ଏଣିକି ଯୁକ୍ତ୨ ପ୍ରଥମ ବର୍ଷରେ ପାସ୍ ହେବା ଜରୁରୀ, ନଚେତ ଛାତ୍ରୀଛାତ୍ରଙ୍କୁ ଦ୍ୱିତୀୟ ବର୍ଷ ମନା: ମନ୍ତ୍ରୀ
ଭୁବନେଶ୍ୱର,୧୪।୧(ବ୍ୟୁରୋ): ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ପ୍ରଥମ ବର୍ଷ ପରୀକ୍ଷାରେ ପାସ ନ କଲେ ପିଲାମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରଥମ ବର୍ଷରେ ୩୩% ମାର୍କ ରଖିବାକୁ…
ସାଇକେଲ ଚଳାଇ ଶୁଟିଂ ସେଟ୍ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍କୁ ଛାଡି ସେ ସାଇକେଲ୍ ଚଳାଉଥିବା ଦେଖିବାକୁ ମିଳେ। ବେଳେ ବେଳେ ଶୁଟିଂ ସେଟ୍ରୁ ଟିକେ ସମୟ…
୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍: ସେନାର ପ୍ରସ୍ତାବ
ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ସଶସ୍ତ୍ର ବଳ ଭୂତପୂର୍ବ ସୈନିକ ଦିବସ ଅବସରରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପାଖକୁ…
୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର
ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହୋଇଥିବାବେଳେ ଯୁବ ଫଟୋଗ୍ରାଫର…
ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କଲେ ଭାରତୀୟ ମହିଳା
ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କରିଛନ୍ତି ଭାରତୀୟ ମହିଳା ସ୍ବପ୍ନା ଆବ୍ରାହମ୍। ତାଙ୍କ ନାମ ଗୋଲ୍ଡେନ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସାମିଲ ହୋଇଛି। ସ୍ବପ୍ନା ଗୋଟିଏ ଦିନରେ ୧ ହଜାର ଦିନରେ ହଜାରେ ଗୀତ ଲେଖିବା ସହ…
‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍
ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀଙ୍କ ଅପ୍ କମିଂ ଫିଲ୍ମ ‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ଫିଲ୍ମର ଟାଇଟଲ୍କୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଶେୟାର ହେବାର କିଛି…
ନାଚିଲେ ସୌରଭ ଗାଙ୍ଗୁଲି
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ ଭାରତୀୟ ଦଳର ପୂର୍ବତନ ଲେଗ୍ ସ୍ପିନର ହରଭଜନ ସିଂଙ୍କ ସହ ନାଚୁଥିବାର ଦେଖାଯାଇଛି। ଏକ କୁଇଜ୍ କାର୍ଯ୍ୟକ୍ରମରେ ଭାଗ ନେବା…
ମାଟି ତଳୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବୋମା: ଭୟରେ ରାସ୍ତାରେ ଦୌଡ଼ିଲେ ଲୋକେ
ବର୍ଲିନ୍,୧୪।୧: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଛି। ତେବେ ଜର୍ମାନୀର ହାର୍ଡମୁଣ୍ଡ ସହରରେ ଲୋକେ ଏବେ ବି ଭୟରେ ଜୀବନ ବିତାଉଛନ୍ତି। ବିଭିନ୍ନ ସମୟରେ ସହରର ମାଟି ତଳୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର ହୋଇପାରି…
ଶୀତଦିନେ ଆଜ୍ମାରୁ ଦୂରେଇ ରହିବେ କିପରି…
ଶୀତଦିନେ ପରିବେଶ ଥଣ୍ଡା ରହିବା ଯୋଗୁ କେତେକଙ୍କଠାରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଚିକିତ୍ସକମାନେ ଆଜ୍ମା ସମସ୍ୟା ବୋଲି କହିଥାନ୍ତି। ଏଥିପାଇଁ ଔଷଧ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ସଜନା ଛୁଇଁ ଖାଇଲେ ଏହି ସମସ୍ୟାରୁ ସହଜରେ ମୁକ୍ତି…
ପୁଲଓ୍ବାମା ଆକ୍ରମଣର ପୁଣିଥରେ ଯାଞ୍ଚ୍ ଦାବି କଲା କଂଗ୍ରେସ: ଦାବିନ୍ଦରଙ୍କ ପଛରେ କାହାର ମାଷ୍ଟର ମାଇଣ୍ଡ୍ ?
ନୂଆଦିଲ୍ଲୀ,୧୪।୧: ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଡିଏସ୍ପି ଦାବିନ୍ଦର ସିଂଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି। ତାଙ୍କର ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ମାମଲାରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ…
୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ଦୋଷୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ
ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିଶ ଏନ୍ଭି ରାମଣ, ଅରୁଣ ମିଶ୍ର, ଆର୍ଏଫ୍ ନରିମନ, ଆର୍…
ଦରବୃଦ୍ଧି, ବେରୋଜଗାରକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୪।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଦରବୃଦ୍ଧିକୁ ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ। ଏପଟେ ଖାଦ୍ୟ ପଦାର୍ଥ ଓ ଇନ୍ଧନର ଦରବୃଦ୍ଧି ୫ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି ବୋଲି ମଙ୍ଗଳବାର ଏହା ପ୍ରକାଶ…
Archives


