Home

ସ୍ବିଜରଲାଣ୍ଡ ସବୁଠାରୁ ମହଙ୍ଗା ଦେଶ: ଶସ୍ତା ତାଲିକାରେ ତୃତୀୟରେ ଭାରତ

ନ୍ୟୁୟର୍କ/ନୂଆଦିଲ୍ଲୀ,୬।୨: ପୃଥିବୀର ସqବୁଠାରୁ ମହଙ୍ଗା ଦେଶ ତାଲିକାରେ ଏକ ନମ୍ବର ସ୍ଥାନରେ ସ୍ବିଜରଲାଣ୍ଡ ରହିଛି। ଅପରପକ୍ଷରେ ଶସ୍ତା ଦେଶ ତାଲିକାରେ ତୃତୀୟ ସ୍ଥାନରେ ଭାରତ ରହିଛି। ଆମେରିକାର ବିଜନେସ୍‌ ମାଗାଜିନ୍‌ ସିଓ ଓ୍ବାଲର୍‌ଡ ପକ୍ଷରୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ…

ରାହୁଲଙ୍କୁ ମୋଦିଙ୍କ କଡା ଜବାବ

ନୂଆଦିଲ୍ଲୀ,୬।୨: ବଜେଟ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସଂସଦରେ ରାହୁଲଙ୍କ କଟାକ୍ଷର ଜବାବ ଦେଇ ମୋଦି କହିଛନ୍ତି, ଏବେ…

ଆଙ୍କରିଂ ଯାହାର ନିଶା

ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ସେ ହେଲେ ମାନସୀ ମିଶ୍ର। ବମ୍ବେରେ ଜନ୍ମିତା ଏହି ଆଙ୍କରଙ୍କ ମଧ୍ୟ ଅଭିନୟ…

ଭାଜପାରେ କେହି ନାହାନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ : କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍‌। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟରେ କଥା କଟାକଟି ଶେଷ ହୋଇନାହିଁ। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ମୁଖ୍ୟ ଅରବିନ୍ଦ…

ସାଇକେଲ ଚୋରକୁ ୩ ବର୍ଷ ଜେଲ୍‌

ବ୍ରସେଲ୍ସ୍‌,୬।୨: ସାଇକେଲ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ବେଲଜିୟମ୍‌ର ଅଦାଲତ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଜ୍‌ କହିଛନ୍ତି ଯାହାର ସାଇକେଲ ଚୋରି ହୋଇଥିଲା ସେ ବ୍ୟକ୍ତି ଜଣକ ବାଧ୍ୟ ହୋଇ କାର୍‌ ଚଳାଇଲେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ସୃଷ୍ଟି…

କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି ପାରୁନାହାନ୍ତି ଏହି ଅଭିନେତା.. ହଁ, କୁକୁର କଥା ମନେପଡ଼ିଲା ବେଳକୁ ଯେତିକି ଡର ଲାଗୁଛି…

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଏସ୍‌ପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ନେତାଙ୍କ ଉପରକୁ ଆକ୍ରମଣ ହୋଇଛି। ବଦରପୁର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଏସପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା…

ଦୋଛକିରେ କିଆରା

କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ ଅନଟାଇଟଲଡ ହିନ୍ଦୀ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ କେତୋଟି…

ଭୋଟ ପାଇଁ ଏଏପି କାର୍ଯ୍ୟାଳୟରେ ପହଞ୍ଚିଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହେଉଛି। ଭୋଟରଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ। ଏସବୁ ଭିତରେ ଦିଲ୍ଲୀର ତିଳକନଗରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ…

୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…

ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି ପ୍ରେମ ଅଧିକ ଗଭୀର ହୋଇଛି। ଏହା ପୃଥିବୀ ଇତିହାସରୁ ଜଣାପଡ଼େ। ତୃତୀୟ ଶତାବ୍ଦୀରେ ଇଟାଲୀରେ…

ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ନେଇ ଭାଜପାର ଟାର୍ଗେଟ: ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୬।୨(ବ୍ୟୁରୋ): ବିଜୁଳିକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ଗୁରୁବାର ସମାଲୋଚନା କରିଛନ୍ତି। ବଡ଼ ଶିଳ୍ପ ସଂସ୍ଥା ଓ ବିତରକ କମ୍ପାନୀ ଉପରେ ୧୨ ହଜାର କୋଟି ଟଙ୍କା ବାକି ରହିଛି। ହେଲେ ଗରିବଙ୍କ ବିଜୁଳି କାଟିବା ଦିଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?