ପକାରୀ ସରପଞ୍ଚ ହେଲେ ମଙ୍ଗଳୁ କହଁର
ଫିରିଙ୍ଗିଆ, ୨୮ା୧୧- ଫିରିଙ୍ଗିଆ ବ୍ଲକ ପକାରୀ ଉପ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି ା ମଙ୍ଗୁଳୁ କହଁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବସୁଦେବ କହଁରଙ୍କୁ ୫୩ ଖଣ୍ଡ ଭୋଟରେ ପରାସ୍ତ କରି ନୂତନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଫୁଲବାଣୀ…
ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଛତ୍ରପୁର,୨୮ା୧୧(ଡି.ଏନ.ଏ.)- ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି ା ବ୍ଲକର ୪୭ ସରପଞ୍ଚ ଓ ସମିତିସଭ୍ୟ ଗୁରୁବାର ଛତ୍ରପୁର ଆସି ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସମ୍ବନ୍ଧୀୟ ଆବେଦନ…
‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ଅନ୍ତରୀଣ ଡିଜିପି: ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗକାରୀ ସନ୍ତୁଷ୍ଟ
ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ)-‘ହ୍ୟାଲୋ ମୁଁ ଡିଜିପି ସତ୍ୟଜିତ ମହାନ୍ତି କହୁଛି। ଆପଣ ଥାନାକୁ ଯାଇ ଅଭିଯୋଗ କରିଥିଲେ, ପୋଲିସ ଠିକ୍ କାର୍ଯ୍ୟାନୁଷ୍ଠାନ ନେଇଛି କି? ଥାନା ଅଧିକାରୀ ଓ କର୍ମଚାରୀଙ୍କ ବ୍ୟବହାର ଆପଣଙ୍କ ପ୍ରତି କିଭଳି ଥିଲା? ପୋଲିସର କାର୍ଯ୍ୟ ଉପରେ ଆପଣ…
ରାସ୍ତା ତଳକୁ ଖସିଲା ବାଇକ୍, ଜଣେ ମୃତ
ଝୁମ୍ପୁରା, ୨୮।୧୧ (ଡି.ଏନ.ଏ.)-ବାରିଆ ଥାନାଞ୍ଚଳ ଅନ୍ତର୍ଗତ ବରାହପଶି ଜଙ୍ଗଲ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ହିମାଂଶୁ ମହାନ୍ତ ନାମକ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଗୁରୁତର…
ଡିଆର୍ଏମ୍ଙ୍କ ରୂପ୍ସା ଜଙ୍କଶନ ପରିଦର୍ଶନ
ରୂପ୍ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ଫୁଟ୍ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରିବା ସହ ସେ ଯାତ୍ରୀ ପ୍ରତୀକ୍ଷାଳୟ…
ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ
ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତିନିକୋଶିଆ ଏବଂ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବା ୧୦ରୁ…
ଗେଲ ନ ଖେଳିଲେ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିପିଏଲ ଦଳ
ଢାକା,୨୮।୧୧(ଏଏଫ୍ପି)- ଆଗାମୀ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ରେ ଓ୍ବେଷ୍ଟଇଣ୍ଡିଜ ଷ୍ଟାର ଓପନର କ୍ରିସ୍ ଗେଲ୍ ନ ଖେଳିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଚାଟୋଗ୍ରାମ ଚାଲେଞ୍ଜର୍ସ। ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍ ପାଇଁ ଗେଲଙ୍କୁ ଚିଟୋଗ୍ରାମ…
୭୦୦ତମ ମ୍ୟାଚ୍ରେ ମେସିଙ୍କ ଗୋଲ
ବାର୍ସିଲୋନା,୨୮।୧୧- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟବଲ ଖେଳାଳି ଲିଓନେଲ ମେସି ନିଜର କ୍ଲବ ସ୍ତରୀୟ କ୍ୟାରିୟରର ୭୦୦ତମ ମ୍ୟାଚ୍ରେ ଗୋଲ ସ୍କୋର କରିଛନ୍ତି। ତାଙ୍କ ସହ ଲୁଇସ ସୁଆରେଜ (୩୩ତମ ମିନିଟ୍) ଓ ଆଣ୍ଟିନୋ ଗ୍ରିଜମ୍ୟାନ(୬୭ତମ)ଙ୍କ ଗୋଲ ବଳରେ ବାର୍ସିଲୋନା ୩-୧…
ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍ ନୁହେଁ। କାରଣ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। -ଭୋଜିରେ ଖାଇବା ପୂର୍ବରୁ ପେଟ ଖାଲି…
ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ
ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ…
ଇମ୍ରାନ୍ଙ୍କ ନୂଆ ହିରୋଇନ୍, ପ୍ରଥମ ଥର ନଜର ଆସିବେ ହିନ୍ଦୀ ଫିଲ୍ମରେ
ଇମ୍ରାନ ହାସ୍ମୀଙ୍କୁ ଫ୍ୟାନ୍ମାନେ ବହୁତ ମିସ୍ କରୁଛନ୍ତି। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ବଡି’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଯିଏ ଅଭିନୟ କରୁଛନ୍ତି, ସେହି ଅଭିନେତ୍ରୀ ୨୦ଟି ସାଉଥ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି।…
ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼
ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଲୋକଙ୍କୁ ଟଙ୍କାଏରେ ଚିକିତ୍ସା ସୁବିଧା ଦେବା ସହିତ ଚାଷୀଙ୍କ ଋଣ ଛାଡ଼…
Archives


