୧୦୦ ମୂଷା ଖାଇ ହଜ୍କୁ ଗଲା ବିଲେଇ:କାହିଁକି ଏମିତି କହିଲେ ଗିରିରାଜ
ନୂଆଦିଲ୍ଲୀ,୪।୪:ଓ୍ବକ୍ଫ ସଂଶୋଧନ ବିଲ୍କୁ ବିରୋଧ କରୁଥିବା କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୩ରେ ବିଲ୍ ସଂଶୋଧନ ବେଳେ କଂଗ୍ରେସ କରିଥିବା ଭୁଲ୍କୁ ଓ୍ବକ୍ଫ ସମ୍ପତ୍ତିର ଉପଯୁକ୍ତ ପରିଚାଳନା ସକାଶେ ବର୍ତ୍ତମାନର ଏନ୍ଡିଏ ସରକାର…
ଏଇ ଭାରତରେ
ଆମ୍ବ ଉତ୍ପାଦନର ସମୟ ଆସିଲେ କେରଳର କାନ୍ନାପୁରମ ଗାଁ ଚର୍ଚ୍ଚାକୁ ଆସେ। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। ଗ୍ରାମବାସୀଙ୍କ ଉଦ୍ୟମରେ ଏହି ସଫଳତା ମିଳିଛି। ଏହିି ଗାଁରେ ୨୦୦ ବର୍ଷର ଏକ ଭେଲାଥାନ କିସମ ଆମ୍ବ ଗଛ ଥିଲା,…
ବିଦାହେଲେ ୨୫,୭୫୩ ଶିକ୍ଷକ: ନିଯୁକ୍ତି ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/କୋଲକାତା,୪।୪ (ପି.ଟି.):ପଶ୍ଚିମବଙ୍ଗର ସରକାରୀ ଏବଂ ରାଜ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ୨୫,୭୫୩ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଗୁରୁବାର ରଦ୍ଦ କରିଛନ୍ତି। ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଲାଗି ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ୍ କମିଶନଙ୍କ ଅଧୀନରେ ହୋଇଥିବା ସମ୍ପୂର୍ଣ୍ଣ ଚୟନ…
ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷକ ଅଭାବ
ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱରେ ସଂଖ୍ୟା ଓ ବିବିଧତା ଦୃଷ୍ଟିରୁ ଅଗ୍ରଣୀ। କିନ୍ତୁ ଏହାର ଅନ୍ତରାଳରେ ରହିଛି ବିଶେଷ ଶିକ୍ଷକଙ୍କ ଅଭାବ, ଯାହା ସରକାରୀ ଓ ଘରୋଇ ବିଦ୍ୟାଳୟ ଉଭୟରେ ଦେଖାଯାଉଛି। ଏହା ବିଶେଷ ଆବଶ୍ୟକତା ଥିବା ପିଲାଙ୍କ (ସିଡବ୍ଲ୍ୟୁଏସ୍ଏନ୍) ଶିକ୍ଷା…
ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରଭାବ
ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଗଭୀର ଅସ୍ଥିରତା ଓ ଅନିଶ୍ଚିତତାର ଏକ ଜଟିଳ ପରିବେଶ ମଧ୍ୟରେ ଗତି କରୁଛି। ବିଶ୍ୱବ୍ୟାପୀ ଚାଲିିଥିବା ବାଣିଜ୍ୟଯୁଦ୍ଧ, ବିଶେଷତଃ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଦ୍ୱନ୍ଦ୍ୱ, ବ୍ରେକ୍ସିଟ୍ସରେ ୟୁରୋପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ଅସ୍ଥିରତା…
ଓ୍ବକ୍ଫ ବିଲ୍: ନୀତୀଶ, ନାଇଡୁଙ୍କୁ କିପରି ମନାଇଲା ଭାଜପା
ନୂଆଦିଲ୍ଲୀ,୪ା୪:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାରମ୍ପରିକ ଭାବେ ମୁସଲମାନ ଭୋଟ ବ୍ୟାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ…
ସଜେଇ ହେଉଛି ପ୍ରାଥମିକ-ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ୫୪ଟି ବିଦ୍ୟାଳୟକୁ ରୂପାନ୍ତର
ଦାରିଙ୍ଗବାଡି,୪।୪ (ଅରୁଣ ସାହୁ):ଏବେ ଆଉ ବିଦ୍ୟାଳୟକୁ ଯିବାକୁ ଛାତ୍ରୀଛାତ୍ରଙ୍କ ମୁହଁରୁ ନା ଶୁଣିବାକୁ ମିଳିବନି। ଅଭିଭାବକମାନେ ଏଣିକି ଘରୋଇ ବଦଳରେ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ପଠାଇବେ। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ…
ଇସ୍ରାଏଲ ଯୁଦ୍ଧ ଅନ୍ତରାଳେ
ଇସ୍ରାଏଲର ରାଜଧାନୀ ତେଲ୍ ଆଭିଭର ରାସ୍ତାରେ କଫି ଓ ବ୍ରେଡ୍ ରୋଲ୍ର ଆନନ୍ଦ ନେଉଥିବା ନାଗରିକମାନେ ସେମାନଙ୍କଠାରୁ ୬୯ କି.ମି. ଦୂରରେ ଥିବା ଗାଜାର ଲୋକଙ୍କ ଉପରେ ହେଉଥିବା ବୋମାମାଡ଼ ଓ ଗୁଳିଗୋଳା ବର୍ଷଣ ସମ୍ପର୍କରେ ଚିନ୍ତା କରିବା କଷ୍ଟକର। ପୃଥିବୀରେ…
ବ୍ୟବସାୟ ନୁହେଁ, ସାଲିସ୍ବିହୀନ ଶିକ୍ଷାକୁ ପ୍ରାଧାନ୍ୟ
ଯୁବୋଦୟ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅମ୍ବରୀଶ ଦାଶ ସମ୍ବଲପୁରରେ ୧୯୭୧ରେ ଜନ୍ମଗ୍ରହଣ କରିଥିଲେ। କଟକରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ଦିଲ୍ଲୀରେ ଏମ୍ବିଏ କରିବା ପରେ ସେଠାରେ ଏକ କମ୍ପାନୀରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ନିଜ ଜନ୍ମମାଟିରେ ଓଡ଼ିଶାରେ କିଛି କରିବାକୁ ଚାହଁୁଥିଲେ।…
ଓ୍ବକଫ୍ ବିଲ୍କୁ ନେଇ ବିଜେଡିର ବଦଳ ବେପାର
ଭୁବନେଶ୍ୱର,୪ା୪(ସୁନିତ୍ ମିଶ୍ର): ଓ୍ବକଫ୍ ବିଲ୍ ରାଜ୍ୟ ସଭାରେ ପାରିତହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଉପରେ ସକାଳବେଳା ଚାଲିଥିବା ଆଲୋଚନାରେ ଭାଗନେଇ ବିଜେଡି ଏମ୍ପି ମୁଜିବୁଲ୍ଲା (ମୁନ୍ନା) ଖାଁ ଏହାକୁ…
ମଣିଷ ନ ଥାଇ ଟିକସ
ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଭାରତ ସମେତ ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ୍ ବା ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପ୍ ଆଣ୍ଟାର୍କଟିକା ନିକଟ ମେନ୍ଲାଣ୍ଡ ଅଷ୍ଟ୍ରେଲିଆର ହର୍ଡ ଆଣ୍ଡ୍ ମାକ୍ଡୋନାଲ୍ଡ ଦ୍ୱୀପରେ ମଧ୍ୟ ୧୦% ଟାରିଫ୍ ଲଗାଇଛନ୍ତି,…
Beer And Alcohol Shops: କାହିଁକି ଅଲଗା ଅଲଗା ଦୋକାନରେ ବିକ୍ରି ହୋଇଥାଏ ବିୟର-ଆଲକୋହଲ, ଜାଣନ୍ତୁ କେମିତି ମିଳେ….
ନୂଆଦିଲ୍ଲୀ: ବିଶ୍ୱରେ ମଦ୍ୟପାନକାରୀଙ୍କ ଅଭାବ ନାହିଁ। ଯେଉଁମାନେ ମଦ୍ୟପାନ କରନ୍ତି, ସେମାନେ କେବଳ ଏକ ବାହାନା ଖୋଜନ୍ତି, ସୁଯୋଗ ଅପେକ୍ଷାରେ ରୁହନ୍ତି ଯାହା ଦ୍ୱାରା ସେମାନେ ଏହାକୁ ପାଇପାରିବେ। ବିବାହ, ଜନ୍ମଦିନ କିମ୍ବା ଅନ୍ୟାନ୍ୟ ପାର୍ଟିରେ ଆପଣଙ୍କୁ ଯେକୌଣସି ସମୟରେ ମଦ୍ୟପାନ…
Archives


