Home

ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ: ବାବୁଲାଲଙ୍କ ପାଇଁ ମାଗିବେ ଭୋଟ

ଭୁବନେଶ୍ୱର,୪।୧୧: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ।   Dharitri…

ପ୍ରସୂତି ହସ୍ପିଟାଲ ଯାଉଥିଲେ ସାବଧାନ! ଭିଡିଓ ପହଞ୍ଚିଲାଣି ପର୍ଣ୍ଣ ମାର୍କେଟରେ, ସମସ୍ତଙ୍କୁ ଚକିତ କରୁଛି ଏହି ଘଟଣା

ଗାନ୍ଧିନଗର,୪।୧୧: ଗୁଜରାଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରାଜକୋଟର ପାୟଲ ମାଟର୍ନିଟି ହସ୍ପିଟାଲର ଭିଡିଓଗୁଡ଼ିକ ପୋର୍ନ ମାର୍କେଟରେ ପହଞ୍ଚିଛି। ଏହା ହସ୍ପିଟାଲ ପ୍ରଶାସନର ଅବହେଳା ଯୋଗୁ ହୋଇଥିଲା, ଯେଉଁଥିରେ ଏକ ସରଳ CCTV ଆକ୍ସେସ ପାସୱାର୍ଡ ଅନ୍ତର୍ଭୁକ୍ତ ଥିଲା, ଯାହା…

ପାକିସ୍ତାନରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ଇସଲାମାବାଦ,୪।୧୧: ରାଷ୍ଟ୍ରାୟତ୍ତ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର କାର୍ଯ୍ୟ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଇଞ୍ଜିନିୟରମାନେ ବିମାନ ପାଇଁ ଉଡ଼ାଣ କ୍ଲିୟରାନ୍ସକୁ ସ୍ଥଗିତ ରଖିଛନ୍ତି। ଏହା ୧୨ ରୁ ଅଧିକ PIA ଅନ୍ତର୍ଜାତୀୟ ବିମାନକୁ ପ୍ରଭାବିତ କରିଛି। ପାକିସ୍ତାନର ବିଭିନ୍ନ ବିମାନବନ୍ଦରରେ…

ହୋଇଯାନ୍ତୁ ସତର୍କ: ମାନବ ଶରୀର ଉପରେ ‘ଅରୁଗୁଣ ଉଦ୍ଭିଦ’ର ବିଷାକ୍ତ ପ୍ରଭାବ

ଭୁବନେଶ୍ୱର, ୪ା୧୧ (ବନ୍ଦନା ସେଠୀ):ଓଡ଼ିଶା ସମେତ ଭାରତରେ ଦେଖିବାକୁ ମିଳୁଥିବା ସାଇକାଡ୍‌ ବା ସ୍ଥାନୀୟ ଭାଷାରେ ଜଣାଶୁଣା ‘ଅରୁଗୁଣ ବା ଭେରୁ ଉଦ୍ଭିଦ’ ମଣିଷ ଶରୀର ପାଇଁ କ୍ଷତିକାରକ। ଏହାର ଫଳ ଓ ଅନ୍ୟ ଅଂଶଗୁଡ଼ିକର ବିଷାକ୍ତ ପ୍ରଭାବ ରହିଛି। ଏନେଇ…

ମୋହସିନ ନକଭିଙ୍କୁ BCCIର ଅଲ୍ଟିମେଟମ୍‌: ଟ୍ରଫି ଦିଅ, ନଚେତ୍‌…

ନୂଆଦିଲ୍ଲୀ,୪।୧୧: ଏସିଆ କପ ୨୦୨୫ ଫାଇନାଲ ପରେ ଗୋଟିଏ ମାସ ବିତିଗଲାଣି, କିନ୍ତୁ ଏହାକୁ ନେଇ ବିବାଦ ଏବେ ବି ଚାଲିଛି। ଏସିଆ କପ ଜିତିବା ପରେ ଭାରତ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ଏହି ଅସାଧାରଣ ପରିସ୍ଥିତି ଭାରତୀୟ କ୍ରିକେଟ ନିୟନ୍ତ୍ରଣ…

ଟ୍ରମ୍ପଙ୍କ ଦାବିକୁ ନେଇ ବିଳି ବିଳେଇଲାଣି ପାକିସ୍ତାନ, କରୁଛି ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ!

ଇସଲାମାବାଦ,୪।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନ ଏବଂ ଚାଇନା ପରମାଣୁ ପରୀକ୍ଷଣ କରୁଛନ୍ତି। ଟ୍ରମ୍ପଙ୍କ ଏହି ଦାବି ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଏବେ ଟ୍ରମ୍ପଙ୍କ ବୟାନର ଜବାବ ଦେଇଛି, କହିଛି ଯେ ପାକିସ୍ତାନ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମା’-ଝିଅଙ୍କୁ ବଳାତ୍କାର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୪।୧୧: ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶୋଇଥିବାବେଳେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭରତପୁର ପୋଲିସ। ଅଭିଯୁକ୍ତ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ମାଡ଼ବସିଥିଲା। ଗିରଫ…

୩ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଆଜି ମାଗୁରବେଡା ଘାଟରୁ ମିଳିଲା…

ବଲାଙ୍ଗୀର, ୪/୧୧- (ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ସୁକ୍‌ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ନିଖୋଜ ଥିବା…

ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର: ୬ ରାଜ୍ୟରେ କଲେଣି ପ୍ରଚାର

ନୂଆପଡ଼ା,୪ା୧୧(ପୀତାମ୍ବର ସାହୁ):ଯେତେବେଳେ ବିଭିନ୍ନ ଦଳ ଡିଜେ ସାଉଣ୍ଡ ଲଗାଇ ଗାଡ଼ିରେ ପ୍ରଚାର କରୁଛନ୍ତି ସେତେବେଳେ ଏକ ସାଇକେଲରେ ଛୋଟ ସାଉଣ୍ଡ ସିଷ୍ଟମ ଲଗାଇ ପ୍ରଚାର କରୁଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ସନ୍ତୋଷ କୁମାର ପାତ୍ର(୫୪)। ତାଙ୍କ ଘର ବରଗଡ ଜିଲା…

ମୋ ବାପାଙ୍କୁ ଦେଖିବାକୁ ଆସିଲେନି…ନବୀନଙ୍କୁ କାଉଣ୍ଟର କଲେ ଜୟ

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ…

ଗଣବଳାତ୍କାର ମାମଲାରେ ପୋଲିସକୁ ବଡ଼ ସଫଳତା

କୋଏମ୍ବାଟୁର,୪।୧୧: ତାମିଲନାଡୁ କୋଏମ୍ବାଟୁରର ଏକ ବିମାନବନ୍ଦର ନିକଟରେ ରବିବାର ଜଣେ ମହିଳା କଲେଜ ଛାତ୍ରୀଙ୍କୁ ଅପହରଣ ଏବଂ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ପୋଲିସ ସହିତ ଏନକାଉଣ୍ଟର ପରେ ଅଭିଯୁକ୍ତ ଥାଭାସି, କାର୍ତ୍ତିକ ଏବଂ କାଲିଶ୍ୱରନଙ୍କୁ…

ପ୍ରଥମେ ଧୋନି ଏବେ ହରମନପ୍ରୀତ, ଗେଟ ଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ଫଟୋ ଉଠାଇବାର କ’ଣ ରହିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୧: ହରମନପ୍ରୀତ କୌର ଭାରତୀୟ ମହିଳା ଦଳକୁ ୨୦୨୫ ମହିଳା ବିଶ୍ୱକପ ଟାଇଟଲ ଜିତିବା ସହିତ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଭାରତୀୟ ମହିଳା ଦଳକୁ ଟାଇଟଲ ଦେଇପାରି ନଥିଲେ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?