Home

‘ବୁଲ୍‌ବୁଲ୍‌’: ପୁରୀବାସୀଙ୍କୁ ଘାରିଲା ଚିନ୍ତା

ପୁରୀ ଅଫିସ/କାକଟପୁର, (ଡି.ଏନ୍‌.ଏ.)୬ା୧୧:‘ଫନୀ’ର କ୍ଷତ ଶୁଖି ନ ଥିବାବେଳେ ପୁରୀ ଜିଲାବାସୀ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ବାତ୍ୟା ‘ବୁଲ୍‌ବୁଲ’ ଯୋଗୁ ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।…

ପ୍ରଦୂଷଣରୁ ମୁକ୍ତି: ମନ୍ଦିରରେ ମୂର୍ତ୍ତିଙ୍କଠାରେ ବନ୍ଧାଗଲା ମାସ୍କ୍‌

ବାରାଣସୀ,୬।୧୧: ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସାଧାରଣ ଲୋକେ ମୁହଁରେ ମାସ୍କ୍‌ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଥିବା ଶିବପାର୍ବତୀ ମନ୍ଦିରରେ ସମସ୍ତ ମୂର୍ତ୍ତିଙ୍କ ମୁହଁରେ ମାସ୍କ୍‌ ବନ୍ଧା ଯାଇଛି। ଏନେଇ…

କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ:୫ ଜଣଙ୍କ ନାମରେ ମାମଲା

ସମ୍ବଲପୁର, ୫ା୧୧ (ବ୍ୟୁରୋ):ସମ୍ବଲପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା କଂସର-ଜମନକିରା ପ୍ରଧାନମନ୍ତ୍ରୀ ରାସ୍ତା କାମର ଦୁର୍ନୀତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ତଦନ୍ତରେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ଜଣାପଡିଛି।…

ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଦୁର୍ବୃତ୍ତମାନଙ୍କୁ ପୋଲିସର ଏକ ସ୍ବତନ୍ତ୍ର…

ଭୋର ୫ଟାରେ ଏସସିବି ମେଡିକାଲରେ ଅଚାନକ ପହଞ୍ଚିଲେ ଭି.କେ ପାଣ୍ଡିଆନ

କଟକ ଅଫିସ୍‌,୬।୧୧:କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ସଚିବ। ପାଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ…

ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୨ଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ତାଙ୍କ ଶତାଧିକ ସମର୍ଥକ ମଙ୍ଗଳବାର ବିଜେଡିରେ ଯୋଗଦେଇଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ହୋଇଥିବା ମିଶ୍ରଣ…

ବାଗ୍‌ଦାଦିଙ୍କ ଭଉଣୀ ଅଟକ

ଇସ୍ତାନ୍‌ବୁଲ, ୬ା୧୧(ପି.ଟି.): ଉତ୍ତର ସିରିଆରେ ଆଇଏସ୍‌ ଆତଙ୍କବାଦୀ ନେତା ବକର ଅଲ୍‌ ବାଗ୍‌ଦାଦିଙ୍କ ଭଉଣୀକୁ ଅଟକ ରଖାଯାଇଥିବା ତୁର୍କୀ ପକ୍ଷରୁ କୁହାଯାଇଛି। ବାଗ୍‌ଦାବି ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ପୂର୍ବରୁ ନିହତ ହୋଇଥିଲେ। ତାଙ୍କ ଭଉଣୀ ରଶ୍ମିୟା ଆଓ୍ବାଦ୍‌ଙ୍କୁ ଆଜାଜ୍‌ ସହରରେ ଅଟକ…

ଇସ୍ତଫାକୁ ଛାଡ଼ି ସବୁ ବୁଝାଯିବ: ଇମ୍ରାନ୍‌

ଇସ୍‌ଲାମାବାଦ, ୬ା୧୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍ତଫା ଦାବିରେ ଜାରି ରହିଥିବା ଆନ୍ଦୋଳନକୁ ଚପାଇବା ଲାଗି ଜୋର୍‌ଦାର ଉଦ୍ୟମ ଚାଲିଛି। ବିକ୍ଷୋଭକାରୀଙ୍କ ସବୁ ଦାବି ପୂରଣ କରାଯିବ ବୋଲି ଇମ୍ରାନ୍‌ ମଙ୍ଗଳବାର କହିଛନ୍ତି। ତେବେ ସେ ଇସ୍ତଫା ଦାବିକୁ ଅଗ୍ରାହ୍ୟ…

ଆଖିବୁଜିଲେ ମହିଳା ତହସିଲଦାରଙ୍କ ଡ୍ରାଇଭର

ହାଇଦ୍ରାବାଦ, ୬ା୧୧(ପି.ଟି.): ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପୋଡ଼ିମାରିବା ଘଟଣାର ଦିନକ ପରେ ତାଙ୍କ ଡ୍ରାଇଭର ଗୁରୁନାଥମ୍‌ ପ୍ରାଣ ହରାଇଛନ୍ତି। ବିଜୟାଙ୍କୁ ବଞ୍ଚାଇବା ଲାଗି ସେ ଉଦ୍ୟମ କରିଥିବାବେଳେ ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର…

ଶିବସେନା ଆଗରେ ସର୍ତ୍ତ ବାଢ଼ିଲା ଏନ୍‌ସିପି : ଏନ୍‌ଡିଏରୁ ଓହରିଲେ ବିକଳ୍ପ ସରକାର

ମୁମ୍ବାଇ,୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ଭାଜପା ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଶିବସେନା ଓହରିଆସିଲେ ମହାରାଷ୍ଟ୍ରରେ ଏକ ରାଜନୈତିକ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇପାରିବ। ନୂଆ ସରକାର ଗଠନ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟରା ଲାଗି ରହିଥିବାବେଳେ ମଙ୍ଗଳବାର ଏଭଳି ସର୍ତ୍ତ…

ସ୍କୁଲରେ ମନା ହେବ ଜଙ୍କ୍‌ ଫୁଡ୍‌

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦେଶରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌ଶୀଘ୍ର ଜଙ୍କ୍‌ ଫୁଡ୍‌ ମନା ହେବ। ଆଳୁ ଓ୍ବେଫର୍ସ, ସଫ୍ଟ ଡ୍ରିଙ୍କ୍‌ସ ଓ ଅନ୍ୟ ଜଙ୍କ୍‌ ଫୁଡ୍‌ଗୁଡ଼ିକ ଆଉ ସ୍କୁଲ କ୍ୟାଣ୍ଟିନରେ ମିଳିବ ନାହିଁ। ଏହାସହ ସ୍କୁଲ୍‌ କ୍ୟାମ୍ପସ୍‌ର ୫୦ ମିଟର ପରିସରରେ ଏଭଳି ଖାଦ୍ୟର ବିଜ୍ଞାପନ…

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri