Home

ତେଜସ୍‌ ଏକ୍ସ୍‌ପ୍ରେସ୍‌ ଘଣ୍ଟାଏ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଶହେ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ,୧।୧୦: ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଆଇଆର୍‌ସିଟିସି ପକ୍ଷରୁ ଘୋଷଣା କରାଯାଇଛି। ଘଣ୍ଟାଏ ବିଳମ୍ବ ହେଲେ ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ୨…

ପ୍ଲାଷ୍ଟିକ ବୋତଲର ସ୍ଥାନ ନେବ ବାଉଁଶ ପାଣି ବୋତଲ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର ୨ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଖଦି ଗ୍ରାମୋଦ୍ୟୋଗ ଆୟୋଗ ବାଉଁଶର ପାଣି ବୋତଲ ନିର୍ମାଣ କରିଛନ୍ତି। ଏହା ପ୍ଲାଷ୍ଟିକ୍‌ ବୋତଲର ସ୍ଥାନ ନେବ…

ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ

ଇସଲାମାବାଦ୍‌,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟପ୍‌ ୨ ଦିନ ତଳେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ…

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ ତାଙ୍କୁ ଆଗୁଆ ଜାମିନ ଦେଇଛନ୍ତି କୋଲକାତା ହାଇକୋର୍ଟ। ଏହି ମାମଲାରେ ତାଙ୍କୁ ସିବିଆଇ ଗିରଫ…

ଏସ୍‌.ଜୟଶଙ୍କରଙ୍କୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ ଟୁଇଟରେ ସେ କହିଛନ୍ତି, ଏସ. ଜୟଶଙ୍କରଙ୍କୁ ଧନ୍ୟବାଦ, ଯିଏ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଷମତାକୁ ଲୁଚାଇଦେଲେ। ମୋର ଆଶା ଅଛି ଯେ…

ମାଲେଗାଓଁ ବିସ୍ଫୋରଣ ମାମଲାର ଶୁଣାଣି କ୍ୟାମେରା ସାମ୍ନାରେ ହେବନି: କୋର୍ଟ

ମୁମ୍ବାଇ,୧।୧୦: ୨୦୦୮ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରାଯିବ ନାହିଁ ବୋଲି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ କହିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କ୍ୟାମେରା ଆଗରେ ଶୁଶାଣି କରିବାକୁ ଯେଉଁ ଆବେଦନ କରିଛନ୍ତି ତାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗଣମାଧ୍ୟମଗୁଡିକ ଏ…

ବହୁ ବର୍ଷ ହେବ ରୋଷେଇ ଘରେ ଲାଗିଥିଲା ଫଟୋ ଚିତ୍ର, ହଠାତ୍‌ ମହିଳା ହେଲେ କୋଟିପତି

ବେଳେବେଳେ ଆମ ଘରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମକୁ ଜଣା ନ ଥାଏ। ଆଉ ତାହା ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି କିଛି ଘଟିଛି ଫ୍ରାନ୍ସର କମ୍ପେନିୟନ ସହରରେ ରହୁଥିବା ଫିଲୋମେନ ଓ୍ବଲ୍ଫ ନାମକ…

ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ୩୦ ଲକ୍ଷ ଚୋରି: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଟାଉନ, ୧।୧୦(ଡି.ଏନ୍‌.ଏ.): ଯାଜପୁର ସହର ଅମ୍ବିକାୟୀ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ମୁଖ୍ୟ ଗେଟ ତାଲା ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କା ଚୋରିକରି ନେଇଥିବା ବ୍ୟାଙ୍କର କର୍ମଚାରୀମାନେ…

ଉତ୍ତରପ୍ରଦେଶରେ ଏନ୍‌ଆର୍‌ସି: ଚିହ୍ନଟ ହେବେ ବିଦେଶୀ

ଲକ୍ଷ୍ନୌ,୧।୧୦: ଉତ୍ତରପ୍ରଦେଶରେ ଏନ୍‌ଆର୍‌ସି ପ୍ରକିୟା ଆରମ୍ଭ ହୋଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏନେଇ ରାଜ୍ୟର ସମସ୍ତ ଅଞ୍ଚଳକୁ ସୂଚନା ଦିଆଯାଇଛି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା…

ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି କରାଯାଇ ୧୨୫ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ଶିବସେନା ପକ୍ଷରୁ ମଧ୍ୟ…

ଆଇପିଏଲ ୧୩: ଘୋଷଣା ହେଲା ଖେଳାଳି ନିଲାମୀ ତାରିଖ

ମୁମ୍ବାଇ,୧।୧୦: ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ୧୯ରେ ଖେଳାଳି ନିଲାମୀ ପ୍ରକ୍ରିୟା କରାଯିବ। ସବୁଥର ବେଙ୍ଗାଲୁରୁରେ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଗତବର୍ଷ ୮ଟି…

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ଉପରେ ଲାଗି ପାରିବନି ରୋକ

ନୂଆଦିଲ୍ଲୀ,୧।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନର ବିଚାର ମଙ୍ଗଳବାର ହୋଇଛି। ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କରାଯାଇଥିବା କେନ୍ଦ୍ର ସରକାରଙ୍କ ଘୋଷଣା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri