ସୂର୍ଯ୍ୟନାରାୟଣଙ୍କ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଗଲା କାଠ
ନୟାଗଡ଼ ଅଫିସ,୨୩ା୯-କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହେବାକୁ ଥିବା ସୂର୍ଯ୍ୟନାରାୟଣ ରଥଯାତ୍ରା ପାଇଁ ରବିବାର ଦଶପଲ୍ଲା ବନ ନିଗମରୁ କାଠ ପଠାଯାଇଛି। ସୌର ବାହ୍ମଣ ପରିଷଦ ଓଡ଼ିଶା ସଭାପତି ପଣ୍ଡିତ ରଘୁନାଥ ଦାଶ ଏବଂ ପଣ୍ଡିତ ମଣ୍ଡଳୀ ଦ୍ୱାରା ଗତ ଅଗଷ୍ଟ ୧୧…
ଆଗ ଭଳି ମିଳୁନି ଇଲିଶି
ରୂପ୍ସା, ୨୩।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ମୁହାଣରୁ ଧରାଯାଉଥିବା ଇଲିଶି ମାଛର ସ୍ବତନ୍ତ୍ର ଚାହିଦା ରହିଛି। ମତ୍ସ୍ୟଜୀବୀମାନେ ବହୁ ସଂଖ୍ୟାରେ ଇଲିଶି ଧରି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଜୁନ୍, ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ…
ଗ୍ରାମବାସୀଙ୍କ ଦ୍ୱାରା ହରିଣ ଛୁଆ ଉଦ୍ଧାର
ଓଡ଼ଗାଁ, ୨୩।୯(ସ୍ବ.ପ୍ର.)-ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ବହୁ ନଜିର ରହିଛି ା ଏପରିସ୍ଥଳେ ନୟାଗଡ ଜିଲା ଓଡ଼ଗାଁ ନିକଟସ୍ଥ ବଧୂଲୀପୁର ଗ୍ରାମବାସୀ ରବିବାର ଅପରାହ୍ନରେ ଜଙ୍ଗଲ ନିକଟରୁ ଏକ…
କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ
ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଗତ ୨୦ବର୍ଷ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ପ୍ରତି ପ୍ରଦୂଷଣ…
ବ୍ରାଉନ୍ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ
ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍ସୁଗାର ମାଫିଆ ସେକ୍ ରାଜାଙ୍କୁ ଏସ୍ଟିଏଫ୍ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍ଟିଏଫ ହାତରେ ଲାଗିଛି। ତାଙ୍କ ତଥ୍ୟକୁ ଆଧାର କରି ଶନିବାର ଏସ୍ଟିଏଫ୍ ସହଦେବଖୁଣ୍ଟା ମଡେଲ ଥାନା ବିଚାରଗଞ୍ଜ ଫାଣ୍ଡିର…
ଭେଟେଲ ଜିତିଲେ ସିଙ୍ଗାପୁର ଗ୍ରାଁ ପ୍ରି
ସିଙ୍ଗାପୁର, ୨୩।୯(ଏଏଫପି)- ଫେରାରୀର ସେବାଷ୍ଟିଆନ ଭେଟେଲ ରବିବାର ଅନୁଷ୍ଠିତ ସିଙ୍ଗାପୁର ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦୀର୍ଘ ୧ ବର୍ଷ ଟାଇଟଲ ଶୂନ୍ୟତାର ଅନ୍ତ ଘଟାଇ ଭେଟେଲ ଏଠାରେ ଚାମ୍ପିୟନ ହୋଇଛନ୍ତି। ଭେଟେଲଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ…
ରୁଷୀୟ ଆଥଲେଟଙ୍କ ନମୁନା ହେରଫେର ହେବା ନେଇ ଆଶଙ୍କା
ପ୍ୟାରିସ, ୨୩।୯(ପି.ଟି.)- ରୁଷୀୟ ଆଥଲେଟଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ଟ୍ୟାମ୍ପରିଂ ବା ହେରଫେର ହେବା ନେଇ ବିଶ୍ୱ ନିବାରଣ ସଂସ୍ଥା (ନାଡ଼ା) ସନ୍ଦେହ ପ୍ରକଟ କରିଛି। ରୁଷୀୟ ରାଜଧାନୀ ମସ୍କୋରେ ଥିବା ଲାବୋରେଟୋରିରେ ସଂଗୃହୀତ ହୋଇଥିବା ନମୁନାଗୁଡିକ ହେରଫେର ହୋଇଛି ଓ…
ଓସିଏ କର୍ମକର୍ତ୍ତା ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ; ୫ ପଦବୀ ପାଇଁ ୧୦ ପ୍ରାର୍ଥୀ
କଟକ ଅଫିସ,୨୩ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ରବିବାର ଘୋଷଣା ହୋଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୫ ପଦବୀରେ ଏବେ ସାମ୍ନାସାମ୍ନି ହେବେ ୧୦ ପ୍ରାର୍ଥୀ । ସଭାପତି ଓ ସମ୍ପାଦକ ପଦବୀରେ ହେବ କଡା ଟକ୍କର ।…
ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ
କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ ସିନ୍ନାସ୍ବାମୀଙ୍କ କ୍ଷେତ୍ରରେ ଏହା ବିପରୀତ ଘଟିଛି। ରେଳ ଷ୍ଟେଶନରେ ବିସ୍କୁଟ ବିକି ପୁଅକୁ ବିଶ୍ୱର…
କିଡ୍ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…
ପ୍ରତିଦିନ ସକାଳେ ଅଧାକପ୍ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ। ଏହା ଦ୍ୱାରା ଡାଇବେଟିସ୍ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍…
ଧୋନୀ କିଣିଲେ ନୂଆ ଜିପ୍: ଦାମ୍ ଜାଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦିନ ଦୂରେଇ ଯାଇଛନ୍ତି। ଏବେ ସେ ନିଜ ପରିବାରକୁ ସମୟ ଦେଉଛନ୍ତି। ସମସ୍ତେ ଜାଣନ୍ତି ଧୋନୀ ଗାଡି ପ୍ରିୟ। ବାଇକ୍ଠାରୁ ଆରମ୍ଭ କରି କାର୍ ପର୍ଯ୍ୟନ୍ତ…
ଆରମ୍ଭ ହେଲା ‘ହାଓଡି ମୋଦି’ କାର୍ଯ୍ୟକ୍ରମ: କିଛି ସମୟ ପରେ ଯୋଗଦେବେ ମୋଦି-ଟ୍ରମ୍ପ୍
ହ୍ୟୁଷ୍ଟନ୍,୨୨।୯: ଆମେରିକାର ହ୍ୟୁଷ୍ଟନରେ ବହୁ ପ୍ରତୀକ୍ଷିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମ କମ୍ପୁଛି। ଶିଖ୍ଙ୍କ ପବିତ୍ର ଗୁରୁବାଣୀ ପ୍ରର୍ଥନା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଛି ସମୟ ଭିତରେ ଯୋଗଦେବେ…
Archives


