Home

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କୋଲକାତା ସହରରେ। ଏକ ଘରୋଇ ସଂସ୍ଥାର ଏକ କାର୍ଯ୍ୟାଳୟ…

‘ପବ୍‌ କଲ୍‌ଚର୍‌’

ରେଷ୍ଟୁରାଣ୍ଟ, କାଫେ, କ୍ଲବ୍‌, ଲାଉଞ୍ଜ୍‌ ଏବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରମୁଖ ହ୍ୟାଙ୍ଗ୍‌ଆଉଟ୍‌ ସ୍ଥାନଭାବେ ପରିଗଣିତ ହେଉଛି। ଆମୋଦପ୍ରମୋଦ ପାଇଁ ସବୁବେଳେ କିଛି ନା କିଛି ନୂଆ ଖୋଜୁଥିବା ମଣିଷ ସପ୍ତାହକର କାମରୁ ଟିକେ ଫୁରସତ୍‌ ନେଇ କିଛି ଭିନ୍ନ କରିବାକୁ ଚାହୁଁଛି।…

କେଜରିଓ୍ବାଲଙ୍କ ଅଭିଯୋଗର ଉତ୍ତର ରଖିଲେ ପାଶଓ୍ବାନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ପାନୀୟ ଜଳ ବିଶୁଦ୍ଧ ନୁହେଁ। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ନିକଟରେ ଏକ ରିପୋର୍ଟ ପ୍ରଦାନ କହିଥିଲେ। ଯେଉଁଥିରେ ବିଶ୍ୱରେ ପ୍ରଦୂଷିତ ସହରର ପାଣି ମଧ୍ୟରେ ରାଜଧାନୀ ଦିଲ୍ଲୀ ଥିଲା ଏକ ନମ୍ବର। ହେଲେ ଏହାକୁ…

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପାକ୍ସେ

କଲମ୍ବୋ,୨୧।୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ମହିନ୍ଦା ରାଜପାକ୍ସେ ଶପଥ ନେଇଛନ୍ତି। ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀଲଙ୍କା ଇତିହାସରେ ପ୍ରଥମ କରି ଦୁଇ ଭାଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବେ…

ସିଦ୍ଧିମାରୁ ବେବୋ

କରୀନା କପୁରଙ୍କ ନିକ୍‌ ନେମ୍‌ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍‌ର ଶୋ’ମ୍ୟାନ୍‌ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ରାଜ କପୁର କରୀନାଙ୍କ ନିକ୍‌ ନେମ୍‌ ‘ସିଦ୍ଧିମା’ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ…

ଭୁଲ୍‌ କରୁଛି କଂଗ୍ରେସ: ନିରୁପମ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୁପମ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ…

ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ: କିଣାଯିବ ୧୩ ତୋପ; ଖର୍ଚ୍ଚ ହେବ ୭୧ ଶହ କୋଟି

ଓ୍ବାଶିଂଟନ,୨୧।୧୧: ଭାରତ ଆମେରିକାଠାରୁ ୧୩ ନୌସୈନିକ ତୋପ କିଣିବ। ଏଥିପାଇଁ ୭୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଏମ୍‌କେ-୪୫ ତୋପ ଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏନେଇ ଆମେରିକା ପକ୍ଷରୁ ସ୍ବୀକୃତି ପ୍ରଦାନ…

ଖାକି ପୋଷାକ ନିଶା

ରାଣୀ ମୁଖାର୍ଜୀଙ୍କୁ ନେଇ ଏବେ ଚର୍ଚ୍ଚା। ଆସନ୍ତା ମାସରେ ତାଙ୍କ ଅଭିନୀତ ‘ମର୍ଦ୍ଦାନୀ-୨’ ପରଦା ଉପରକୁ ଆସୁଛି। ଏଥିରେ ସେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟାୟ, ଦୁର୍ନୀତି ବିରୋଧରେ ଜଣେ ପୋଲିସ ଅଫିସର କିପରି ଲଢ଼ୁଛନ୍ତି, ତାହା ଏଥିରେ…

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି। କେତେକ ଏହାକୁ ସିନ୍ଥେଟିକ୍‌…

ଥାନାରେ ଆତ୍ମହତ୍ୟା କଲେ ହତ୍ୟା ଅଭିଯୁକ୍ତ

ବଡବିଲ,୨୧।୧୧(ସ୍ବ.ପ୍ର): ବଡବିଲ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବଡ଼ବିଲ ସେଡିଂ ବସ୍ତିର ସୁରେଶ ନାଏକ। ସ୍ତ୍ରୀ ବାସନ୍ତୀଙ୍କୁ ହତ୍ୟା ଅଭିଯୋଗରେ ଗତ ୧୮ ତାରିଖ ସାରେ ପୋଲିସ ସୁରେଶଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ…

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା ଡିଏନ୍‌ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ଏନେଇ ଚାଇନା ସମେତ ଅନ୍ୟ…

୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ବୈଠକ ଶେଷ ହୋଇଛି। ଲୋକସେବା ଭବନଠାରେ ବସିଥିବା ଏହି ବୈଠକରେ ମାର୍ଚ୍ଚ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri