ଲଣ୍ଡେଇ ପାହାଡ଼ ପଥର କ୍ୱାରୀରେ ଚଢ଼ାଉ: ୫ ଟ୍ରାକ୍ଟର, ବିପୁଳ ବିସ୍ଫୋରକ ଜବତ, ୧୧ ଗିରଫ
ଭଞ୍ଜନଗର,୩୦।୧୨(ଡି.ଏନ.ଏ): ବେଆଇନ ଭାବେ ମାଫିଆମାନେ ପାହାଡ଼ରେ ବିସ୍ଫୋରଣ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରି ନେଉଛନ୍ତି । ଏ ବାବଦରେ ବିପୁଳ ରାଜସ୍ବ କ୍ଷତି ହେଉଥିଲେ ମଧ୍ୟ ବିଭାଗର ଚେତା ପଶୁନାହିଁ । ଅନ୍ୟପକ୍ଷରେ ବେନିୟମ ବିସ୍ଫୋରଣ ଯୋଗୁ…
ଚୋରା ଲୁହା ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ
ଯୋଡ଼ା,୩୦।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ କରିଥିଲା। ତେବେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ…
ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍
ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ…
ଦୀପିକାଙ୍କ ଆଖିମରା ଦେଖି ପ୍ରିୟାପ୍ରକାଶଙ୍କୁ ଭୁଲିଯିବେ ଦର୍ଶକେ, ଭିଡିଓ ଭାଇରାଲ
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଜିକାଲି ଫିଲ୍ମ ‘ଛପାକ୍’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହି ଅବସରରେ ଦୀପିକା ଫିଲ୍ମର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଦୀପିକା ତାଙ୍କ ଇନ୍ଷ୍ଟାଗ୍ରାମରେ ଏମିତି ଏକ…
ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି: ସ୍ତ୍ରୀ, ସ୍ବାମୀ ମୃତ, ବର୍ତ୍ତିଗଲେ ୪ ମାସର ଶିଶୁକନ୍ୟା
କେନ୍ଦୁଝର,୩୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳୀ ନିକଟସ୍ଥ ବାଘୁଆ ନାଳ ନିକଟରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେବାରୁ ସ୍ତ୍ରୀ ଏବଂ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ୪ମାସର ଶିଶୁକନ୍ୟା ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ, ଯାଜପୁର…
ଶୀତର କୁହୁଡ଼ି ତାଜମହଲକୁ ଦେଲା ଲୁଚାଇ
ଆଗ୍ରା,୩୦।୧୨: ରାଜଧାନୀ ଦିଲ୍ଲୀ ସହିତ ଉତ୍ତର ଭାରତର କେତେକ ରାଜ୍ୟରେ ଶୀତ ଲହରି ଜାରି ରହିଛି। ଏହି ଶୀତ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ତା’ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସୋମବାର ସକାଳେ ଘନ କୁହୁଡି…
ଗୁଜରାଟ କେମିକାଲ ଷ୍ଟୋରେଜ୍ ଟ୍ୟାଙ୍କରରେ ବିସ୍ଫୋରଣ
ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍ ରିଫାଇନେରି ପାଖରେ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ନିଖୋଜ ଥିବା ନେଇ ପୋଲିସ…
ନୂତନବର୍ଷ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ
ପୁରୀ ଅଫିସ,୩୦।୧୨: ନୂତନବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ରବିବାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ଉପରେ ସମୀକ୍ଷା କରିଛନ୍ତି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ…
ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ
ମେଲବୋର୍ନ, ୩୦।୧୨(ପି.ଟି.)- ଆଗାମୀ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦିନିକିଆ ଦଳ ଘୋଷିତ ହୋଇଛି। ଆହତ ହୋଇଥିବା ଦ୍ରୁତ ବୋଲର ସିନ ଆବୋଟ୍ଟଙ୍କ ବଦଳରେ ବିସ୍ଫୋରକ ଓପନିଂ ଅଲରାଉଣ୍ଡର ଡ’ଆର୍କି ଶର୍ଟଙ୍କୁ ଦଳରେ ସାମିଲ କରାଯାଇଛି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ଭାରତ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି
ଦୁବାଇ,୩୦।୧୨(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫଳର ଶୀର୍ଷ ସ୍ଥାନରେ ରହି ସେ ବର୍ଷ ଶେଷ କରିବେ। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ…
୩୭ ବର୍ଷ ପରେ ନାଗାଲାଣ୍ଡରେ ବରଫପାତ
କୋହିମା, ୩୦।୧୨:ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ସ୍ଥାନରେ ପାରଦ ୩ ଡିଗ୍ରୀ ତଳକୁ ଖସିଛି। ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ପ୍ରବଳ ଥଣ୍ଡା ଯୋଗୁ ଅନେକ ସ୍ଥାନରେ ବରଫପାତ ହୋଇଛି। ଦୀର୍ଘ ୩୭…
ଘୋଡ଼ାହାଡ଼ ନଦୀଗଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଦିଗପହଣ୍ଡି,୩୦।୧୨(ଡି.ଏନ୍.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀଗଣ୍ଡରୁ ସୋମବାର ପୂର୍ବାହ୍ନରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନୂଆଗଡ଼ ଗ୍ରାମର ଜୟନ୍ତୀ ଗୌଡ଼(୪୮)। ସେ ଆଜି ସକାଳେ ଘୋଡ଼ାହାଡ଼…
Archives


