ସ୍ବାଧୀନତା ଦିବସ ପାଳନ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ; ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ: ବିଜେଡି
ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଭାଜପା ପ୍ରଶ୍ନ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ…
ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ, ଗଣପ୍ୟାରେଡ୍ ବନ୍ଦ ନିଷ୍ପତ୍ତି ଦୁର୍ଭାଗ୍ୟଜନକ; କାରଣ କ’ଣ ଉତ୍ତର ରଖନ୍ତୁ: ଭାଜପା
ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ଭାଜପା। ୭୨ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଭଙ୍ଗ କରାଯିବା…
ଓଲଟା ପିରାମିଡ୍ ସଦୃଶ ଲାଇବ୍ରେରୀ, ଜାଣନ୍ତୁ କେଉଁଠି…
ବିଶ୍ୱରେ ଏମିତି ଏକ ଲାଇବ୍ରେରୀ ଅଛି ଯାହା ଦେଖିବାକୁ ଓଲଟା ପିରାମିଡ୍ ସଦୃଶ। ବିଶ୍ୱାସ ହେଉ ନ ଥିଲେ ବି ସତ। ଜର୍ମାନୀର ଷ୍ଟଟ୍ଗାର୍ଟ ସିଟି ଲାଇବ୍ରେରୀ ଏପରି ଓଲଟା ମିରାମିଡ୍ ଆକାରରେ ତିଆରି କରାଯାଇଛି। ଏହା ୪୦ ମିଟର ଲମ୍ବ…
ପଟ୍ଟାମୁଣ୍ଡାଇ: ବେଆଇନ ଘୋଷଣା ପରେ ବି ମୋବାଇଲରେ ମହିଳାଙ୍କୁ ତିନି ତଲାକ ଦେଲେ ସ୍ବାମୀ, ମାମଲା ରୁଜୁ
ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): ତିନି ତଲାକଖ ବିଲ୍କୁ ନେଇ ଲୋକ ସଭା ଏବଂ ରାଜ୍ୟ ସଭାରେ ତର୍ଜମା କରାଯିବା ପରେ ଏଥିରେ ମୋହର ମରାଯାଇଛି। ମୁସଲମାନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ତଲାକ୍ ନିୟମକୁ ଉଚ୍ଛେଦ କରାଯିବା ସହ ବେଆଇନ ଘୋଷଣା…
ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସୁପ୍ରିମ୍କୋର୍ଟରେ ଆବେଦନ କଲା ନ୍ୟାସନାଲ୍ କନଫରେନ୍ସ୍
ନୂଆଦିଲ୍ଲୀ,୧୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଫାରୁକ୍ ଅବଦୁଲାଙ୍କ ନ୍ୟାସନାଲ୍ କନଫରେନ୍ସ୍ ସୁପ୍ରିମ୍କୋର୍ଟରେ ଆବେଦନ କରିଛି। ଦଳପକ୍ଷରୁ ଅକବର ଲୋନ୍ ଏନେଇ ଏକ ଆବେଦନ କରିଛନ୍ତି। ଏଠାକାର ବିଚ୍ଛିନ୍ନତାବାଦୀ ନେତା ଅବଦୁଲ୍ ଗନି ଲୋନ୍ଙ୍କର ପୁଅ ହେଉଛନ୍ତି ଅକବର। ସେ ଆବେଦନରେ…
ଗାଜା ସୀମାରେ ୪ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କୁ ହତ୍ୟା କଲେ ଇସ୍ରାଏଲ୍ ସୈନ୍ୟ
ଜେରୁଜେଲମ୍,୧୦।୮:ଗାଜା ସୀମାରେ ୪ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କୁ ଇସ୍ରାଏଲ୍ ସୈନ୍ୟ ହତ୍ୟା କରିଛନ୍ତି। ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲ୍ ସୈନ୍ୟ ବାହିନୀ ଶିବିର ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ। ଏହାର ଜବାବରେ ଇସ୍ରାଏଲ୍ ସୈନ୍ୟଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ଠାରୁ…
ଇଦ୍ ପାଇଁ ପ୍ରସ୍ତୁତ ଜମ୍ମୁ-କଶ୍ମୀର: ରାଜ୍ୟପାଳ
ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ନିଆଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯିବା ସହ ଶହ ଶହ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ଏବେ ସେଠାକାର ସ୍ଥିତି ସ୍ବାଭାବିକ ଥିବାରୁ ଜମ୍ମୁର ୫…
ଅନ୍ତିମ ସଂସ୍କାର ପାଇଁ ଚାଷୀ ଗୋବରରୁ ପ୍ରସ୍ତୁତ କଲେ କାଠ
କାନପୁର,୧୦।୮: ଅନ୍ତିମ ସଂସ୍କାରରେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଇଥାଏ। ତେବେ ଏଥିପାଇଁ କାଠର ଆବଶ୍ୟକତା ପଡ଼ିଥାଏ। ଏହାଦ୍ୱାରା ଗଛ କଟା ହୋଇଥାଏ। ଫଳରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଉନ୍ନାଓ୍ବର କଲ୍ୟାଣୀ…
୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସତର୍କ ସୂଚନା ଜାରି
ସମ୍ବଲପୁର,୧୦ା୮(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍ରେ ଅଗଷ୍ଟ ୧୪ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥିର ହୋଇଛି। ଚିଠି ନଂ-୪୯୧ରେ ଜିଲା ପ୍ରଶାସନ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସୂଚନା…
ସମାଜବାଦୀ ପାର୍ଟିକୁ ଝଟ୍କା: ଭାଜପାରେ ଯୋଗଦେଲେ ସଞ୍ଜୟ ସେଠ, ସୁରେନ୍ଦ୍ର ନାଗର
ନୂଆଦିଲ୍ଲୀ,୧୦।୮: ସମାଜବାଦୀ ପାର୍ଟିର ପୂର୍ବତନ ଏମ୍ପି ସଞ୍ଜୟ ସେଠ ଓ ସୁରେନ୍ଦ୍ର ନାଗର ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଏମାନେ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ସଞ୍ଜୟ ଅଗଷ୍ଟ ୨ରେ ଓ ସୁରେନ୍ଦ୍ର…
ସ୍ବରେଜ୍ ଗ୍ୟାସ୍ରେ ଜଳୁଛି ରୋଷେଇ ଘରେ ଚୁଲି
ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ ପରିଣତ ହୋଇଛି। ଏଠାରେ ଏହି ୭ଜଣଙ୍କ ପ୍ରୟାସରେ ସ୍ବରେଜ୍ ଗ୍ୟାସ୍ରୁ ରୋଷେଇ ଘରେ ଚୁଲି…
ଭାର୍ଗବୀ ବ୍ରିଜ୍ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ବାଳକାଟି,୧୦।୮(ଡି.ଏନ୍.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍(ଓଡି-୧୩-ଏଲ୍-୬୮୫୫)କୁ ହାଇଓ୍ବା ପଛରୁ ଧକ୍କା ଦେବା ଫଳରେ ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି…
Archives


