ଦଳରେ ଲାଗିଥିବା ନିଆଁ ସଂସଦରେ ବଦଳାଇଦେବ ସମୀକରଣ, ଖୁସିରେ ଗଦ୍‌ଗଦ୍‌ ହେଲା ଭାଜପା

ନୂଆଦିଲ୍ଲୀ, ୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦମନମୂଳକ ପରାଜୟ ପରେ, ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ପତନ ଦ୍ୱାରରେ ପହଞ୍ଚିଛି। ଟିଏମସି ଭିତରେ…

ଫସିଗଲେ ମମତା, ଦଳରେ ବିଦ୍ରୋହ ଭିତରେ ଋତବ୍ରତ ପୁଣି ଖେଲିଲେ ବଡ଼ ଗେମ୍‌, ଆଗକୁ…

କୋଲକାତା,୪।୬: ବଙ୍ଗାଳ ବିଧାନସଭା ନିର୍ୱାଚନରେ ପରାଜୟ ପରେ ଟିଏମସି (TMC) ଏବେ ତା’ର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ପ୍ରଥମ ଥର ପାଇଁ…

ଆଜି କେରଳ ଛୁଇଁବ ମୌସୁମୀ: ୧୦ ଘଣ୍ଟା ପରେ ଭୟଙ୍କର… IMD ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୪।୬: IMD ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନଅ ଦିନ ବିଳମ୍ବରେ ଜୁନ ୪ ତାରିଖରେ କେରଳରେ ପ୍ରବେଶ କରିବ। ବର୍ତ୍ତମାନଠାରୁ ପ୍ରାୟ ୧୦ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri