Home

ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ

ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ ଲୋକେ ଉପହାର ଭାବେ ଭେଟି ଦେଉଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍‌: ଖର୍ଚ୍ଚ ହେବ ୬୩୮ କୋଟି

ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ ଏସ୍‌ଆଇଜି ସାଉୟେର ୧୦ ହଜାର ଆସଲ୍ଟ ଏସ୍‌ଆଇଜି-୭୧୬ ରାଇଫଲ ଯୋଗାଇ ଦେବ। ଭାରତକୁ ଏହି…

ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର…

ଗୋଟିଏ ପିଆଜର ଦାମ୍‌ ୬୦ଟଙ୍କା: କିଣିବାକୁ ଗ୍ରାହକ ଆଗ୍ରହୀ

ସିରସା,୧୪।୧୨: ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଆଜ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଏହାର ବର୍ଦ୍ଧିତ ମୂଲ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ କିନ୍ତୁ ହରିୟାଣାର ସିରସାରେ ବିକ୍ରି ହେଉଥିବା ଏକ ନିଆରା ପିଆଜ ସମସ୍ତଙ୍କ ଦୃଷ୍ଟି…

ନୂଆ ନାଗରିକତା ଆଇନ ଭେଦଭାବ ପୂର୍ଣ୍ଣ: ଜାତିସଂଘ

ଜେନେଭା,୧୪।୧୨: ଭାରତରେ ପ୍ରଣୀତ ହୋଇଥିବା ନୂଆ ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ ଭେଦଭାବ ପୂର୍ଣ୍ଣ ବୋଲି ଜାତିସଂଘର ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ ମାନବାଧିକାର ମୁଖପାତ୍ର ଜେରେମୀ ଲରେନ୍ସ୍‌ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ଭାରତୀୟ…

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ ବୁମେରାଂ…

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ…

ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ: ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ ଶନିବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୧୪ରେ ସଞ୍ଜୟଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। ସଞ୍ଜୟ-ମାନେକାଙ୍କ…

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକ: ଶ୍ରୀମନ୍ଦିର, ସ୍ବର୍ଗଦ୍ୱାରକୁ ଯିବ ବାଲୁଖଣ୍ଡ କାଠ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ବାତ୍ୟା ‘ଫନୀ’ରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ନଷ୍ଟ ହୋଇଥିବା ପ୍ରାୟ ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ ଗଛ ଏ ପର୍ଯ୍ୟନ୍ତ ସଫା ହୋଇପାରିଛି। ଏହା ଦ୍ୱାରା ହରିଣମାନଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି…

ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି । ସେ ମହାବୀର ବାବା ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ…

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍‌ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍‌ ଷ୍ଟାର ଇନ୍‌ ଇଣ୍ଡିଆନ୍‌…

‘ଭାରତ ବଚାଓ’ ରାଲି ପାଇଁ ପ୍ରସ୍ତୁତ ରାମଲିଳା ମଇଦାନ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ‘ଭାରତ ବଚାଓ’ ରାଲି ପାଇଁ ନୂଆଦିଲ୍ଲୀର ରାମଲିଳା ମଇଦାନରେ ସମସ୍ତ ପ୍ରସ୍ତୁତି ସରିଛି। ସେଠାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?