Home

ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ। ଗଛ ଭାବନା ବ୍ୟକ୍ତ କରିବ! ଏହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହାକୁ ସମ୍ଭବ କରିଛନ୍ତି…

ଲୋକସଂଖ୍ୟା ବଢାଇବାର ଲୋଭନୀୟ ଅଫର : ମାଗଣାରେ ପାଇବେ ଘର ଓ ମାସକୁ ୪୦ହଜାର ଟଙ୍କା

ଏଥେନ୍ସ: ଗ୍ରୀସର ଦ୍ୱୀପ ଏନ୍ତିକେଥେରାରେ ଲୋକସଂଖ୍ୟ। ବୃଦ୍ଧି କରିବା ପାଇଁ ସେଠାକାର ସରକାର ଏକ ଅଫର ଦେଇଛନ୍ତି। ସେହି ଦ୍ୱୀପରେ ରହିଲେ ମାଗଣାରେ ଘର ଓ ଜମି ପାଇବା ସହ ରହିବାର ପ୍ରଥମ ତିନି ମାସ ଯାଏ ପ୍ରତିମାସରେ ୫୬୫ ଡଲାର(…

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ ଇଣ୍ଡୋନେସିଆ ସରକାର ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ସମୁଦ୍ରକୁ ପ୍ରଦୂଷିତ କରିବାରେ ଚାଇନା ପଛକୁ…

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ ନିର୍ମିତ ଏହି ସ୍ଲୁଇସ୍‌ଗେଟ୍‌ କଞ୍ଚୁଡ଼ି ନଦୀର ଜଳକୁ ଗଚ୍ଛିତ ରଖି ଅଞ୍ଚଳର ସୁଗୋ, ଏଡତାଳ,…

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟା ସୁଦ୍ଧା ୬୪୦.୦୬ ମିଟର: ୨ଟି ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟି,୧୦।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟାସୁଦ୍ଧା ୬୪୦.୦୬ ରହିଛି। ବର୍ତ୍ତମାନ ୨ ଓ ୬ ନଂ.ଗେଟ୍‌ ଦେଢ଼ ମିଟର ଲେଖାଏ ଖୋଲାରହିଛି। ମୁଖୀଗୁଡ଼ା ପାଓ୍ବାର ହାଉସ୍‌ରେ ୩ଟି ଟର୍‌ବାଇନ୍‌ ଚାଲୁରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍‌ରେ…

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସରପଞ୍ଚ ଛବିଲତା ନାୟକ ପୌରୋହିତ୍ୟ କରିଥିବାବେଳେ ଉଦ୍‌ଘାଟକ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର…

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ ସୁନ୍ଦରାବସ୍ତି ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ମନୋଜ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ…

ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ। କଞ୍ଜରଭେଟିଭ ପାର୍ଟିର ଉପାଧ୍ୟକ୍ଷ ତଥା ସାଂସଦ ପଲ୍‌ ଷ୍ଟୁଆର୍ଟ ସ୍କୋଲି ସମ୍ମାନିତ ଅତିଥି ଭାବେ…

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ ସେହି ଜିଲାର ତିଲିଚୋକ ହ୍ରଦ ଉଚ୍ଚତମ ଥିଲା। ୪ କିଲୋମିଟର ଲମ୍ବ , ୧.୨…

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା…

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ବ୍ରାଉନସୁଗାର ବିକ୍ରି ଟଙ୍କା ୪ ହଜାର ୩ ଶହ ଜବତ ହୋଇଛି। ଏଥିରେ…

କାର୍‌ କିଣିବା ନିଶା : ଜାଗୁଆର କିଣିବା ପାଇଁ ବାପା ମନା କରିବାରୁ କେନାଲ୍‌ରେ ବିଏମ୍‌ଡବ୍ଲ୍ୟୁ ଭସାଇଦେଲେ ଯୁବକ

ହରିୟାଣାର ଜଣେ ଯୁବକଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣକଙ୍କର କାର୍‌ କିଣିବାରେ ଭାରି ନିଶା। ଗୋଟିଏ ପରେ ଗୋଟିଏ ଦାମୀ କାର୍‌ କିଣି ତାକୁ ବିକି ଦେଇଥାନ୍ତି। ବଜାରକୁ ଆଉ ଏକ ନୂଆ ତଥା ଦାମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri