୩ ଦିନରେ ଅସୁସ୍ଥ ହୋଇପଡ଼ିଲେ ୨୪ ଛାତ୍ରୀ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ…
ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭେଗାହାଣ୍ଡି ୟୁପିଏସ୍ ନୋଡାଲ ସ୍କୁଲରେ ୩ ଦିନରେ ୨୪ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରଥମ ଦିନରେ ୯ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।…
‘ଅପରେଶନ ସିନ୍ଦୂର ସମୟରେ କଂଗ୍ରେସ ପାକିସ୍ତାନ ଆର୍ମି ସହ ଠିଆ ହୋଇଥିଲା,’ ଆସାମରୁ ମୋଦିଙ୍କ ବଡ଼ ଆକ୍ରମଣ
ଗୁଆହାଟି,୧୪।୯: ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୪ ସେପ୍ଟେମ୍ବର) କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ସର୍ବଦା ଭାରତ ବିରୋଧୀ ଶକ୍ତି ସହିତ ଛିଡ଼ା ହୁଏ ଏବଂ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା…
ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଲେ ଯୁବକ
ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳ ଷ୍ଟେଶନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନ୍ରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଯାଜପୁରରୋଡ୍ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା। ସେ ସାଲିମାରଠାରୁ ଭାସ୍କୋଡଗାମା ଅଭିମୁଖେ…
ପ୍ରେସରକୁକର ଖୋଲୁଥିବାବେଳେ ନାବାଳିକାଙ୍କ ଉପରେ ପଡ଼ିଲା ଗରମ ଡାଲି, ଆଉ ତା’ ପରେ…
ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା…
ଚାଷ କରି ନ ଥିବା ଲୋକଙ୍କୁ ଇନ୍ପୁଟ୍ ସବ୍ସିଡି, ବାଦ୍ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ
ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ…
ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ
ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ…
ନେପାଳ, ଫ୍ରାନ୍ସ ପରେ ଏବେ ଲଣ୍ଡନରେ ସ୍ଥିତି ଖରାପ, ପ୍ରୋଟେଷ୍ଟ ପଛରେ ମସ୍କଙ୍କ ହାତ!
ଲଣ୍ଡନ,୧୪।୯: ବ୍ରିଟେନରେ ପ୍ରବାସ ବିରୋଧରେ ଆନ୍ଦୋଳନ ନିରନ୍ତର ତୀବ୍ର ହେବାରେ ଲାଗିଛି। ଶନିବାର (ଅଗଷ୍ଟ ୧୩) ଦିନ, ଦକ୍ଷିଣପନ୍ଥୀ କର୍ମୀ ଟମି ରବିନସନଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଲୋକ ଲଣ୍ଡନର ରାସ୍ତାକୁ ଓହ୍ଲାଇଥିଲେ। ରାଲି ମଧ୍ୟରେ କୋଟିପତି ବ୍ୟବସାୟୀ ଏଲୋନ ମସ୍କ…
Boycott Ind vs Pak: ‘ଲଜ୍ଜା କର…,’ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ ପାଇଁ ଜୋର ଧରିଲା ଦାବି
ନୂଆଦିଲ୍ଲୀ,୧୪।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ ୨୦୨୫ର ଷଷ୍ଠ ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ଦେଖାଯାଉଛି। ପ୍ରଶଂସକମାନେ ଭାରତ-ପାକ ମ୍ୟାଚ ବର୍ଜନ କରିବାକୁ ନିରନ୍ତର ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ ପହଲଗାମରେ…
ଓସାମା ବିନ ଲାଡେନଙ୍କ ସ୍ତ୍ରୀଙ୍କ ସହ କ’ଣ କରିଛି ପାକିସ୍ତନ? ପଦାକୁ ଆସିଲା ଚମକାଇବା ଭଳି ତଥ୍ୟ
ଇସଲାମାବାଦ,୧୪।୯: ବିଶ୍ୱ ଇତିହାସରେ ୨ ମଇ ୨୦୧୧ ତାରିଖକୁ ରେକର୍ଡ କରାଯାଇଛି। ଏହି ଦିନ ଆମେରିକା ପାକିସ୍ତାନର ଆବୋଟାବାଦରେ ୪୦ ମିନିଟ ଧରି ସାମରିକ କାର୍ଯ୍ୟାନୁଷ୍ଠାନରେ ଅଲ-କାଏଦା ନେତା ଓସାମା ବିନ ଲାଡେନଙ୍କୁ ହତ୍ୟା କରିଥିଲା। ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ବିନ…
ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ପୁଣି ବୋମାମାଡ଼, ସାମ୍ନାକୁ ଆସିଲା ସୁଟରଙ୍କ ସ୍କେଚ୍
ମୁମ୍ବାଇ,୧୪ା୯: ବରେଲିରେ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ବୋମାମାଡ଼ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା…
ଗୁଗଲ୍ ଜେମିନିର ନୂଆ ଟ୍ରେଣ୍ଡ ଭଳି ଫଟୋ କରିବାକୁ ଚାହାନ୍ତି କି? ଏହା ହେଉଛି ୫ ବେଷ୍ଟ Prompt, କପି-ପେଷ୍ଟ କରି…
ନୂଆଦିଲ୍ଲୀ: ଆଜିକାଲି ଫେସବୁକ ଏବଂ ଇନଷ୍ଟାଗ୍ରାମରେ କେବଳ ଗୋଟିଏ ଟ୍ରେଣ୍ଡ ଚାଲିଛି। ଏହା ହେଉଛି Google Gemini Nano Banana AI ଟ୍ରେଣ୍ଡ ଯାହା ସମଗ୍ର ବିଶ୍ୱକୁ କିମିଆ କରିଦେଇଛି। ଏହି 3D ଫଟୋଗୁଡ଼ିକ ସବୁଠି ଦୃଶ୍ୟମାନ ହେଉଛି କିନ୍ତୁ ଲୋକମାନେ…
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ଷୋଭ ପ୍ରକାଶ କଲେ ପହଲଗାମ ପୀଡ଼ିତା, କହିଲେ ୨୬ ପରିବାରର ଦୁଃଖ…
ନୂଆଦିଲ୍ଲୀ,୧୪।୯: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟ ଦ୍ୱିବେଦୀ ରବିବାର (ସେପ୍ଟେମ୍ବର ୧୪, ୨୦୨୫) ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚକୁ ନିନ୍ଦା କରିଛନ୍ତି। ଭାରତ ଏବଂ…
Archives


