ମାନବ କଲ୍ୟାଣରେ ବ୍ରତୀ ହେବାକୁ ଆହ୍ବାନ
ଅମରପାଲି, ୨୩।୯ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ରେଡକ୍ରସ ପକ୍ଷରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କଲେଜରେ ତିନିଦିନ ଧରି ଚାଲିଥିବା ଯୁବ ରେଡକ୍ରସ ଶିକ୍ଷା, ତାଲିମ ଶିବିର ସୋମବାର ଉଦ୍ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଯାପନୀ…
ଲୁହାମୁଣ୍ଡାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ବଇଣ୍ଡା,୨୩।୯(ଡି.ଏନ.ଏ)- କିଶୋରନଗର ବ୍ଲକ ଲୁହାମୁଣ୍ଡା ଗ୍ରାମରେ ସୋମବାର ମା’ ହିଙ୍ଗୁଳାଇ ୟୁଥ କ୍ଲବର ନୂତନ ଗୃହ, ଯୁବ ବାହିନୀର ନୂତନ ଗୃହ, ମିଶନ ଶକ୍ତି ଗୃହ, ଭାଗବତୀ ଟୁଙ୍ଗି ଉଦ୍ଘାଟିତ ହୋଇଛି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ…
ବିଧାୟକଙ୍କ ଅଚାନକ ସ୍କୁଲ ପରିଦର୍ଶନ, କାଗଜପତ୍ର ଯାଞ୍ଚ
ବଇଣ୍ଡା,୨୩।୯(ଡି.ଏନ.ଏ)-କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଜାମ୍ବୁନାଳୀ ସରକାରୀ ଉ.ପ୍ରା ବିଦ୍ୟାଳୟକୁ ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଅଚାନକ ଗସ୍ତ କରିଛନ୍ତି। ବିଦ୍ୟାଳୟ ଶ୍ରେଣୀଗୃହକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଥିଲେ। ବିଦ୍ୟାଳୟରେ ସଠିକ ଭାବେ…
ଶରୀରକୁ ସତେଜ ରଖିବା ପାଇଁ ଗାଧୋଇବାବେଳେ ଆପଣାନ୍ତୁ ଏହି ଉପାୟ…
ଗାଧୋଇବା ପରେ ପୁରା ଦିନ ଫ୍ରେଶ୍ ଲାଗେ ବୋଲି ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍ ଅନୁଭବ କରନ୍ତି ନାହଁି। ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍ ଲାଗିବ ବୋଲି…
ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି
ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍ ଆଦ୍ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୫୦ଟି ଆସନ ପାଇଁ ଦଳ…
ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଖୋଲିଲା ମା’ବୈଷ୍ଣୋଦେବୀଙ୍କ ପୁରୁଣା ଗୁମ୍ଫା
କଟରା,୨୩।୯: ଜମ୍ମୁରେ ଥିବା ମା’ ବୈଷ୍ଣୋଦେବୀ ଭକ୍ତଙ୍କ ପାଇଁ ଏକ ଖୁସି ଖବର। ନବରାତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏବେ ପୁରୁଣା ଗୁମ୍ପାର ସ୍ବର୍ଣ୍ଣିମ ଦର୍ଶନ କରିପାରିବେ। ମା’ବୈଷ୍ଣୋଦେବୀଙ୍କ ଶ୍ରାଇନ ବୋର୍ଡ ଦ୍ୱାରା ମା’ଙ୍କ ପ୍ରାଚୀନ ଗୁମ୍ଫାର…
କେଦାରନାଥରେ ତୀର୍ଥଯାତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଡେରାଡୁନ,୨୩।୯: ଉତ୍ତରାଖଣ୍ଡ କେଦାରନାଥରେ ସୋମବାର ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ହେଲିକପ୍ଟରର ବହୁ କ୍ଷତି ହୋଇଥିବା ବେଳେ ଏଥିରେ ପାଇଲଟ ସମେତ…
ପୁଣି ଖୋଲିବ ଡ୍ୟାନ୍ସ ବାର: ମିଳିଲା ଅବକାରୀ କମିଶନର ପକ୍ଷରୁ ଅନୁମତି
ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜଧାନୀରେ ପୁଣି ଥରେ ଖୋଲିବ ଡ୍ୟାନ୍ସ ବାର। ଏ ନେଇ ୭ଟି ଡ୍ୟାନ୍ସ ବାର୍କୁ ସୋମବାର ଅବକାରୀ କମିଶନର ପକ୍ଷରୁ ଅନୁମତି ମିଳିଛି। ସେମାନେ ଅବକାରୀ ଆଇନ୍ ୪୪(୫)ର ଗାଇଡ୍ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ତେବେ ଏଥିରେ…
ଏହି କମ୍ପାନୀର କର୍ମଚାରୀମାନେ ନିଜ ଇଚ୍ଛାରେ ବଢ଼ାଇଥା’ନ୍ତି ଦରମା
ସରକାରୀ ଚାକିରିଆ ହୁଅନ୍ତୁ ବା ବେସରକାରୀ। କର୍ମଚାରୀମାନଙ୍କ ଦରମା ବଢ଼ିଥାଏ କାର୍ଯ୍ୟାଳୟର ମୁଖ୍ୟଙ୍କ ନିର୍ଦ୍ଦେଶରେ। କିନ୍ତୁ ଏମିତି ଏକ କମ୍ପାନୀ ରହିଛି, ଯେଉଁଠି କର୍ମଚାରୀମାନେ ସେମାନଙ୍କ ଦରମା ନିଜେ ବଢ଼ାଇଥାନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ କମ୍ପାନୀ ରହିଛି…
ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope
ମେଷ ଆଜି ସକାଳୁ ସକାଳୁ ଆକସ୍ମିକ ଭାବରେ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି ହୋଇପାରନ୍ତି। ଅଫିସ୍ରେ ସ୍ଥଗିତ କାମ ପାଇଁ…
ଏହି ବଲିଉଡ୍ ଷ୍ଟାର୍ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?
ବଲିଉଡ୍ ଷ୍ଟାର୍ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ ବାବଦରେ କେତେ ଫିସ୍ ନିଅନ୍ତି। ବିଜ୍ଞାପନରେ ସବୁଠୁ ଅଧିକ ଟଙ୍କା ନିଅନ୍ତି ଅମିର୍ ଖାନ୍।…
ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୨୩।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଲେ ୨୪ରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି।…
Archives


