Home

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଏବେ ଚାଲିବ ବିଚାର

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ବଡ଼ ଝଟ୍‌କା ମିଳିଛି। ସେ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଜନପ୍ରତିନିଧି ଅଧିନିୟମ ଅନ୍ତର୍ଗତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେ କିଛି ଆପରାଧିକ ମାମଲା ସମ୍ପର୍କରେ ସତ୍ୟ…

ଇମ୍ରାନ ଖାନ୍‌ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌: ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧।୧୦: ଭାରତର ପୂର୍ବତନ ଖେଳାଳି ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌ ବୋଲି କହିଛନ୍ତି। ଗମ୍ଭୀର ଇମ୍ରାନଙ୍କ ବିରୋଧରେ ଟୁଇଟ କରି କହିଛନ୍ତି, ସାଧାରଣତଃ…

ପରଦାକୁ ଆସିବ ‘ସତ୍ୟମେବ ଜୟତେ’ର ସିକ୍ୱେଲ, ପ୍ରଥମ ପୋଷ୍ଟର ରିଲିଜ୍‌

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ, ଡ୍ରାମା ଧର୍ମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଏବେ ଜନ୍‌ ଏହାର ସିକ୍ୱେଲର ଘୋଷଣା କରିବା ସହ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ପ୍ରଶଂସକଙ୍କ…

କଥା ହେଉ ହେଉ ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ: ସିସିଟିଭିରେ ରେକର୍ଡ ହେଲା ଭିଡିଓ

ଡେରାଡୁନ,୧।୧୦: ଘର ବାହାରେ ଠିଆହୋଇ କଥା ହେଉଥିବା ସମୟରେ ହଠାତ୍‌ ଯୁବକଙ୍କ ଚାଲିଗଲା ଜୀବନ। ସିସିଟିଭିରେ ରେକର୍ଡ ହେଲା ମୃତ୍ୟୁବେଳର ଭିଡିଓ। ଏଭଳି ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହରିଦ୍ୱାରରେ। ସୂଚନାଯୋଗ୍ୟ, ହରିଦ୍ୱାର ଜ୍ୱାଲାପୁରର କୋତଓ୍ବାଲି ଅଞ୍ଚଳରେ…

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବସ୍‌ଟି ବିଲାଓ୍ବରରୁ ଜମ୍ମୁ ବସ୍‌ ଷ୍ଟାଣ୍ଡକୁ ଆସିଥିଲା। ଏନେଇ ଦୁଇଜଣ ସନ୍ଦିଗ୍ଧଙ୍କୁ…

ଭାରତରେ ବୟସ୍କଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ: ଦେଢ଼ କୋଟି ବିତାଉଛନ୍ତି ନିଃସଙ୍ଗ ଜୀବନ

ନୂଆଦିଲ୍ଲୀ,୧।୧୦: ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଥାଏ। ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି। ସେମାନଙ୍କ ସଂଖ୍ୟା ବର୍ଷ ପିଛା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ଏହା ୩ ଗୁଣା…

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ ଚାଲିଥିବାବେଳେ ଷ୍ଟାଡିୟମର ଅଧା ଫ୍ଲଡ୍‌ଲାଇଟ୍‌ ବନ୍ଦ ହୋଇଯାଇଥିଲା। ଥରେ…

କେବିସି ୧୧: ବିଗ୍‌ ବିଙ୍କୁ ସ୍ବାମୀଙ୍କ ନାଁରେ ଅଭିଯୋଗର ଲିଷ୍ଟ ଧରାଇଲେ ପ୍ରତିଯୋଗୀ

କୌନ୍‌ ବନେଗା କରୋଡ଼ପତି(କେବିସି)ରେ ବେଳେବେଳେ ଏମିତି କିଛି ପ୍ରତିଯୋଗୀ ଆସିଥାନ୍ତି, ଯେଉଁମାନେ ଖେଳ ସାଙ୍ଗକୁ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥାନ୍ତି। ଏଥର ସେମିତି ଜଣେ ପ୍ରତିଯୋଗୀ କେବିସିର ହଟ୍‌ ସିଟ୍‌ରେ ବସିଥିଲେ। ସେ ହେଲେ ଦିଲ୍ଲୀରେ ରହୁଥିବା ଶିବାନୀ ଢିଙ୍ଗରା। ଶୋ’…

ନିଶାରୁ ମୁକ୍ତି ଦେଇଥିବା ଡାକ୍ତରଙ୍କ ଡୁଡଲ କଲା ଗୁଗଲ

ନୂଆଦିଲ୍ଲୀ,୧।୧୦: ମନସ୍ତତ୍ତ୍ୱବିତ୍‌ ଡାକ୍ତର ହରବର୍ଟ ଡେଭିଡ କ୍ଲେଭରଙ୍କୁ ମନେପକାଇଲା ଗୁଗଲ। ୨୩ ବର୍ଷ ତଳେ ଅକ୍ଟୋବର ୧ରେ ହରବର୍ଟଙ୍କୁ ନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିସିନ୍‌ର ସଦସ୍ୟ ଭାବେ ଚୟନ କରାଯାଇଥିଲା। ତେବେ ଏହି ଦିନକୁ ମନେପକାଇ ମଙ୍ଗଳବାର ଗୁଗଲ ତାଙ୍କର ଡୁଡଲ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ତୀବ୍ର ହେଲା ଆନ୍ଦୋଳନ, ପରିବହନ କାର୍ଯ୍ୟାଳୟ ବନ୍ଦ

ବରଗଡ଼ ଅଫିସ, ୧।୧୦: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି ନେଇ ଗତ ମାସ ୨୪ ତାରିଖରୁ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟ ବନ୍ଦକରି…

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଚେନ୍ନାଇରେ…

ଜାଲ୍‌ ଡାକ୍ତର ସାର୍ଟିଫିକେଟ ଦେଇ ୧୦ ବର୍ଷ ହେଲା କରୁଥିଲେ ହଜାର ଅପରେଶନ

ମିରଟ୍‌,୧।୧୦: ଉତ୍ତର ପ୍ରଦେଶର ସହାରନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗତ୧୦ ବର୍ଷ ହେଲା ଜଣେ ନକଲି ଡାକ୍ତର ହଜାରରୁ ଊର୍ଦ୍ଧ୍ୱ ଅପରେଶନ କରିସାରିଥିଲେ। ଶେଷରେ ଅସଲ କାରନାମାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ଡାକ୍ତରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri