Home

ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବାକୁ ଗଡକରୀଙ୍କ ଏମ୍‌ଏସ୍‌ଏମ୍‌ଇଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧-୧୦: ଦେଶର ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ନିଜକୁ ପୁଞ୍ଜି ବଜାରରେ ସୂଚୀଭୁକ୍ତ କରାଇବା ଲାଗି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇମନ୍ତ୍ରୀ ନୀତିନ ଗଡକରୀ ସୋମବାର ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ସଂସ୍ଥାଗୁଡିକରୁ ସରକାର ଇକ୍ୱିଟି କ୍ରୟ କରିବେ। ଏଥି ଲାଗି ୧୦,୦୦୦ କୋଟି ଟଙ୍କାର ଏକ…

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ କିଛିଦିନ ହେଲା ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ ପ୍ଲାଣ୍ଟ (ସିପିପି)ର ଗୋଟିଏ ପରେ ଗୋଟିଏ…

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କିଶୋରିଲାଲ ସରଳିଆ, ବିନୋଦ କୁମାର ସରଳିଆ, ଲକ୍ଷ୍ମୀ ହୋଣ୍ଡାର ବିକ୍ରେତା ବିକ୍ରମ ଅଗ୍ରୱାଲ…

ଆଜି ଖୋଲିବ ରେଙ୍ଗାଳି ଗେଟ

କଣିହାଁ,୧।୧୦(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଳି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ମାସର ପ୍ରଥମ ଦିନରେ ବନ୍ୟାଜଳ ନିଷ୍କାସନ ପାଇଁ ଗେଟ୍‌ ଖୋଲିବ ବୋଲି ନଦୀ ବନ୍ଧ ତଳମୁଣ୍ଡରେ ଥିବା…

ଏମ୍‌ସିଏ ନିର୍ବାଚନରେ ଭୋଟ ଦେଇପାରିବେ ତେନ୍ଦୁଲକର, ଭେଙ୍ଗସରକର

ମୁମ୍ବାଇ,୧।୧୦(ପିଟି): ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦୀଲିପ ଭେଙ୍ଗସରକରଙ୍କ ସହ ୩୯ ଜଣ ଅନ୍ତର୍ଜାତୀୟ କ୍ରିକେଟର ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୪ ତାରିଖରେ ଏମ୍‌ସିଏ ନିର୍ବାଚନ ଅନୁଷ୍ଠିତ ହେବ।…

ଶାରଦୀୟ ନବରାତ୍ର: ରାଶି ଅନୁସାରେ କରନ୍ତୁ ପୂଜା, ପାଇବେ ଶୁଭଫଳ

ଶାରଦୀୟ ନବରାତ୍ର ପୂଜା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟୀ ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା…

୨୦୨୪ ନିର୍ବାଚନରେ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି ଏହି କ୍ରିକେଟର

ଥିରୁଭାନନ୍ତପୁରମ୍‌,୩୦।୯: ୨୦୨୪ ଲୋକ ସଭା ନିର୍ବାଚନରେ ଥିରୁଭାନନ୍ତପୁରମ୍‌ ଆସନରୁ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି କ୍ରିକେଟର୍‌ ଶାନ୍ତାକୁମାରନ୍‌ ଶ୍ରୀସନ୍ଥ। ଆଇପିଏଲ ସ୍ପଟ ଫିକ୍ସି ମାମଲାରେ ଛନ୍ଦି ହୋଇପଡିଥିବା ଏହି କ୍ରିକେଟର ୨୦୧୬ରେ ଭାଜପା ଟିକେଟରୁ କେରଳ ଥିରୁଭାନନ୍ତପୁରମ୍‌ ବିଧାନସଭା ଆସନରୁ…

ଖପ୍ରାଖୋଲରେ ବ୍ୟାପୁଛି ଝାଡାବାନ୍ତି

ଖପ୍ରଖୋଲ, ୩୦ା୯ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ସଦର ମହକୁମାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ା ଶନିବାର ଆଠ ଜଣ ଆକ୍ରାନ୍ତ ହୋଇଥିବାବେଳେ ସୋମବାର ଏହି ସଂଖ୍ୟା ୧୩ରେ ପହଞ୍ଚିଛି ା ଦୂଷିତ ପାଣି ଯୋଗୁଁ ଏଭଳି…

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ, ୩୦ା୯-ଗୋଚ୍ଛାପଡା ଥାନା ପୋଲିସ କ୍ରାଣ୍ଡିବାଲି ଛକରେ ଚଢ଼ାଉ କରି ଜଣେ ବାଇକ୍‌ ଚାଳକଙ୍କ ପାଖରୁ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ବାଇକ ଚାଳକ ବାଲନ୍ଦାପଡା ପଞ୍ଚାୟତ ବଟବାହାଲି ଗ୍ରାମର ସଦା ନାୟକଙ୍କୁ ଗିରଫ କରାଯାଇଛି।…

ଚିକରଡ଼ା ଗ୍ରାମରେ ଝାଡ଼ାବାନ୍ତି : ଦୂଷିତ ପାଣି ପିଇ ୩୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଗୋପାଳପୁର,୩୦।୯-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ରବିବାର ୩୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ୩୦ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର…

ବିରୁଡ଼ି ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଲଳିତା ବେହେରା(୬୦) ବିରୁଡ଼ି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ରବିବାର ଲଳିତା ଗ୍ରାମ ନିକଟ ପଶି ଅଞ୍ଚଳରୁ ଛେଳି ଚରାଇ ଘରକୁ ଫେରୁଥିବାବେଳେ ବିରୁଡ଼ିମାନେ ତାଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ…

ବେଆଇନ କାଠଗୋଲାରେ ଚଢ଼ାଉ

ବନ୍ତ, ୩୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ କାଠଗୋଲାରେ ସୋମବାର ଜିଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବହୁ ପରିମାଣର କାଠ ଜବତ କରାଯାଇଥିବା ଜଣାଯାଇଛି। ଭଦ୍ରକ ଡିଏଫ୍‌ଓ ପି ପାଣ୍ଡିଆନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri