Home

ରାଜସ୍ଥାନ ସୀମାରେ ଲାଗିବ ୬୦ ଫୁଟ ଉଚ୍ଚା ହାଇମାଷ୍ଟ୍‌ ଲାଇଟ୍‌: ୩୦ କିମି ପାଇଁ ଖର୍ଚ୍ଚ ହେବ ୩୨ କୋଟି

ଯୋଧପୁର,୧୯।୧୦: ପାକିସ୍ତାନ-ରାଜସ୍ଥାନ ମଧ୍ୟରେ ଏକ ହଜାର ୩୭ କିଲୋମିଟର ଅନ୍ତର୍ଜାତୀୟ ସୀମା ରହିଛି। ସେଥିମଧ୍ୟରୁ ୩୦କିମି ସୀମାରେ ଆଲୋକ ବ୍ୟବସ୍ଥା ନାହିଁ। ଏଠାରେ ଆଲୋକ ବ୍ୟବସ୍ଥା ଲାଗି ବିଏସ୍‌ଏଫ୍‌ର ଉଚ୍ଚସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ଏକ ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ବୀକୃତି…

ଶିବସେନାରେ ଯୋଗଦେଲେ ସଲମାନଙ୍କ ବଡିଗାର୍ଡ ଶେରା

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକିଥିବା ବେଳେ ଶୁକ୍ରବାର ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ବଡିଗାର୍ଡ ଗୁରମିତ ସିଂ(ଶେରା) ରାଜନୀତିରେ ପାଦ ଦେଇଛନ୍ତି। ସେ ଶିବସେନାରେ ଯୋଗ ଦେଇଥିବା ଦଳ ଟୁଇଟ୍‌ କରି ଜଣାଇଛି। ଦଳ…

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ସନାତନ ଜେନାଙ୍କ ଝିଅ କଲ୍ୟାଣୀ। ପ୍ରକାଶ ଯେ, କଲ୍ୟାଣୀ…

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ ଥିଲେ ବୋଲି ଏକ ନୂଆ ପୁସ୍ତକରେ ଯୁକ୍ତି ବଢ଼ାଯାଇଛି। ଅଙ୍କିତ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ…

ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍‌

ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍‌ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତାଙ୍କର ଆଜି ହେଉଛି ୬୩ତମ ଜନ୍ମଦିନ। ଆକ୍ସନ୍‌ ଏବଂ ରୋମାଣ୍ଟିକ୍‌…

ଗଲ୍ଫର ମ୍ୟାଟ ଏଭେରୀ ୩ ମାସ ବାସନ୍ଦ

ନ୍ୟୁୟର୍କ,୧୯।୧୦- ଆମେରିକୀୟ ଷ୍ଟାର ଗଲ୍ଫର ମାଟ୍‌ ଏଭେରୀ ଡ୍ରଗ୍‌ ପଲିସି ଉଲ୍ଲଂଘନ କରି ୩ ମାସ ବାସନ୍ଦ ହୋଇଛନ୍ତି। ଦୁଇଥର ପିଜିଏ ଟୁର ବିଜେତା ୩୫ ବର୍ଷୀୟ ଏଭେରୀ କାନ୍ନାବିସ୍‌ ନାମକ ଏକ ଔଷଧ ସେବନ କରି ସେ ଆଚରଣବିଧୀ ଉଲ୍ଲଂଘନ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ ଲଢୁଥିବା ସବୁଠାରୁ ଗରିବ ପ୍ରାର୍ଥୀଙ୍କ ନାମ ହେଉଛି ଭେଙ୍କଟେଶ୍ୱର ମହାସ୍ବାମୀ। ତାଙ୍କ ପାଖରେ କୌଣସି…

ସେନା ଯବାନଙ୍କ ପାଇଁ ପଠାଯିବ ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌: ଏକେ-୪୭ ଗୁଳିମାଡ଼କୁ ଆଉ ରହିବନି ଭୟ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ମୁକାବିଲା କରୁଥିବା ଯବାନଙ୍କ ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ୪୦ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପଠାଯିବ। ଏହି ଜ୍ୟାକେଟ୍‌ର ଏକେ-୪୭ ସହିତ ଅନ୍ୟ ବନ୍ଧୁକର ଗୁଳିମାଡ଼କୁ ସହ୍ୟ କରିବାର କ୍ଷମତା ରହିଛି। ବୋରନ୍‌ କାର୍ବାଇଡ୍‌…

ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର ସୁସ୍ମିତା ମହାନ୍ତି। ସ୍ପେସ୍‌ ରିସର୍ଚ୍ଚ ଓ ସ୍ପେସ୍‌ ସାଇନ୍ସ କ୍ଷେତ୍ରରେ ଜଣେ ପରିଚିତ ଚେହେରା…

ବଜାରକୁ ଆସିଲା ‘ଇଟ୍‌ କପ୍‌’

ହାଇଦ୍ରାବାଦ: ଦେଶବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ପରିବେଶ ଉପଯୋଗୀ ବିଭିନ୍ନ ସାମଗ୍ରୀ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଏଭଳି ସାମଗ୍ରୀର ଚାହିଦା ମଧ୍ୟ ବଢ଼ୁଛି। ଏହାଭିତରେ ହାଇଦ୍ରାବାଦ୍‌ର ଏକ କମ୍ପାନୀ ଏଭଳି ଏକ କପ୍‌ ତିଆରି କରିଛି, ଯେଉଁଥିରେ ଥଣ୍ଡା…

ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ

କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି। ଖାମା ପ୍ରେସର ସୂଚନା ଅନୁଯାୟୀ ଏହି ଅପରେଶନ ସମୟରେ ଆଫଗାନ ସ୍ପେଶାଲ ଫୋର୍ସ ୮…

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ବି.ଏ. ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଆୟୁଷ ସିଂ ନାମକ ଛାତ୍ରଙ୍କୁ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri