ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ
ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍ବୁକ୍ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ ଜଣେ ଅପରିଚିତଙ୍କୁ କୁଣ୍ଢାଇ ପକାଇଥିଲେ ତାହା ଭିଡିଓରେ ବର୍ଣ୍ଣନା କରିଛନ୍ତି। ଗତ ୬ ତାରିଖରେ…
ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ
ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପାର୍ବତ୍ୟାଞ୍ଚଳ ପ୍ରତି…
ଏସବୁ ଘରୋର ଉପଚାରରେ ଦୂର ହେବ ଗ୍ୟାସ ସମସ୍ୟା
ବର୍ତ୍ତମାନ ସମୟରେ ପେଟ ଗ୍ୟାସ ହେବା ମୁଖ୍ୟ ସମସ୍ୟା ପାଲଟିଛି। ବେଳେବେଳେ ଗ୍ୟାସ ଯୋଗୁ ପେଟ ଦରଜ ହେବା ସହ ଭୀଷଣ ମୁଣ୍ଡ ବିନ୍ଧା ହୋଇଥାଏ। ବାନ୍ତି ବି ଲାଗିଥାଏ। ପେଟ ଫୁଲିବା ସହ ପାଚନ କ୍ରିୟାରେ ସମସ୍ୟା ଦେଖାଦେଇଥାଏ। ମେଡିସିନ…
ଆସନ୍ତା ବର୍ଷ ବଲିଉଡ୍ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ
ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ୨୦୧୯ରେ ମଧ୍ୟ କେତେକ ସେଲିବ୍ରିଟିଙ୍କ ଷ୍ଟାର କିଡ୍ସ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି।…
ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍
ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଏହି ବିଲ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ…
ରାସ୍ତାରେ ବେଲୁନ୍ ବିକୁଥିବା ଦେଢ ବର୍ଷର ପିଲାକୁ କୋଳେଇ ନେଲେ ନୁଶରତ୍, ଫଟୋ ଭାଇରାଲ
ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ଇନଷ୍ଟାଗ୍ରାମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନୁଶରତ୍ ଫୁଟପାଥ୍ରେ ବୁଲୁଥିବା ଏକ ପିଲାଟିକୁ ଜାବୁଡି ଧରି ଚୁମ୍ବନ ଦେଉଥିବାର ଦେଖାଯାଇଛି। ଏହି ଫଟୋକୁ ୟୁଜର୍ସ ବେଶ୍…
ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ ଭାଜପାର ଗଣଧାରଣା
ବାସୁଦେବପୁର,୧୧।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନିୟମିତତା ହୋଇଥିବା ଭାଜପା ଅଭିଯୋଗ କରିଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭାଜପା ପକ୍ଷରୁ ବୁଧବାର ବାସୁଦେବପୁର…
ଆମେରିକାର ନ୍ୟୁ-ଜର୍ସିରେ ଗୁଳିକାଣ୍ଡ, ଜଣେ ପୋଲିସ କର୍ମୀଙ୍କ ସମେତ ୬ ମୃତ
ଓ୍ବାଶିଂଟନ୍,୧୧।୧୨: ଆମେରିକା ନ୍ୟୁ ଜର୍ସିରେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଲୋକ ଭିଡ ଥିବା ସ୍ଥାନରେ ଗୁଳିକାଣ୍ଡଟି ଘଟିଛି। ତେବେ ଗୁଳିକାଣ୍ଡ କିଏ ଘଟାଇଛି ତାହା ଏପର୍ଯ୍ୟନ୍ତ ସୂଚନା ମିଳିପାରି…
ସାନଛତା ମଠ ଉଚ୍ଛେଦ ଆରମ୍ଭ
ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ ବୁଧବାର ସାନଛତା ମଠ ଉଚ୍ଛେଦ ଆରମ୍ଭ ହୋଇଛି। ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ…
ସିସିଟିଭିରୁ ଧରାପଡ଼ିଲା ପିଆଜ ଚୋର
ମୁମ୍ବାଇ,୧୧।୧୨: ସାରା ଦେଶରେ ପିଆଜର ବର୍ଦ୍ଧିତ ଦରଦାମ୍ ବଜାରରେ ନିଆଁ ଲଗାଇଛି। ଏଥିଯୋଗୁ ବ୍ୟବସାୟୀ ଓ ଗ୍ରାହକ ବହୁ ହଇରାଣ ହେଉଛନ୍ତି। ପିଆଜ ଦର ୧୦୦ରୁ ୧୨୦ ହୋଇଥିବା ବେଳେ ଇତିମଧ୍ୟରେ ଚୋରୀ ଘଟଣା ମଧ୍ୟ ସାମ୍ନାକୁ ଆସୁଛି। କିଏ ବିଲରୁ…
ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ
କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ ଜମିଛି। କୋଲକତାର ବେଲଦା ଜଙ୍ଗଲ ନିକଟରେ ଥିବା ଏକାରୁଖି ଗ୍ରାମରେ ଦୁଇମୁଣ୍ଡିଆ ସାପ ଦେଖିବାକୁ…
ଇଲେକ୍ଟ୍ରିକ୍ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍ ଓ୍ବାଟ୍ସନ୍ ନାମକ ଏହି ଇଲେକ୍ଟ୍ରିକ୍ ଇଲ୍ ମାଛ(ଯାହା ଦେଖିବାକୁ ସର୍ପାକୃତି ପରି) ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକି…
Archives


