Home

ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ଜାଣିଶୁଣି କରୁଛି ଅସ୍ତ୍ରବିରତି ଉଲ୍ଲଂଘନ: ସେନାଧ୍ୟକ୍ଷ ବିପିନ ରାଓ୍ବତ

ଚେନ୍ନାଇ,୨୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କାର୍ଯ୍ୟ ଜାରି ରଖିଛି। ବାଲାକୋଟରେ ପୁଣି ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ସଦସ୍ୟଙ୍କୁ ଆଇଏସ୍‌ଆଇ ଇସାରାରେ ତାଲିମ୍‌ ଦିଆଯାଉଥିବା ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ବତ୍‌ ଚେନ୍ନାଇଠାରେ ସୋମବାର…

ଆତ୍ମହତ୍ୟା ଉଦ୍ୟମ ପାଇଁ ୧୮ଘଣ୍ଟା ଧରି ୧୦ମହଲା ଉପରେ ଛିଡା ହେଲେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ହରି ନଗର ଅଞ୍ଚଳରେ ରବିବାର ଜଣେ ବ୍ୟକ୍ତି ୧୦ମହଲା କୋଠାର ଛାତ ଉପରେ ଠିଆ ହେବା ସହ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ହେଲେ ସୋମବାର ଏହି ଡ୍ରମାର ଅନ୍ତ ହୋଇଛି। ଆଉ ଆତ୍ମହତ୍ୟାର ଏକ ଭିଡିଓ…

ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ବ୍ୟବସାୟୀ ଗିରଫ

କେନ୍ଦ୍ରାପଡ଼ା ଅଫିସ,୨୩।୯: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଚୋରା କାରବାର ସମ୍ପର୍କରେ ଖୁଲାସା ହୋଇଛି। ଟାଉନ ଥାନା ଅଧୀନ ଆମବାଡ଼ିରୁ ୨୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ଏଥିସହିତ ଗ୍ରାମର ଚୋରା ବ୍ୟବସାୟୀ ଜାହିଦ ଖାଁଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ…

ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସେପ୍ଟେମ୍ବର ୨୩ ଅର୍ଥାତ୍‌ ଆଜିଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପଦ୍ମପୁର ଉପଜିଲାପାଳ କାର୍ଯ୍ୟଳୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ଅକ୍ଟୋବର ୧ରେ ପ୍ରାର୍ଥୀପତ୍ର ଗୁଡିକୁ ଯାଞ୍ଚ୍‌ କରାଯିବ। ଯଦି କୌଣସି…

ବରଗଡ଼ରେ ଯୋଗଦେଲେ ନୂତନ ଅତିରିକ୍ତ ଜିଲାପାଳ

ବରଗଡ଼ ଅଫିସ,୨୩।୯ : ବରଗଡ଼ର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୋମବାର ମିର୍ଦ୍ଧା ଟପ୍ପୋ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭବାନୀପାଟଣା ଉପଜିଲାପାଳ ଭାବେ କାର୍ଯ୍ୟରତ ଥିଲେ। ଏହା ସହିତ ୨୦୦୪ ମସିହାରେ ସେ ବରଗଡ଼ ରେଭିନ୍ୟୁ ଅଫିସର ଭାବେ…

ସୁପ୍ରିମ୍‌କୋର୍ଟର ୪ ବିଚାରପତି ନେଲେ ଶପଥ: ଆସନ୍ତା ମାସଠାରୁ ଜଣିକିଆ ଖଣ୍ଡପୀଠରେ ବିଚାର ହେବା ସମ୍ଭାବନା

ନୂଆଦିଲ୍ଲୀ, ୨୩।୯: ସୁପ୍ରିମ୍‌କୋର୍ଟର ୪ ନୂଆ ବିଚାରପତି ସୋମବାର ଶପଥ ନେଇଛନ୍ତି। ଏହାଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ବିଚାରପତି ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଭି. ରାମସୁବ୍ରମଣ୍ୟନ୍‌, ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି କୃଷ୍ଣ…

ଅସୁସ୍ଥତା ପାଇଁ ଲକ୍ଷ୍ନୌ ଗଲେ ଚିନ୍ମୟାନନ୍ଦ

ଶାହାଜହାନପୁର,୨୩।୯: ଯୌନ ନିର୍ଯ୍ୟାତନା ମାମଲାରେ ଜେଲ୍‌ରେ ଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିବା ଜଣାପଡିଛି। ସେଠାରେ ଥିବା କିଙ୍ଗ ଜର୍ଜ ମେଡିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି।…

ନକାରାତ୍ମକ ଚିନ୍ତାଧାରା ପାଇଁ ଅବସାଦ ଦାୟୀ

ମନରେ ଅନେକ ସମୟରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏଥିପାଇଁ ପାରିପାର୍ଶ୍ୱିକ ପରିବେଶ ଏବଂ ନିଜର ଦୁର୍ବଳ ମାନସିକତା ଅନେକାଂଶରେ ଦାୟୀ। ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହନ୍ତି ତେବେ ତାଙ୍କ ମାନସିକତା ଅନେକ ସମୟରେ ନକାରାତ୍ମକ ରହିଥାଏ ବୋଲି…

ବର୍ଷାରେ ଘର ଭାଙ୍ଗିବା ମାସେ ବିତିଲା : ମିଳୁନି କ୍ଷତିପୂରଣ, ପର ଘରେ ଆଶ୍ରୟ ନେଇଛନ୍ତି ସୁମନ୍ତଙ୍କ ପରିବାର

କର୍ଲାମୁଣ୍ଡା,୨୩।୯(ଡି.ଏନ୍‌.ଏ.) : କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ରେଗେଡ଼ା ପଞ୍ଚାୟତ ଯୋଗୀପିଲା ଗ୍ରାମର ସୁମନ୍ତ କୁମାରଙ୍କ ଘର ଭାଙ୍ଗିଯାଇଥିଲା। ସେ ସ୍ଥାନୀୟ ସରପଞ୍ଚ, ରାଜସ୍ବ ନିରୀକ୍ଷକଙ୍କୁ ପଲିଥିନଟିଏ ପାଇଁ ବାରମ୍ବାର ଆବେଦନ…

ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ।…

ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି

ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି। ଏହାକୁ ନେଇ କିଛି ଅଜବ ଖବର ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ରବିବାର ରାତିରେ…

ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ଚିକପାଲ ଭୋଟଗ୍ରହଣ କେନ୍ଦ୍ରରେ ନିଯୁକ୍ତ ଭୋଟିଂ ଅଧିକାରୀ ସି. ଠାକୁରଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri