‘ଜିରୋ ନାଇଟ୍’ ପାଇଁ ପ୍ରସ୍ତୁତ ରାଜଧାନୀ: କାଉଣ୍ଟଡାଉନ୍ ଆରମ୍ଭ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଇଂଲିଶ୍ କ୍ୟାଲେଣ୍ଡର ଅନୁସାରେ ପୁରୁଣା ବର୍ଷ ଶେଷ ହୋଇ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତେଣୁ ନୂଆବର୍ଷକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଏବେଠାରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ବିଶେଷକରି ରାଜଧାନୀ…
ଛୋଟା ରାଜନଙ୍କୁ ହତ୍ୟା ଲାଗି ଯୋଜନା: ତିହାର ଜେଲ୍ରେ ସୁରକ୍ଷା ବଢ଼ିଲା
ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍ଏସ୍): ଅଣ୍ଡରଓ୍ବାଲର୍ଡ ଡନ୍ ତଥା ଡି-କମ୍ପାନୀ ସଦସ୍ୟ ଛୋଟା ସକିଲ ତାଙ୍କର ବିରୋଧୀ ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଜଣାପଡିବା ପରେ ତିହାର ଜେଲ୍ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସକିଲ ତାଙ୍କ ବସ୍ ଦାଉଦ୍ ଇବ୍ରାହିମ୍…
ପେଟ ସମସ୍ୟା ଦୂର କରେ ପାନମଧୁରୀ
ପାନମଧୁରୀକୁ ମାଉଥଫ୍ରେସନର୍ ଭାବେ ବ୍ୟବହାର କରାଯାଏ। ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ପାନ ମଧୁରୀ ଦୃଷ୍ଟିଶକ୍ତି, ହଜମ ଶକ୍ତି, କଫ ଭଳି ଶରୀରର ଅନେକ ସମସ୍ୟା ଦୂର କରିଥାଏ। ନିିୟମିତ ପାନମଧୁରୀ ଖାଇଲେ ପେଟଜନିତ ସମସ୍ୟା ଯେପରିକି ଗ୍ୟାସ୍,…
ଘରେ ପଶି ଯୁବକଙ୍କୁ ଗୁଳିମାଡ଼
ପାଟଣାଗଡ଼, ୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ମୁଖାପିନ୍ଧା ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ଆତଙ୍କ ଖେଳାଇଥିଲେ। ତାଙ୍କ ଗୁଳିମାଡ଼ରେ ଗୃହକର୍ତ୍ତା ନବୀନ ମେହେର(୪୦) ଗୁରୁତର ହୋଇଛନ୍ତି। ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ…
ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ଭୋଗରାଇ, ୩୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୃଷ୍ଣପୁର ଗ୍ରାମର ବିଶ୍ୱଜିତ୍ ପାଳ (୪୫) ନାମକ ମତ୍ସ୍ୟଜୀବୀଙ୍କ ସମୁଦ୍ରରେ ଅସ୍ବାଭାବକ ମୃତ୍ୟୁ ଘଟିଛି। ଏନେଇ ତାଳସାରୀ ମେରାଇନ୍ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୫/୧୯) ରୁଜୁ କରାଯାଇ ମୃତଦେହକୁ…
ଚାକିରି କରାଇଦେବା ନାଁରେ ଠକେଇ: ଅଭିଯୁକ୍ତ ଯୁବକ ଗିରଫ
ବସ୍ତା, ୩୦।୧୨(ସ୍ବ.ପ୍ର.)-ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚାକିରି କରାଇଦେବାକୁ କହି ଟଙ୍କା ଠକି ନେଇ ପଳାଉଥିବା ଜଣେ ଯୁବକ ଲୋକଙ୍କ ଦ୍ୱାରା ଧରାପଡ଼ି ଗିରଫ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୪୪୯/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍ଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଅନୁଯାୟୀ ହେବ ଚୂଡାନ୍ତ ପ୍ଲାନ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଜୋର୍ଦାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ମନ୍ଦିର ଚାରିପାଖରୁ ବିଭିନ୍ନ ଦୋକାନ ଏବଂ ଘରଗୁଡିକୁ ସରକାର ଉଚ୍ଛେଦ କରି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୋମବାର ଏନେଇ ଲୋକସେବା ଭବନଠାରେ…
ଇଂଲଣ୍ଡ ଦଳର ସଦ୍ୟ ଅସୁସ୍ଥ ଖେଳାଳି ସିବ୍ଲି
ସେଞ୍ଚୁରୀଅନ୍, ୩୦ା୧୨ (ଏଏଫ୍ପି)- ଦକ୍ଷିଣ ଆଫ୍ରିକା ଟୁର୍ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍ ସିବ୍ଲି ଅସୁସ୍ଥ ହୋଇ ପଡ଼ିଛନ୍ତି। ଦଳର ଜଣେ ମୁଖପାତ୍ର ସୋମବାର ଏକଥା ପ୍ରକାଶ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ…
୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍ନିକ୍
ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍ ଖେଳାଳିଙ୍କୁ କୋଚିଂ ଦେବେ ପୂର୍ବତନ ବିଶ୍ୱଚାମ୍ପିୟନ ଭ୍ଲାଡିମିର କ୍ରାମ୍ନିକ। ଏଥିଲାଗି ଚେନ୍ନାଇରେ ଜାନୁୟାରୀ ୮ରୁ ଏକ ୧୦…
ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏଭଳି …
ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ…
ଆନ୍ଧ୍ରକୁ ଚାଲାଣ ବେଳେ ଧାନ ବୋଝେଇ ଟ୍ରକ ଅଟକ
ତିହିଡ଼ି, ୩୦।୧୨(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡ଼ି ବ୍ଲକରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ଧାନ ବୋଝେଇ ଏକ ଟ୍ରକକୁ ସୋମବାର ତହସିଲ ଛକଠାରେ ତହସିଲଦାର ଅଟକ ରଖିଥିଲେ। ପରେ ଗାଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଧାନ ଯାଞ୍ଚ…
ଟ୍ରେନ୍ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍ ଦେଲା ଆର୍ପିଏଫ୍
ଛତ୍ରପୁର,୩୦ା୧୨(ଡି.ଏନ.ଏ)-ଟ୍ରେନ୍ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍ପିଏଫ୍ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ସୋମବାର ହସ୍ତାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲା ଇଚ୍ଛାପୁରମ୍ ଗୋଲା ସାହିରେ ରହୁଥିବା କେ. ମନୋଜ ସୋମବାର କୋଣାର୍କ ଏକ୍ସପ୍ରେସ୍ରେ ତାଙ୍କ ବ୍ୟାଗ୍ ଛାଡି ଓହ୍ଲାଇ…
Archives


