ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର
କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍ ‘ଇ’ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ମ୍ୟାଚଟି…
ଫିଫା ବିଶ୍ୱକପ୍ କ୍ୱାଲିଫାୟର: ମ୍ୟାଚ୍ ଡ୍ର ରଖିଲେ ଦୁଇ କୋରିଆ
ସିଓଲ,୧୫।୧୦(ଏଏଫ୍ପି)- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ତେବେ ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ଏକ ଭିନ୍ନ ପରିବେଶ୍ରେ ଖେଳାଯାଇଥିଲା। ବାହାର…
ଅଷ୍ଟ୍ରେଲିଆ ପୁରୁଷ, ମହିଳା ଟି୨୦ ଦଳକୁ ସମାନ ପୁରସ୍କାର ରାଶି ମିଳିବ
ସିଡନୀ, ୧୫।୧୦(ଏଏଫ୍ପି)- କ୍ରିକେଟ ଅଷ୍ଟ୍ରେଲିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାବର୍ଷ ଘରୋଇ ପରିବେଶ୍ରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସମାନଭାବେ ପୁରସ୍କାର ରାଶି ଦିଆଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ…
ଆଇସିସିର ବାଉଣ୍ଡାରୀ ନିୟମ ପରିବର୍ତ୍ତନକୁ ନିଶାମଙ୍କ ପରିହାସ
ନୂଆଦିଲ୍ଲୀ, ୧୬।୧୦ (ପି.ଟି.)- ବିବାଦୀୟ ବାଉଣ୍ଡାରୀ କାଉଣ୍ଟ ନିୟମ ପରିବର୍ତ୍ତନ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ସମାଲୋଚନାର ଶିକାର ହୋଇଛି। ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ ଏ ନେଇ ଆଇସିସିକୁ ସମାଲୋଚନା କରିବା ସହ ପରିହାସ କରିଛନ୍ତି।…
ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ
ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି କରିଆସୁଛି। ଏହାକୁ ପ୍ରଶାସକ କମିଟି (ସିଓଏ)ହୃଦୟଙ୍ଗମ କରିଛି। ଫଳରେ ଏହି ବିବାଦୀୟ ଧାରାରେ ସୁଧାର…
୧୫ ବର୍ଷରୁ କମ୍ ସାଫ୍ ମହିଳା ଚାମ୍ପିୟନଶିପ୍: ଭାରତ ଚାମ୍ପିୟନ
ଥିମ୍ପୁ,୧୬।୧୦(ପି.ଟି.)- ଏଠାରେ ଖେଳଯାଇଥିବା ୧୫ ବର୍ଷରୁ କମ୍ ସାଉଥ୍ ଏସିଆନ ଫୁଟବଲ ଫେଡେରେଶନ (ସାଫ୍) ମହିଳା ଚାମ୍ପିୟନଶିପ୍ରେ ଭାରତ ଟାଇଟଲ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଭାରତ ପେନାଲ୍ଟି ଶୁଟ୍ ଆଉଟ ଜରିଆରରେ ବାଂଲାଦେଶକୁ ୫-୩ରେ ପରାସ୍ତ କରି…
ପ୍ରମୋଶନ ଅନ୍ ହ୍ବିଲ ଆଣିବ ରେଲଓ୍ବେ
ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ ରେଲଓ୍ବେର ପ୍ରମୋଶନ ଅନ୍ ହ୍ବିଲ ପଦକ୍ଷେପ ଦ୍ୱାରା ଟ୍ରେନଗୁଡିକ ବିଭିନ୍ନ ପ୍ରଚାର ସମ୍ପର୍କିତ କାର୍ଯ୍ୟକଳାପ…
ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ
ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା ଠିକ୍ ହୋଇଯିବ। ଅଭିବୃଦ୍ଧି ଫେରିବା ଆଗରୁ ବର୍ତ୍ତମାନ ନିବେଶର ପ୍ରକୃଷ୍ଟ ସମୟ ବୋଲି ସେ…
ଆୟୁଷ୍ମାନ ଖୁରାନା ଟାଇଟାନ ଆଇପ୍ଲସ୍ର ବ୍ରାଣ୍ଡ ଆମ୍ବାସାଡର
ନୂଆଦିଲ୍ଲୀ,୧୬-୧୦: ଟାଇଟାନ ଆଇଓ୍ବେର ବିଜନେସ ପକ୍ଷରୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀର ଫ୍ରେମ, ସନଗ୍ଲାସେସ ଏବଂ ଲେନ୍ସକୁ ଆୟୁଷ୍ମାନ ପ୍ରମୋଶନ କରିବେ। କମ୍ପାନୀର ଆଗାମି ମଲ୍ଟି ମିଡିଆ କ୍ୟାମ୍ପେନରେ ସେ ନଜର ଆସିବେ…
ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍ଏଫ୍
ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍ଏଫ୍ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍ଏଫ୍ ପକ୍ଷରୁ ଏହାର…
କ୍ୟାନସରରୁ ବି ଦୂରେଇ ରଖେ ଏହି ଥେରାପି…
ୟୁରିନ୍ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ । ଏଥିପାଇଁ ଅପରେସନ୍ ଅବା କେମୋଥେରାପିର ଆବଶ୍ୟକତା ପଡ଼ି ନ ଥାଏ ଚାଇନାର ବେଜିଂ…
ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ, କୁଆଲାଲମ୍ପୁରରୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିମାନରେ ବେଆଇନ ସୁନା ପରେ ଏବେ ବିଦେଶୀ ସିଗାରେଟ ଚାଲାଣ ଧରାପଡ଼ିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍ଆଇ) ମଙ୍ଗଳବାର ୧୨ଲକ୍ଷ ଟଙ୍କାର ସିଗାରେଟ ଜବତ କରିଛି। ୪୦୦ ପ୍ୟାକେଟରେ ରହିଥିବା ୮୦ହଜାର ସିଗାରେଟ…

