Home

ପଶ୍ଚିମବଙ୍ଗ ଉପନିର୍ବାଚନରେ ଏନ୍‌ଆର୍‌ସିକୁ କଡ଼ା ଜବାବ ମିଳିଛି: ମମତା ବାନାର୍ଜୀ

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ କେନ୍ଦ୍ରର ଭାଜପା ସରକାରଙ୍କ ଏନ୍‌ଆର୍‌ସି ଯୋଜନାକୁ କଡ଼ା ଜବାବ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ରାଜ୍ୟର କାଳିଆଗଞ୍ଜ ଏବଂ ଖଡ଼ଗପୁର ସଦର ବିଧାନସଭା ଆସନରେ ତୃଣମୂଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି କରିମ୍‌ପୁର…

ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ ଅଧିକ ନନ୍‌ଫିଲ୍ମ ଗୀତ ଲେଖିଛନ୍ତି। ଦେଢ଼ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ନିର୍ମଳଙ୍କ ଅନୁଭୂତିରୁ…

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କଶ୍ମୀରକୁ କହିଲେ ନାଗାଲାଣ୍ଡର ରାଜଧାନୀ !

ଲକ୍ଷ୍ନୌ,୨୮।୧୧: ଉତ୍ତରପ୍ରଦେଶରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ ପ୍ରଧାନ ଶିକ୍ଷକ କଶ୍ମୀରକୁ ନାଗାଲାଣ୍ଡ ରାଜଧାନୀ କହି ହଟହଟା ହୋଇଛନ୍ତି। ପ୍ରତାପଗଡ଼ର ଡିଏମ୍‌ ମାର୍କେଣ୍ଡେୟ ଶାହି ସ୍ଥାନୀୟ କୁଣ୍ଡା ତହସିଲ୍‌ର ଲକ୍ଷ୍ମଣ ବ୍ଲକ୍‌ରେ ଥିବା ଲକ୍ଷ୍ମଣପୁର ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ଜ୍ଞାନ ପରୀକ୍ଷା…

ପୁଅକୁ କୃଷକ କରିବାକୁ ମା’ ଛାଡିଲେ ୯୦ ହଜାର ଟଙ୍କାର ସରକାରୀ ଚାକିରି

ଆଜମେର,୨୮।୧୧: ରାଜସ୍ଥାନର ଆଜମେରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସାଧାରଣତଃ ଆଜିକାଲି ସହର ହେଉ କି ଗାଁ ସବୁଠି ଚାକିରିକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଜଣେ କୃଷକ ମଧ୍ୟ ନିଜ ପୁଅ ପାଠ ପଢି ଚାକିରି କରୁ ବୋଲି ଚାହୁଁଛନ୍ତି।…

ଚିଜ୍‌ ଲଲିପପ୍‌

ସ୍ନାକ୍ସରେ ଲଲିପପ୍‌ ସଭିଙ୍କ ପସନ୍ଦ। ଚିଜ୍‌ ଲଲିପପ୍‌ରେ ହଟ୍‌ ଗାର୍ଲିକ୍‌ ସସ୍‌ ମିଶାଇ ଖାଇବା ସ୍ବାଦ ବି ନିଆରା। ଉପରେ କ୍ରିସ୍ପି ଓ ଭିତରେ ମିଠା,ଏହି ଚପ୍‌କୁ ଲୋକେ ଭାରି ପସନ୍ଦ କରୁଛନ୍ତି। ଆବଶ୍ୟକ ସାମଗ୍ରୀ ପିଆଜ, କର୍ନଫ୍ଲୋର, ମଇଦା, ଚିଜ୍‌,…

କୂଅରୁ ମିଳିଲା କଟାମୁଣ୍ଡ: ମୃତଦେହ ଉଦ୍ଧାର, ତଦନ୍ତ ଜାରି

କଣିହାଁ,୨୮।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହା ବ୍ଲକ ରେଙ୍ଗାଳି ଗ୍ରାମ ବାଲିପଶି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ସାହିର ଦୁର୍ଯ୍ୟୋଧନ ତୁଙ୍ଗ(୪୨)ଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ କାଟି ବୁଧବାର ବିଳମ୍ବିତ ରାତିରେ ତାଙ୍କ ବାଡ଼ିପଟରେ ଥିବା କୂଅରେ ପକାଇ ଦେଇଛି। ଏ ସମ୍ପର୍କରେ…

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।…

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ଗ୍ରହଣ କରାଯାଇଥାଏ। ସେହିପରି ଖାଦ୍ୟପଦାର୍ଥ ଗ୍ରହଣରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥାଏ। ତେବେ…

ଏହି କୋର୍ସରେ ଫେଲ୍‌ ହେଲେ ସାରା ଜୀବନ ରହିବେ ଅବିବାହିତ

ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ ସେଥିପାଇଁ ଏଠାକାର ସରକାର ଏକ ପ୍ରି-ଓ୍ବେଡିଂ କୋର୍ସ ଆରମ୍ଭ କରିଛନ୍ତି। ବିବାହ କରିବାକୁ ଥିବା…

ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ, ଶେଷରେ ସରକାର ଏଠାକାର ଲୋକଙ୍କୁ ଗାଁ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ…

ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ

କେସିଙ୍ଗା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି ବ୍ଲକର ସଭାଗୃହରେ ଆରମ୍ଭ ହୋଇଥିଲା। ଏଥିରେ ସିର୍ଜାପାଲିର ଚୌଧୁରୀ ଭୁଏ ୮୦୬ ଖଣ୍ଡ ଭୋଟ…

କାନୁନ୍‌ଗୋ ବୋଲି ଓଡ଼ିଆ ଭାବନ୍ତି

ଏକାଧାରରେ ଜଣେ ପ୍ଲେବ୍ୟାକ୍‌ ସିଙ୍ଗର୍‌, କମ୍ପୋଜର୍‌, ଆକ୍ଟର ଏବଂ ଏଣ୍ଟରପ୍ରିନିୟୋର୍‌। ନିଜ ପାର୍ଟି ନମ୍ବର୍‌ ଓ ର଼୍ୟାପ୍‌ ସଙ୍ଗ୍‌ ପାଇଁ ରାତାରାତ ୟୁଥ୍‌ ସେନ୍‌ସେସନ୍‌ ପାଲଟିଥିବା ଅର୍ଜୁନ ପାର୍ଟି ଗୀତକୁ ପାର୍ଟି ଆନ୍ଥେମ୍‌ କରିବାରେ ଉସ୍ତାଦ୍‌। ‘ବାକି ବାତେଁ ପିନେ ବାଦ୍‌’ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri