ଅଯୋଧ୍ୟା ରାୟ ପୂର୍ବରୁ ଭାଗଓ୍ବତଙ୍କୁ ଭେଟିବେ ମଦନି: ୨ ଦିନ ପରେ ହୋଇପାରେ ମିଳିତ ଖବରଦାତା ସମ୍ମିଳନୀ !
ନୂଆଦିଲ୍ଲୀ,୬।୧୧: ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶର ସମସ୍ତ ଜିଲାରେ ୧୪୪ ଜାରି କରାଯାଇଛି। ରାୟକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଜମିୟତ୍ ଉଲେମା-ଇ-ହିନ୍ଦ୍ ଅଧ୍ୟକ୍ଷ ଅଶରଫ୍ ମଦନିଙ୍କ ମଧ୍ୟରେ…
ଶିବସେନା-ଭାଜପା ଗଠନ କରନ୍ତୁ ସରକାର: ପାଓ୍ବାର
ମୁମ୍ବାଇ,୬।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଙ୍କକଷା ଛିଡୁନି। ଏପରିସ୍ଥଳେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଶିବସେନା-ଭାଜପା ସରକାର ଗଠନ କରନ୍ତୁ। ଏନ୍ସିପି ବିରୋଧୀ ଆସନରେ ବସିବ। ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କୁ…
ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
ନୂଆଦିଲ୍ଲୀ,୬।୧୧: କରତାର୍ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରତାର୍ପୁର କରିଡୋରର ଲୋକାର୍ପଣ କରିବେ। ତେବେ ଏହା ପୂର୍ବରୁ ଏଠାରେ ଆତଙ୍କବାଦୀମାନେ ପ୍ରବେଶ…
ମହାକାଶ କେନ୍ଦ୍ରରେ ପହଞ୍ଚିଲା ୧୨ ମଦ ବୋତଲ
ଓ୍ବାଶିଂଟନ,୬।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୨ ବୋତଲ ମଦ ପହଞ୍ଚିଛି। ଫ୍ରାନ୍ସରେ ପ୍ରସ୍ତୁତ ହୋଇଥିବା ଏହି ରେଡ୍ ଓ୍ବାଇନ୍କୁ କୌଣସି ମହାକାଶଚାରୀ ପିଇବେ ନାହିଁ। ଏହା ଉପରେ ଏକ ବର୍ଷ ଧରି ଗବେଷଣା କରାଯିବ। ମହାକାଶରେ ଏହା ଉପରେ କିଭଳି ପ୍ରଭାବ…
ଶୁଟିଂ ସେଟ୍ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍ ହୋଇଥିଲା ଏହି ଫିଲ୍ମ
ବଲିଉଡ୍ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍, ସଲମାନ୍ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍ନା ଅପ୍ନା’ସହିତ ଜୋଡ଼ା ଏକ…
ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍ରୁ ବର୍ଷେ ବାସନ୍ଦ
ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ ଫେସବୁକରୁ ବର୍ଷେ ବାସନ୍ଦ କରାଯାଇଛି। ଜବିନ ଚାର୍ଲସ ବର୍ଷେ ପାଇଁ ସୋସିଆଲ ମିଡିଆ ବ୍ୟବହାର…
ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ। ଠିକ୍ ଏଭଳି ଏକ ଘଟଣା ସୋମବାର ଘଟିଛି। ଅଭିଷେକ ନିଜର ଟୁଇଟର ଆକାଉଣ୍ଟରେ ଏକ…
ବିଶ୍ୱରେ ଏହି ଚାକିରି କରିଛନ୍ତି ମାତ୍ର ୧୧୨ ଜଣ, ସେଥିରେ ରହିଛନ୍ତି ଜଣେ ଭାରତୀୟ
ଚାକିରିକୁ ନେଇ ଆଜିକାଲି ବହୁ ସମସ୍ୟା। ଏମିତିରେ ବି ତ ଜାଣିଥିବେ ଗୋଟିଏ ଚାକିରି ପାଇଁ କେତେ ଲୋକଙ୍କ ଭିଡ଼ ଜମେ। ତଥାପି ମନ ମୁତାବକ ନ ମିଳିଲେ ଲୋକେ ଚାକିରି କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଏମିତି ଗୋଟିଏ…
ଦିଲ୍ଲୀରେ ହାଇଡ୍ରାମା: ଆତ୍ମହତ୍ୟା ପାଇଁ ବିଲ୍ଡିଂ ଉପରେ ଚଢିଲେ ଓକିଲ
ନୂଆଦିଲ୍ଲୀ,୬।୧୧: ମଙ୍ଗଳବାର ଦୀର୍ଘ ୧୧ ଘଣ୍ଟା ନ୍ୟାୟ ଦାବି କରି ଆନ୍ଦୋଳନରତ ହଜାର ହଜାର ବିକ୍ଷୋଭକାରୀ ପୋଲିସ ଏବଂ ସେମାନଙ୍କ ପରିବାର ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ବୁଧବାର ଓକିଲଙ୍କ ପକ୍ଷରୁ ନ୍ୟାୟ ଦାବି କରାଯାଇଛି। ଦିଲ୍ଲୀ ୫ ଜିଲା…
ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ
ବ୍ୟାଙ୍କକ୍,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହାତୀଟି କାର ପାଖରେ କିଛି ସମୟ ବୁଲା ବୁଲି କରିବା…
ଛାତ୍ରଙ୍କୁ ୧.୪୫ କୋଟି ଟଙ୍କାର ଚାକିରି ଅଫର୍ ଦେଲା ଫେସବୁକ୍
ନୂଆଦିଲ୍ଲୀ,୬।୧୧: ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଇନ୍ଷ୍ଟିଚ୍ୟୁଟ ଅଫ୍ ଇନଫରମେଶନ୍ ଟେକ୍ନୋଲୋଜି(ଆଇଆଇଆଇଟି)ର ଜଣେ ଛାତ୍ରଙ୍କୁ ଫେସବୁକ ୧.୪୫ କୋଟି ଟଙ୍କାର ଚାକିରି ଅଫର ଦେଇଛି। ଏହି ଇନ୍ଷ୍ଟିଚ୍ୟୁଟରେ ଏହା ସର୍ବାଧିକ ପ୍ୟାକେଜ୍ ବୋଲି ଜଣାପଡିଛି। ଏହାଛଡା ଏହି କଲେଜର ଦୁଇ ଛାତ୍ରଙ୍କୁ ଯଥାକ୍ରମେ ୪୩…
ମଇଁଷି ଦାମ୍ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ
ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି ଭୀମ ମଧ୍ୟ ଯୋଗଦେଇଛି। ଭୀମର ଓଜନ ୧୩ ଶହ କିଲୋଗ୍ରାମ୍। ଏହାର ଦାମ୍ ୧୪…
Archives


