Home

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ : ୫ ଜୁଆଡ଼ି ଗିରଫ

ରାଉରକେଲା ଅଫିସ,୭।୮: ରାଉରକେଲା ଉଦିତନଗର ପୋଲିସ ବୁଧବାର ୫ ଜୁଆଡ଼ିଙ୍କୁ ଗିରଫ କରିଛି। ଏମାନେ ହେଲେ ନାଲ ରୋଡ୍‌ ବାସିନ୍ଦା ଉତ୍ତମ ଶର୍ମା, ବାସନ୍ତୀ କଲୋନୀର ଉମା ସିଂ, ପ୍ଲାଣ୍ଟ ସାଇଟ୍‌ ବାସିନ୍ଦା ରାଜୁ ଲୋଧି, ଗାନ୍ଧୀ ରୋଡ୍‌ର ମନପ୍ରୀତ ସିଂ,…

କର୍ନାଟକରେ ବନ୍ୟା ରାଜନୀତି: ୟେଦୁରପ୍ପାଙ୍କ ଉପରେ ଦୋଷ ଲଦିଲା କଂଗ୍ରେସ

ବେଙ୍ଗାଲୁରୁ,୭।୮: କର୍ନାଟକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ଅଣଦେଖା କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବିଧାୟକ କୃଷ୍ଣା ବାୟରେ ଗୌଡ଼ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ…

ମୋଦିଙ୍କୁ ଧନ୍ୟବାଦ ଦେଇ ସବୁଦିନ ପାଇଁ ନୀରବି ଗଲେ ସୁଷମା

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।…

ରାମ ଜନ୍ମଭୂମି: ଅଧିକାରର ଆଧାର ସମ୍ପର୍କରେ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୮: ରାମ ଜନ୍ମଭୂମି ଉପରେ ଅଧିକାରର ଆଧାର ସମ୍ପର୍କରେ ବୁଧବାର ସୁପ୍ରିମ୍‌କୋର୍ଟ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କରିଛନ୍ତି। ଆଖଡ଼ା ପକ୍ଷରୁ ଜମି ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇଛି। ତେବେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଲେ ଯେ,ଜମି ଉପରେ ବିନା ଅଧିକାରରେ ପୂଜାର୍ଚ୍ଚନା…

ବାଧକ ସାଜିଛି ନାରମୁଣ୍ଡା ନାଳ, ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଝରିଗାଁ,୭।୮(ସ୍ବ.ପ୍ର.): ସ୍କୁଲକୁ ଯିବାକୁ ରାସ୍ତାଘାଟ ନାହିଁ, ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯିବା ନେଇ ବାଧକ ସାଜିଛି ନାରମୁଣ୍ଡା ନାଳ। ବର୍ଷା ହେଲା ମାତ୍ରେ ଅଭିଭାବକଙ୍କ ସମେତ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ମାତ୍ର ବାଧ୍ୟ…

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।…

ଲଗାତାର ୪ର୍ଥ ଥର କମିଲା ରେପୋ ରେଟ୍‌

ମୁମ୍ବାଇ,୭।୮: ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ କମାଇଛି। ଏକ ବୈଠକରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌ କମାଇବା ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଅନ୍ୟ ବ୍ୟାଙ୍କ…

କାହିଁକି ଲଣ୍ଡା ହୋଇଯିବେ ବୋଲି ଧମକ ଦେଇଥିଲେ ସୁଷମା

ନୂଆଦିଲ୍ଲୀ, ୭।୮: ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସର୍ବଦଳ ନିର୍ବିଶେଷରେ ଶେଷ ଦର୍ଷନ ପାଇଁ ତାଙ୍କ ବାସଭବନରେ ନେତାମାନେ ଭିଡ ଜମାଇଛନ୍ତି। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ…

କାର୍‌ ବୋମା ବିସ୍ଫୋରଣ

କାବୁଲ,୭।୮: ଆଫଗାନିସ୍ତାନ କାବୁଲରେ କାର୍‌ ବୋମା ବିସ୍ଫୋରଣରେ ୯୫ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଡିଷ୍ଟ୍ରିକ୍ଟ-୬ ମୁଖ୍ୟାଳୟକୁ ଟାର୍ଗେଟ କରି ଏପରି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।…

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ମନେପକାଇ ସେ କହିଛନ୍ତି, ସେ ଜଣେ ଉଚ୍ଚକୋଟୀର ମଣିଷ ଥିଲେ। ବ୍ୟକ୍ତିଗତ ଭାବେ…

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ ଅକାଳ ବିୟୋଗରେ ଦେଶ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି। ଅନ୍ୟ ରାଜ୍ୟ…

କୋରାପୁଟ ଜିଲାରେ ୧୫୯୫.୧ ମିମି ବର୍ଷା ରେକର୍ଡ : ଦଶମନ୍ତପୁର ବ୍ଲକରେ ସର୍ବାଧିକ

କୋରାପୁଟ,୭।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ୧୫୯୫.୧ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର ଦଶମନ୍ତପୁର ବ୍ଲକରେ ସର୍ବାଧିକ ୧୮୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି ଜିଲାର ବୈପାରୀଗୁଡ଼ା ବ୍ଲକରେ ୧୪୬ ମିମି ବର୍ଷା ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri