Home

ଭଂସାଲିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନୁଶ୍ରୀ

ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଏକଦା ବଲିଉଡ୍‌ରେ ଚାଲିଥିବା ‘ମିଠୂ’ ଅଭିଯାନକୁ ନେଇ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ଏବେ ଫିଲ୍ମରେ କାମ କରିବାକୁ ମନ ବଳାଇଲେଣି। ନିକଟରେ ଏକ…

ମହାରାଷ୍ଟ୍ରରେ ଗର୍ଜିଲେ ଶାହ

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ରାଜୁରରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ବିରୋଧୀ…

ପ୍ରୟାଗରାଜକୁ ପୂରିଲା ବର୍ଷେ

ପ୍ରୟାଗରାଜ,୧୮।୧୦: ଧାର୍ମିକ ଓ ରାଜନୈତିକ ସ୍ତରରେ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆହ୍ଲାବାଦର ନାମ ପରିବର୍ତ୍ତନକୁ ଶୁକ୍ରବାର ବର୍ଷେ ପୂରିଛି। ୨୦୧୮ ଅକ୍ଟୋବର ୧୮ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏହାର…

ଧର୍ମେନ୍ଦ୍ରଙ୍କୁ ପ୍ରସନ୍ନଙ୍କ ଉତ୍ତର: କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ପ୍ରଧାନମନ୍ତ୍ରୀ ବି ଗୋଟିଏ ଆସନ ଛାଡ଼ିଛନ୍ତି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରଚାର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିଜେପୁର ଛାଡ଼ିଦେଲେ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରସନ୍ନ। ସେ କହିଛନ୍ତି, କେବଳ…

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା ବେଳେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ଆଜି ବି ଚାଲିବ ପରୀକ୍ଷା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆଜି ଅର୍ଥାତ୍‌ ଶୁକ୍ରବାର ଏକ ପରୀକ୍ଷା ସ୍ପେଶାଲ ଟ୍ରେନ୍‌ ଚାଲିବ। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଟ୍ରେନ୍‌ଟି ପୁରୀରୁ ଟାଟା ନଗର ପର୍ଯ୍ୟନ୍ତ ଚାଲିବ। ଟ୍ରେନ୍‌ଟି ସନ୍ଧ୍ୟା ୭ଟାରେ ପୁରୀ ଛାଡିବାକୁ ଥିବାବେଳେ…

ମରୁଭୂମିରେ ରହିଛି ଏମିତି ଦୁର୍ଗ,ଯାହା ସବୁଜ ବନାନୀ ପାଇଁ ପ୍ରସିଦ୍ଧ

ଅକ୍ଟୋବରରୁ ଭ୍ରମଣ ଋତୁ ଆରମ୍ଭ ହୋଇଥାଏ। ଲୋକେ ଯୋଜନା କରିଥାନ୍ତି ଏମିତି କିଛି ସ୍ଥାନକୁ ବୁଲିବାକୁ ଯିବେ ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇରହିବ। ସେଥିଲାଗି ନଦୀ, ପାହାଡ଼, ଝରଣା ସବୁଜ ବନାନୀ ଥିବା ସ୍ଥାନକୁ ପସନ୍ଦ କରିଥାନ୍ତି। କିନ୍ତୁ କେହି…

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ଖବରଦାତା…

ହିନ୍ଦୁ ସମାଜ ପାର୍ଟିର ନେତାଙ୍କୁ ଗଳା କାଟି ହତ୍ୟା

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କୁ ଶୁକ୍ରବାର ଦିନ ଦ୍ୱିପହରରେ ଗଳା କାଟି ହତ୍ୟା କରାଯାଇଛି। ଚିକିତ୍ସାଧିନ ଅବସ୍ଥାରେ ଟ୍ରମା ସେଣ୍ଟରରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ନାକାର ଖୁର୍ସିଦ ବାଗସ୍ଥିତ…

ଭିନ୍ନ ଲୁକ୍‌ରେ ହିଟ୍‌ମ୍ୟାନ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। କରବାଚୌଥରେ ସ୍ତ୍ରୀ ରିତିକା ସଜଦେହଙ୍କ ସହ ଫଟୋ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ ରୋହିତ। ଯେଉଁଥିରେ ତାଙ୍କୁ କ୍ଲିନ୍‌ସେଭ୍‌ରେ ଦେଖିବାକୁ ମିଳିଥିଲା। ସବୁବେଳେ…

ବାଇପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମୁନିଗଡ଼ା,୧୮।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ଦୂର ଏବଂ ବାଇପାସ ରାସ୍ତା ନିର୍ମାଣ ପାଇଁ ମୁନିଗୁଡ଼ା ବିକାଶ ପରିଷଦ ପକ୍ଷରୁ ବାରମ୍ବାର ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜନେତା ଏମ୍‌ପିଙ୍କୁ ଭେଟି…

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,୧୮।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଶୁକ୍ରବାର ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାଁ ଥିବା ଜଣାପଡିଛି। ଏହି ମାମଲା ଦିଲ୍ଲୀର ଏକ କୋର୍ଟରେ ୨୧ ଅକ୍ଟୋବର ସୋମବାର ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri