Home

ପରୀକ୍ଷା ଦେବାକୁ ଯିବା ବେଳେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ୨୦ ବର୍ଷ ଜେଲ ଦଣ୍ଡରେ…

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ବେତନଟି ଥାନା ଅନ୍ତର୍ଗତ ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ(୩୨)ଙ୍କୁ ଦଫା…

ନଭେମ୍ବରରେ ବଟେଶ୍ୱର ପୀଠରେ ବାଲିଯାତ୍ରା, ରାସ୍ତା ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲା ପରିଚାଳନା କମିଟି

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଦକ୍ଷିଣ ଓଡିଶାର ବଟେଶ୍ୱର ପ୍ରସିଦ୍ଧ ଶୈବ ପୀଠ l ଝାଉଁ ବଣ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପସାଗର ସମୁଦ୍ର ବେଳାଭୂମି l ପ୍ରାକୃତିକ ପରିବେଶ…

ସୋସିଆଲ ମିଡିଆରେ ଲାଇକ୍‌ ପାଇଁ ମୃତ୍ୟୁର ଖେଳ, ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଦେଖିଲେ…

କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଟ୍ରାକ୍‌ରେ ଶୋଇ ରିଲ୍‌ କରୁଛନ୍ତି, ଏବଂ ଏକ ଦ୍ରୁତଗାମୀ…

‘ପଡ଼ୋଶୀଙ୍କ ସହ ଝଗଡ଼ା କରିବା ଅର୍ଥ ନୁହେଁ ଆତ୍ମହତ୍ୟା ପାଇଁ ଉସକାଇବା’, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୦।୯: ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଝଗଡ଼ାରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର (୯ ସେପ୍ଟେମ୍ବର, ୨୦୨୫) ଦିନ କୋର୍ଟ କହିଛନ୍ତି ଯେ ପଡ଼ୋଶୀଙ୍କ ମଧ୍ୟରେ ଯୁକ୍ତିତର୍କ କିମ୍ବା ଝଗଡ଼ା ଭଳି ଘଟଣା ଭାରତୀୟ…

ଗାଁରେ ଆତଙ୍କ ଖେଳାଇଲେ ମଦ୍ୟପ ଯୁବକ, ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ…

ଅମରପାଲି,୧୦ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ଼ ଗ୍ରାମର ଶତାଧିକ ମହିଳା ଜଣେ ମଦ୍ୟପଙ୍କ ବିରୋଧରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ ବର୍ଷଠାରୁ ଗୌଡ଼ଗାଡ଼ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ…

ଆମେରିକାକୁ ବନ୍ଧୁ ବୋଲି କହିବାରୁ ମୋଦିଙ୍କୁ ଏମିତି ପ୍ରଶ୍ନ ପଚାରିଲେ କେଜରିଓ୍ବାଲ, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଘଟଣାହେଲା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ…

Asia Cup 2025: ପରମାଣୁ ଆକ୍ରମଣର ଧମକ ଦେଇଥିବା ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଇଲେ ସୂର୍ଯ୍ୟକୁମାର ଯାଦବ, ସୋସିଆଲ ମିଡିଆର…

ଆବୁଧାବି,୧୦।୯: ଏସିଆ କପ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବେ ପଡ଼ିଆ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ଶିରୋନାମା ସୃଷ୍ଟି କରୁଛି। ଏହାର କାରଣ ହେଉଛି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଗୃହମନ୍ତ୍ରୀ ଏବଂ ପାକିସ୍ତାନ…

Gen-Zର ବଡ଼ ଘୋଷଣା, ପ୍ରଦର୍ଶନକାରୀ କହିଲେ ଆମେ ଓଲିଙ୍କୁ ପିଟିବାକୁ ଚାହୁଁଥିଲୁ ହେଲେ…

କାଠମାଣ୍ଡୁ,୧୦।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ସୁଭାଷ ନାମକ ଜଣେ ଯୁବ ପ୍ରଦର୍ଶନକାରୀ ANI କୁ ଏକ ସାକ୍ଷାତକାରରେ Gen-Z ସମ୍ପର୍କରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ Gen-Z ଦୁର୍ନୀତିରୁ ମୁକ୍ତି ଚାହାଁନ୍ତି। ଆମେ ପରିବର୍ତ୍ତନ ଚାହୁଁଛୁ, ସେଥିପାଇଁ…

ପାଇକମାଳକୁ NAC ଘୋଷଣା ଦାବି ନେଇ ବିଜେଡିର ୧୨ ଘଣ୍ଟିଆ ବନ୍ଦ ପାଳନ

ପାଇକମାଳ,୧୦ା୯(ବଡ଼ ଶତପଥୀ): ପାଇକମାଳକୁ ଏନ୍‌ଏସି ଘୋଷଣା ଦାବି ନେଇ ବିଜେଡି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବା ନେଇ ପାଇକମାଳ ଛକରେ ଅନୁଷ୍ଠିତ…

ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା

କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ…

ରାଖୀ ବାନ୍ଧିବି, ବିବାହ ବି କରିବି: ୨୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଘଟିଲା..

କାନପୁର,୧୦।୯: ଉତ୍ତର ପ୍ରଦେଶର କାନପୁରରେ ଜଣେ ଯୁବକଙ୍କ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଗୋଟିଏ କି ଦୁଇଟି ନୁହେଁ ବରଂ ୨୦ରୁ ଅଧିକ ଝିଅଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ଯୁବକ ଜଣକ ପ୍ରଥମେ ନାବାଳିକା…

ଫ୍ରାନ୍ସରେ ନେପାଳ ଭଳି ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା

ପ୍ୟାରିସ,୧୦।୯: ଫ୍ରାନ୍ସରେ ବୁଧବାର ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ। ସହରଗୁଡ଼ିକରେ ପୋଡ଼ାଜଳା ଯୋଗୁ ଉତ୍ତେଜନା ବ୍ୟାପିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri