Home

ପରିବା ବିକାଳୀଙ୍କ ପୁଅଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ କଲା ଭାଜପା

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ଭାଜପା ପକ୍ଷରୁ ଜଣେ ପରିବା ବିକାଳୀଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ଘୋସି ବିଧାନସଭା ଆସନରେ ଭାଜପା ପକ୍ଷରୁ ବିଜୟ ରାଜଭରଙ୍କୁ ପ୍ରାର୍ଥୀ କରାଯାଇଛି। ବିଜୟଙ୍କ ପିତା ନନ୍ଦ ଲାଲ୍‌ ଜଣେ ପରିବା ବିକାଳୀ। ଭାଜପା ପକ୍ଷରୁ…

ନୀରବ ବିକ୍ରମ

”ବିକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ବରଫ ଅବସ୍ଥାରେ ଥିବା ଜଳର ସନ୍ଧାନ କରିବା । ବିଗତ ଅଭିଯାନ ସବୁରୁ ସୂଚନା ମିଳେ ଯେ, ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏଭଳି କିଛି ଗହ୍ବରମାନ ଅଛି ଯେଉଁଠି ସୂର୍ଯ୍ୟାଲୋକ ଆଦୌ…

ପୂଜା ପୂର୍ବରୁ କମିଟିକୁ ସେସୁର ଚେତାବନୀ : ହୁକ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଭିନ୍ନ ପୂଜାପର୍ବରେ ବେଆଇନ ଭାବେ ବିଦ୍ୟୁତ୍‌ ସଂଯୋଗ ନିଆଯାଉଥିବା ଅଭିଯୋଗ ଆସୁଛି। ଆଗକୁ ଦୁର୍ଗାପୂଜା ଓ ଗଜକ୍ଷ୍ମୀ ପୂଜା ରହିଥିବାବେଳେ ଏହାପୂର୍ବରୁ ସେସୁ ପୂଜା କମିଟିଗୁଡିକୁ ସତର୍କ କରାଇବା ସହ ଚେତାବନୀ ଦେଇଛି। ବେଆଇନ ଭାବେ ହୁକ ପକାଇ…

ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ୟାସିନ୍‌ ମଲିକ୍‌ଙ୍କୁ ପାଣ୍ଠି ଯୋଗାଉଥିଲେ ହାଫିଜ୍‌ ସଇଦ୍‌: ଏନ୍‌ଆଇଏ ରିପୋର୍ଟ

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କୁ ଲଶ୍କର-ଇ-ତୋଏବା ମୁଖ୍ୟ ୟାସିନ୍‌ ମଲିକ୍‌ ପାଣ୍ଠି ଯୋଗାଉଥିଲେ। ଏନେଇ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଶବିର ଅହମ୍ମଦ ଶାହ, ମଶରତ୍‌ ଆଲମ୍‌, ରାଶିଦ୍‌ ଇଞ୍ଜିନିୟର ପ୍ରମୁଖଙ୍କୁ…

ପିଡିଏସ୍‌ ଲାଇସେନ୍ସ : ଏସ୍‌ଏଚ୍‌ଜିକୁ ଅଗ୍ରାଧିକାର ମିଳିବା ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର,୩୦ା୯ : ପିଡିଏସ୍‌ (ସାଧାରଣ ବଣ୍ଟନ ବ୍ୟବସ୍ଥା)ରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଲାଇସେନ୍ସ ଦେବା କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଏହାପରେ ଗ୍ରାମପଞ୍ଚାୟତ ଏବଂ ପୌରାଞ୍ଚଳ ସଂସ୍ଥାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ପୂର୍ବରୁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା(ନିୟନ୍ତ୍ରଣ) ଆଦେଶ ୨୦୧୬ର ଧାରା-୪(୩)…

ଭୋଟ ପୂର୍ବରୁ ଚାଲିଲାଣି ବାକ୍‌ଯୁଦ୍ଧ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହାର ଦିନକ ପରେ ସ୍ଥାନୀୟ ନେତା ସନତ ଗଡତିଆଙ୍କୁ ଭାଜପା ପ୍ରାର୍ଥୀ କରିଛି।…

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ରୋଗଗ୍ରସ୍ତ ଥିଲେ। ସେ ୧୯୪୧ ଡିସେମ୍ବର ୧୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ…

ଶହୀଦନଗର ବିଏମ୍‌ସି, ଓଏସ୍‌ଆର୍‌ଟିସିରେ ଖୋଲିବ କ୍ୟାମ୍ପ ଅଫିସ : ସୁବିଧାରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ସାଧାରଣ ଲୋକଙ୍କୁ ଲର୍ନିଂ ଲାଇସେନ୍ସ ସୁବିଧାର ମିଳିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସରଳୀକରଣ କରାଯାଇଛି। ଏଣିକି କୌଣସି ବ୍ୟକ୍ତିବିଶେଷଙ୍କୁ ଆରଟିଓ ଅଫିସର ଧଅଁା ଦୌଡ କରିବାକୁ ପଡିବ ନାହିଁ। ସେମାନେ ଆରଟିଓ ପକ୍ଷରୁ ଖୋଲାଯାଉଥିବା କ୍ୟାମ୍ପ ଅଫିସରେ…

ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ…

ନର୍ସ ନୀହାରିକା ହତ୍ୟା ଘଟଣା : ହତ୍ୟାକାଣ୍ଡ ଘଟିଥିବା କୋଠରି ସିଲ୍‌

କଟକ ଅଫିସ,୩୦ା୯: ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଗିରଫ କରିଛି। ହେଲେ ଏହି ହତ୍ୟା ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନାହିଁ। ଅଧିକ ତଦନ୍ତ ପାଇଁ ରବିବାର…

୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ୩ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ…

ପଣ୍ଡିତ ଯଶରାଜଙ୍କ ନାଁରେ କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ,୩୦ା୯ :ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଥିବା ଏକ କ୍ଷୁଦ୍ର ଗ୍ରହକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକାର ପଣ୍ଡିତ ଯଶରାଜଙ୍କ ନାଁରେ ନାମିତ କରାଯାଇଛି। ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ସଂଘ (ଆଇଏୟୁ) ଏଭଳି ନାମକରଣ ନିଷ୍ପତ୍ତି ନେଇଛି। ୨୦୦୬ ନଭେମ୍ବର ୧୧ରେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri