ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆର୍ସି:୧୭ ସୁଦ୍ଧା ରିପୋର୍ଟ ଦେବାକୁ ୯ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୧ା୮(ବ୍ୟୁରୋ)- ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ୯ ଜିଲାର ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ବିଷ୍ଣୁପଦ ସେଠୀ ରିପୋର୍ଟ ମାଗିଛନ୍ତି। ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି,…
ହାଇଦ୍ରାବାଦ ଓପନ୍ ଟାଇଟଲ ଜିତିଲେ ସୌରଭ
ହାଇଦ୍ରାବାଦ,୧୧।୮(ପି.ଟି.)- ଜାତୀୟ ଚାମ୍ପିୟନ ସୌରଭ ବର୍ମା ଏଠାରେ ଅନୁଷ୍ଠିତ ହୋଇଥିବା ହାଇଦ୍ରାବାଦ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ରେ ୨୬ ବର୍ଷୀୟ ସୌରଭ ସିଙ୍ଗାପୁରର ଲୋହ କିଏନ ୟେଙ୍କୁ…
ଥାଇଲାଣ୍ଡ ମହିଳା କ୍ରିକେଟ ଦଳର ବିଶ୍ୱରେକର୍ଡ
ଦୁବାଇ, ୧୧।୮(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ଜଣାଶୁଣା ନ ଥିବା ଥାଇଲାଣ୍ଡ ମହିଳା କ୍ରିକେଟ ଦଳ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଛି। କ୍ରମାଗତ ୧୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତି ଥାଇଲାଣ୍ଡ ଦଳ ଏହି ସଫଳତା ଅର୍ଜନ କରିଛି। ନେଦରଲାଣ୍ଡ୍ସରେ ଚାଲିଥିବା ୪…
ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ
ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ ପ୍ରବଳ ବନ୍ୟା ଭିତରେ ଲୋକଙ୍କୁ ସୁରକ୍ଷା ଦେଉଥିବା ନ୍ୟାଭି ସୈନ୍ୟଙ୍କ ହାତରେ ରାଖୀ ବାନ୍ଧିଛନ୍ତି…
ଜୟପୁର ରାଜବଂଶ ଶ୍ରୀରାମଙ୍କ ବଂଶଜ :ମହାରାଜା ଭବାନୀ ସିଂହ କୁଶବାହା ବଂଶର ୩୦୭ତମ ରାଜା
ଜୟପୁର: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ୯ ଅଗଷ୍ଟରେ କୋର୍ଟ ରାମଲାଲଙ୍କ ଓକିଲଙ୍କୁ ପଚାରିଥିଲେ, ଭଗବାନ ଶ୍ରୀରାମଙ୍କର କ’ଣ କେହି ବଂଶଜ ଅଯୋଧ୍ୟା କିମ୍ବା ଦୁନିଆରେ ଆଉ କେଉଁଠି ଅଛନ୍ତି?ଏହାର କୌଣସି ତଥ୍ୟ ନାହିଁଁ ବୋଲି ଓକିଲ କହିଥିଲେ…
ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ
ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ। *୧,୧୦,୧୯ ଓ ୨୮ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରଶାସନିକ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବରୁ ଲାଗି ରହିଥିବା…
ଭାରତ-ପାକିସ୍ତାନ ତିକ୍ତତା ଭିତରେ ୩ ଦିନିଆ ଚାଇନା ଗସ୍ତରେ ଗଲେ ଏସ୍.ଜୟଶଙ୍କର
ନୂଆଦିଲ୍ଲୀ, ୧୧।୮: ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି। ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛି ପାକିସ୍ତାନ। ଏବେ ଏଥିରେ ହସ୍ତକ୍ଷେପ ପାଇଁ ଚାଇନା ସହଯୋଗ ଲୋଡିଛି। ଏପଟେ ଭାରତର ବୈଦେଶିକ…
ସିବିଏସ୍ଇ ବଢାଇଲା ପରୀକ୍ଷା ଫି’
ନୂଆଦିଲ୍ଲୀ,୧୧।୮: ସିବିଏସଇ ବଢାଇଲା ପରୀକ୍ଷା ଫି’। ସିବିିଏସ୍ଇ ଅଧିନରେ ପଢୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢାଇ ଦିଆଯାଇଛି। ଫଳରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପାଇଁ ସେମାନଙ୍କୁ ୫୦ ଟଙ୍କା ବଦଳରେ…
କ୍ରିକେଟରେ ବାପ-ପୁଅ ଯୋଡି: କିଏ ସଫଳ ଥିଲେ ତ ଆଉ କିଏ ବିଫଳ
ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟରେ ପସିଦ୍ଧି ଅର୍ଜନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ସଫଳତା ଅର୍ଜନ କରିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ.. ଲାଲା ଅମରନାଥ-ମହେନ୍ଦ୍ର ଅମରନାଥ ଲାଲା…
ମେଦବହୁଳତାରୁ ବି ଦୂରେଇ ରଖେ ଚୁଇଗମ୍…
ଚୁଇଗମ୍ ଚୋବାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୁଏ। ନିୟମିତ ଚୁଇଗମ୍ ଚୋବାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ। ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଚୁଇଗମ୍ ଚୋବାଇବା ଦ୍ୱାରା ପ୍ରତି ଘଣ୍ଟାରେ ଶରୀରରୁ…
ହାତରେ ଛତା, ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇଲେ ରୋହିତ୍
ପୋର୍ଟ ଅଫ ସ୍ପେନ,୧୧।୮: ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ। ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି…
‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍ କରି ଆସିଥିବା ବାଦ୍ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ସେ କିଛିଦିନ…
Archives


