ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…
ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ ଅଛି, ମାତ୍ର ଜୀବନ ନାହିଁ। ଏଠାରେ ଥିବା ଦଲୋଲ ଅଞ୍ଚଳରେ ଏଭଳି ଦେଖାଯାଇଥାଏ। ଏଠାରେ…
୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ
କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ…
ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର ଏହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ…
ପ୍ରଥମଥର ଲାଗି ସଂସଦରେ ପ୍ରଶ୍ନ କଲେ ନାହିଁ ରାହୁଲ
ନୂଆଦିଲ୍ଲୀ,୨୫।୧୧: ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଛି। ସୋମବାର ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ମହାରାଷ୍ଟ୍ର ରାଜନୀତିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଏହାପରେ ଲୋକସଭା ଅଧ୍ୟକ୍ଷ ଓମ୍…
ଫଡ୍ନବିସଙ୍କ ଶକ୍ତି ପରୀକ୍ଷା: ମଙ୍ଗଳବାର ସୁପ୍ରିମ୍କୋର୍ଟଙ୍କ ରାୟ
ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। କାହା ହାତରେ ଶାସନ ଡୋରି ଆସିିବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଇତିମଧ୍ୟରେ ଦେବେନ୍ଦ୍ର ଫଡ୍ନବିସ୍ ସୋମବାର ଦାୟିତ୍ୱ ସମ୍ଭାଳିଛନ୍ତି। ସୁପ୍ରିମ୍କୋର୍ଟ…
ଓଜନ କମାଇବାର ସହଜ ଉପାୟ
ଓଜନ କମାଇବାର ଏକ ସହଜ ତଥା ସରଳ ଉପାୟ ରହିଛି। ପୁଣି ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। ବାସ୍, ପ୍ରତିଦିନ ଗୋଟିଏ କାମ ହିଁ କରିବାକୁ ପଡ଼ିବ। ତାହା କ’ଣ ଜାଣନ୍ତି ? ତଳେ ବସି ଖାଇବା।…
ଉପକାରୀ ପାଚିଲା କଦଳୀ
କେବଳ କଞ୍ଚା ନୁହେଁ, ପାଚିଲା କଦଳୀରେ ମଧ୍ୟ ସ୍ବାସ୍ଥ୍ୟୋପକାରୀଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ.. ପ୍ରମୁଖ ଉତ୍ସ ହେଉଛି ପାଚିଲା କଦଳୀ। ଆପଣଙ୍କର ଭୋକଜନିତ ସମସ୍ୟା ରହିଛି କି ? ଯଦି ହଁ, ତେବେ ପାଚିଲା କଦଳୀକୁ ଖାଦ୍ୟ ତାଲିକାରେ…
ବ୍ଲଡ୍ କ୍ୟାନ୍ସର
‘କ୍ୟାନ୍ସର : ନୋ ଆନ୍ସର’ ବୋଲି ଅନେକଙ୍କ ମନରେ ଧାରଣା ରହିଛି। ହେଲେ ପ୍ରାରମ୍ଭିକ ସ୍ତରରେ ଏହା ଚିହ୍ନଟ ହୋଇ ଉପଯୁକ୍ତ ଚିକିତ୍ସା କରାଯାଇପାରିଲେ କେତେକ କ୍ଷେତ୍ରରେ କ୍ୟାନ୍ସରରୁ ଆରୋଗ୍ୟ ମିଳିବାର ଉଦାହରଣ ରହିଛି। ହେଲେ ଏହା ଯଦି ଗୁରୁତର ଅବସ୍ଥାରେ…
ସ୍ବାସ୍ଥ୍ୟସେବାର ପରିପ୍ରକାଶ
‘ସ୍ବାସ୍ଥ୍ୟ ସାଧାରଣତଃ ଶାରୀରିକ, ମାନସିକ ଓ ସାମାଜିକ ସ୍ତରର ସୁସ୍ଥତାକୁ ବୁଝାଇଥାଏ। ଏହା ସହ ମଧ୍ୟ ‘ଆଧ୍ୟାତ୍ମିକ’ ସ୍ବାସ୍ଥ୍ୟକୁ ଅଣାଯାଇପାରିବ। ସୁସ୍ଥ ନାଗରିକମାନେ ଦେଶର ମୂଳଧନ ଓ ସମ୍ବଳ। ସେମାନେ କାର୍ଯ୍ୟକ୍ଷମ ହେଲେ ଦେଶର ଆର୍ଥିକ ମାନଦଣ୍ଡ ମଜଭୁତ ହେବ। କୃଷି,…
ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ର ସଙ୍କଟ: ଫଡ୍ନବିସ୍ ସମ୍ଭାଳିଲେ ଦାୟିତ୍ୱ
ମୁମ୍ବାଇ,୨୫।୧୧: ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଗୋଟିଏ ପଟେ ଶରଦ ପାଓ୍ବାର ଥିବାବେଳେ ଅନ୍ୟପଟେ ରହିଛନ୍ତି ଅଜିତ୍ ପାଓ୍ବାର। ରାଜ୍ୟରେ ସରକାର ଗଠନ ନେଇ ସୁପ୍ରିମ୍କୋର୍ଟରେ ଶୁଣାଣି ଚାଲିଥିବାବେଳେ ସୋମବାର ବିଧାନ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ…
ନୀଳଗିରିକୁ ପଶିଲେ ୪୫ରୁ ଊର୍ଦ୍ଧ୍ୱ ହାତୀ, ଲୋକେ ଆତଙ୍କିତ
ସଜନାଗଡ଼,୨୫।୧୧(ଡି.ଏନ୍.ଏ.): ଝାଡ଼ଖଣ୍ଡ ଜଙ୍ଗଲରୁ ନିୟମିତ ଭାବେ ୨୦୧୦ ମସିହାରୁ ହାତୀପଲ ବାଲେଶ୍ୱର ଜିଲା ନୀଳଗିରି ବନାଞ୍ଚଳକୁ ଚାଲିଆସୁଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ହାତୀପଲ ଆସି ଓଡ଼ିଶା ସୀମା ପାର ହୋଇ ମୟୂରଭଞ୍ଜରେ ଥିବାବେଳେ ସୋମବାର ଭୋରରେ ହାତୀପଲ ନୀଳଗିରି ରେଞ୍ଜ ଅଧୀନ…
ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ
ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟଙ୍କ ଫର୍ମ ଦେଖି…
Archives


