ଜଣେ ପୂର୍ବତନ ବିଧାୟକଙ୍କ ଜୀବନ ଗାଥା
କାନପୁର: ମନ୍ଦିର-ମସ୍ଜିଦକୁ ନେଇ ଆମ ଦେଶରେ ଅନେକ ବିବାଦ ଦେଖାଦିଏ। କିନ୍ତୁ ଈଶ୍ୱର ମନ୍ଦିର କି ମସ୍ଜିଦରେ ନାହାନ୍ତି , କର୍ମ ଓ ସଂସ୍କାରରେ ଅଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଆମ ଦେଶରେ କମ୍ ନାହିଁ। ଏମିତି…
ଥୋରଟ୍ କଂଗ୍ରେସ ନେତା
ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରଟ୍ଙ୍କୁ ଦଳ ପକ୍ଷରୁ ମଙ୍ଗଳବାର ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ତଥା ମହାରାଷ୍ଟ୍ର ଦାୟିତ୍ୱରେ ଥିବା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଧାୟକ…
ବିଦା ହେବେ କୋଶିୟାରୀ: କଲରାଜ ହେବେ ମହାରାଷ୍ଟ୍ର ରାଜ୍ୟପାଳ
ନୂଆଦିଲ୍ଲୀ,୨୭ା୧୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ବିଦା କରାଯିବ। ତାଙ୍କ ସ୍ଥାନରେ ରାଜସ୍ଥାନ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ କ୍ଷମତାଯୁଦ୍ଧ ପରିପ୍ରେକ୍ଷୀରେ ରାଜ୍ୟପାଳ କୋଶିୟାରୀଙ୍କ ଭୂମିକାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଥିବାବେଳେ ଆମତ୍ସମ୍ମାନ ରକ୍ଷା ପାଇଁ…
ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍ ହାସ୍ମୀ
ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ହାସ୍ମୀ ଆଜିକାଲି ଏକଦମ୍ ବ୍ୟସ୍ତ ଅଛନ୍ତି। ନିଜ ଅପ୍କମିଂ ଫିଲ୍ମ ‘ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍କାର ସମୟରେ ସେ କିଛି ମତାମତ ଓ ପ୍ରତିକ୍ରିୟା…
ବଜାୟ ରହୁ ଗଣତାନ୍ତ୍ରିକ ମୂଲ୍ୟବୋଧ
ନୂଆଦିଲ୍ଲୀ,୨୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ନେତୃତ୍ୱାଧୀନ ମେଣ୍ଟ ଓ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସୁଶାସନ ପାଇଁ ନାଗରିକମାନଙ୍କ ଅଧିକାର ବଜାୟ…
ତଦନ୍ତକୁ ଦିଗହରା କରିବାକୁ ବି.କେ.ଙ୍କୁ ହଟାଗଲା: ଭାଜପା
ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟରେ ବଳାତ୍କାର ବଢ଼ିବାରେ ଲାଗିଛି। ଚଳିତବର୍ଷ ପ୍ରଥମ ୬ ମାସ ମଧ୍ୟରେ ମୋଟ ୧୧୪୯ ଜଣ ବଳାତ୍କାରର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୪ ଜଣ ନାବାଳିକା ଅଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର…
ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ
ନିମାପଡ଼ା,୨୭-୧୧(ଡି.ଏନ୍.ଏ.):ନିମାପଡ଼ା ଏନ୍ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ଅଞ୍ଚଳରେ ମଙ୍ଗଳବାର ଜଣେ ମହିଳା ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ପୁଅ ଓ କେତେଜଣ ଗ୍ରାମବାସୀ କହିଛନ୍ତି। ଫଳରେ…
ନୂଆ ମୋଟର ଯାନ ଆଇନ:ଶେଷ ବେଳକୁ ଆର୍ଟିଓରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର,୨୭-୧୧(ବ୍ୟୁରୋ):ରାଜ୍ୟ ସରକାର ଦେଇଥିବା ୩ ମାସର ଡେଡ୍ ଲାଇନ୍ ଆଉ ୪ଦିନରେ ସରୁଛି। ନୂଆ ମୋଟର ଯାନ ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ରାଫିକ ପୋଲିସ ଓ ଆର୍ଟିଓ ପୂରା ପ୍ରସ୍ତୁତ ରହିଛି। ହେଲେ ଏବେବି ବହୁ ଗାଡ଼ି ଚାଳକ ଡ୍ରାଇଭିଂ…
୧୬ରୁ ଶ୍ରୀକ୍ଷେତ୍ର ମହୋତ୍ସବ
ପୁରୀ ଅଫିସ, ୨୭-୧୧:ଶ୍ରୀକ୍ଷେତ୍ର ମହୋତ୍ସବ ଆସନ୍ତା ମାସ ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ ଶରଧାବାଲିରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୁଣ୍ଢେଇବେଣ୍ଟ ସାହି ଏହି ମହୋତ୍ସବ ପରିଚାଳନା ଦାୟିତ୍ୱରେ ରହିଛି। ଏ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ପଥର ଆଖଡ଼ା ପରିସରରେ…
‘ମୋ ସାଇକେଲ’କୁ ବର୍ଷେ ପୂରିଲା
ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):‘ମୋ ସାଇକେଲ’ ସେବାକୁ ବର୍ଷେ ପୂରିଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ମଙ୍ଗଳବାର କ୍ରୁଟ କାର୍ଯ୍ୟାଳୟରୁ ରୋଟାରୀ ଭବନ ଯାଏ ଏକ ସାଇକ୍ଲୋଥନ୍ କରାଯିବା ସହ ୬ଜଣ ମୋ ସାଇକେଲ ଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।…
ରାଜ୍ୟରେ ଗବେଷଣା ସଂସ୍କୃତି ପ୍ରତିଷ୍ଠା କରିବ ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି ସମାରୋହର ମଙ୍ଗଳବାର ଥିଲା ଚତୁର୍ଥ ଦିବସ। ଏହି ଅବସରରେ ଆଞ୍ଚଳିକ ଗବେଷଣା ହବ୍ ଆନୁକୂଲ୍ୟରେ ପରିଜା ପାଠାଗାରଠାରେ ଗବେଷଣାରତ ଛାତ୍ରୀଛାତ୍ରଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମ୍ମିଳନୀକୁ…
ଭୁବନେଶ୍ୱରରେ ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ୍
ଭୁବନେଶ୍ୱର,୨୭-୧୧(ବ୍ୟୁରୋ)/କଟକ(ଅଫିସ):ବଢ଼ି ଚାଲିଥିବା ସାଇବର ଅପରାଧ ଏବେ ପୋଲିସର ଚିନ୍ତା ବଢ଼ାଇଛି। ତେଣୁ ଖୁବ୍ଶୀଘ୍ର ଭୁବନେଶ୍ୱରରେ ସୋସିଆଲ ମିଡିଆ ମନିଂଟରିଂ ସେଲ୍ ଖୋଲିବାକୁ ଯାଉଛି। ସାରା ରାଜ୍ୟର ସୋସିଆଲ ମିଡିଆ ଉପରେ ଏହା ନଜର ରଖିବ। କୌଣସି ଗୁଜବ ଓ ଅନ୍ୟ ଆପରାଧିକ…
Archives


