ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର
ଭୁବନ,୨୫।୧୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ (ବି) ଗ୍ରାମର ବାଳକୃଷ୍ଣ ପରିଡ଼ାଙ୍କ ଝିଅ ବନିତା ରାଉତ (୨୩)। ବନିତା ମେ ୨୦୧୮ରେ…
କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ
ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍ନେସ୍ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍କୁ ବେଶ୍ ସଚେତନ। ନିଜକୁ ଫିଟ୍ ରଖିବା ପାଇଁ ଦୁଇବର୍ଷ ହେବ ଶାକାହାରୀ ହୋଇଯାଇନ୍ତି। କିନ୍ତୁ ଫିଟ୍ନେସ୍ରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ…
୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି
ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ ପାଣ୍ଠିରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନୂଆଗାଁ ପଞ୍ଚାୟତର ଭାଲୁବୋଲ ନିକଟରେ ପାଇପ ଲାଇନ…
ଲାହୋର ବିଶ୍ୱର ତୃତୀୟ ପ୍ରଦୂଷିତ ସହର: ଇମ୍ରାନ୍
ଇସ୍ଲାମାବାଦ,୨୫।୧୧: ଦିନେ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ତା’ର ଅସ୍ଥିତ୍ୱକୁ ଚିହ୍ନିବା ଆରମ୍ଭ କରିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ନୂଆଦିଲ୍ଲୀ ଅପେକ୍ଷା ଲାହୋର ଅଧିକ ପ୍ରଦୂଷିତ ସହର। ଏମିତିକି ବିଶ୍ୱର ପ୍ରଦୂଷିତ…
କଂଗ୍ରେସ ସମସ୍ୟାର ଜନନୀ; ଭାଜପା ସମାଧାନର ଜନକ: ମୋଦି
ରାଞ୍ଚି,୨୫।୧୧: ଦେଶରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ଜନନୀ ହେଉଛି କଂଗ୍ରେସ। ତେବେ ଭାଜପା ସମାଧାନର ଜନକ ଭାବେ ଉଭା ହୋଇଛି। ଝାଡ଼ଖଣ୍ଡରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କଟାକ୍ଷ କରିଛନ୍ତି। କଂଗ୍ରେସ ଅନୁଚ୍ଛେଦ ୩୭୦…
ତୀରବିଦ୍ଧ ମୃତ ବାର୍ହା ଜବତ, ଜଣେ କୋର୍ଟ ଚାଲାଣ
ଠାକୁରମୁଣ୍ଡା,୨୫।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ ଜଣେ ଚାଷୀଙ୍କୁ ଗିରଫ ସୋମବାର କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ…
ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା ରାଣାଓ୍ବତ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ଏବଂ ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମ ନାଁ ରହିଛି ‘ଅପରାଜିତ ଅଯୋଧ୍ୟା’। କଙ୍ଗନାଙ୍କ ପ୍ରଡକସନ୍…
ଟ୍ରମ୍ପ୍ଙ୍କ ଗଲ୍ଫ ସଉକ: ୩ ବର୍ଷରେ ଖର୍ଚ୍ଚ ହୋଇଛି ୭ଶହ ୯୦ କୋଟି
ଓ୍ବାଶିଂଟନ,୨୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଗଲ୍ଫ ସଉକ ଯୋଗୁ ଗତ ୩ ବର୍ଷରେ ସରକାରଙ୍କୁ ୭ଶହ ୯୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିପାଇଁ ୮୪ଟି କାର୍ଟର ଭଡ଼ା ବାବଦରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟ୍ରମ୍ପ୍…
ମହାରାଷ୍ଟ୍ରର ଭାଜପା ସରକାରଙ୍କୁ ଦିଲ୍ଲୀରେ ବିରୋଧ
ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଭାଜପା ଶାସିତ ସରକାରଙ୍କୁ ଦିଲ୍ଲୀ ଯୁବ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ଏମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ ବାରିକେଡ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଭାଜପା ଓ ଏନ୍ସିପିର ଅଜିତ…
ବର୍ତ୍ତମାନ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ କଂଗ୍ରେସ, ଏନ୍ସିପି, ଶିବସେନା
ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତି ଏବେ ଖୁବ୍ ଚର୍ଚ୍ଚାରେ। ସୋମବାର ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଏହା ହଜମ କରିପାରୁନି ଶିବସେନା, ଏନ୍ସିପି ଓ କଂଗ୍ରେସ। ସୁପ୍ରିମକୋର୍ଟରେ ଏମାନେ କରିଥିବା ଅଭିଯୋଗର ଶୁଣାଣି ମଙ୍ଗଳବାରକୁ…
ଦୃଷ୍ଟିଶକ୍ତି ପ୍ରଖର କରେ ମର୍ନିଂ ଓ୍ବାକ୍
ଆଜିକାଲି ଅନେକେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରୁଛନ୍ତି। ପ୍ରତିଦିନ ସକାଳୁ ଅତିକମ୍ରେ ଅଧ ଘଣ୍ଟାଏ ଚାଲିଲେ ତାହାର କେତେ ସୁଫଳ ମିଳେ ତାହା ଅନୁଭବୀ ହିଁ ଜାଣେ। ନିୟମିତ ମର୍ନିଂ ଓ୍ବାକ୍ କରିବା ଦ୍ୱାରା ଦୃଷ୍ଟିିଶକ୍ତି ଆହୁରି…
୫ ଏକର ଜମି ମିଳିଲେ ରାମଙ୍କ ନାମରେ ହସ୍ପିଟାଲ ନିର୍ମାଣ କରିବ ଶିହା ଓ୍ବାକଫ୍ ବୋର୍ଡ
ନୂଆଦିଲ୍ଲୀ,୨୫।୧୧: ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ସୁନ୍ନି ଓ୍ବାକଫ୍ ବୋର୍ଡକୁ ରାମ ଜନ୍ମଭୂମି ମାମଲାରେ ୫ ଏକର ଜମି ଅଯୋଧ୍ୟା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ ନେଇ ଶିହା ଓ୍ବାକଫ୍ ବୋର୍ଡ ଅଧ୍ୟକ୍ଷ ଓ୍ବାସିମ୍ ରିଜ୍ଭି କହିଛନ୍ତି ଯେ, ଯଦି ଜମିକୁ…
Archives


