ପିଓକେ ଉପରେ ଆକ୍ରମଣ ନେଇ ନରାଓ୍ବଣେଙ୍କ ମନ୍ତବ୍ୟ: ଚିନ୍ତା କରାଯିବ କହିଲେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ନେଇ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି ଯେ, ସେନା ଉପରେ ଭରସା ଅଛି। ତେବେ ଏନେଇ ସରକାରଙ୍କ ପକ୍ଷରୁ ଚିନ୍ତା କରାଯିବ। ନରାଓ୍ବଣେ…
ଅଧ୍ୟାପିକାଙ୍କୁ ବଳାତ୍କାର, ଅପହରଣ ମାମଲା: ଥାନା ଆଗରେ ଧାରଣା ଦେଲେ ଗିରଫ ବ୍ୟାଙ୍କ୍ ମ୍ୟାନେଜରଙ୍କ ମା’
ଭୁବନେଶ୍ୱର, ୧୪।୧(ବ୍ୟୁରୋ): ଅଧ୍ୟାପିକାଙ୍କୁ ବଳାତ୍କାର ଓ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଅପହରଣ କରି ଟଙ୍କା ଲୁଟିବା ଘଟଣାରେ ପୋଲିସ ବ୍ୟାଙ୍କ୍ ମ୍ୟାନେଜର ସମେତ ୪ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କ୍ ମ୍ୟାନେଜର ସୁନୀଲଙ୍କ ବିରୋଧରେ ପୋଲିସ କେସ୍ ନଂ.୨୧/୨୦ରେ ବଳାତ୍କାର, ବ୍ଲାକ୍ମେଲିଂ ଦଫା ଲଗାଇଥିବାବେଳେ…
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ
ମୁମ୍ବାଇ,୧୪।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ୩ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଟସ୍ ହାରିବା ପରେ ଭାରତୀୟ ଅଧିନାୟକ…
ଚଳିତବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ବାସଭବନରେ ଆୟୋଜିତ ହେବନାହିଁ ଦହି-ଚୁଡା ଭୋଜି
ପାଟନା,୧୪।୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍ ଯିବା ପରେ ତାଙ୍କ ବାସଭବନରେ ପର୍ବପର୍ବାଣୀର ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ସବୁ ବର୍ଷ ମକର ସଂକ୍ରାନ୍ତି ଅବସରରେ ପାଟନା ସ୍ଥିତ ଲାଲୁଙ୍କ ବାସଭବନରେ ଦହି ଓ ଚୁଡା ଭୋଜିର ଆୟୋଜନ…
ପାକିସ୍ତାନୀ ଡ୍ରାଇଭରଙ୍କ ମଣିଷ ପଣିଆ: ଫେରାଇଲେ ଭାରତୀୟ ଯୁବତୀଙ୍କ ପର୍ସ
ଦୁବାଇ,୧୪।୧: କୁହାଯାଏ ମଣିଷ ପଣିଆ ହିଁ ସବୁଠାରୁ ବଡ଼ ଗୁଣ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଦୁବାଇର ଜଣେ ପାକିସ୍ତାନୀ ଡ୍ରାଇଭର। କାର୍ରେ ବୁଲିଥିବା ରୈଶେଲ ରୋଜ୍ ନାମକ ଭାରତୀୟ ଯୁବତୀ ତାଙ୍କ ପର୍ସ ଭୁଲ୍ ବଶତଃ ଛାଡ଼ି ଦେଇଥିଲେ। ରୈଶଲଙ୍କ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ସମୟ ସୀମା ସକାଳ…
ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର
ଇସଲାମାବାଦ୍,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍ ଖାଁ ଅଞ୍ଚଳରେ ଥିବା ଶ୍ମଶାନ ଜମି…
ପ୍ରଶ୍ନବାଚୀ ସୃଷ୍ଟି କରିଛି ନଓ୍ବାଜଙ୍କ ଭାଇରାଲ ଫଟୋ
ଇସ୍ଲାମାବାଦ,୧୪।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶରିଫ ଏବେ ଲଣ୍ଡନରେ ଚିକିତ୍ସାଧୀନ ଥିବାରୁ ତାଙ୍କର ଏହି ଫଟୋଟି ତାଙ୍କ ପାଇଁ ଅସୁବିଧା…
ତୁଷାର ଝଡ଼: ୩ ଯବାନ ଶହୀଦ୍; ୫ ସାଧାରଣ ଲୋକଙ୍କ ମୃତ୍ୟୁ
ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏଥିରେ ୫…
୫ ବର୍ଷର ବାଳକ ତାଏକୋଣ୍ଡୋରେ କଲେ ଗିନିଜ୍ ରେକର୍ଡ
ହାଇଦ୍ରାବାଦ୍,୧୪।୧: ବୟସ ୫ ବର୍ଷ। ମାତ୍ର ତାଏକୋଣ୍ଡୋରେ ୧୨ଶହ ଥର ନନ୍ ଷ୍ଟପ୍ ନି ଷ୍ଟ୍ରାଇକ୍ କରିବାର ଗିନିଜ୍ ରେକର୍ଡ ତାଙ୍କ ନାମରେ ରହିଛି। ସେ ହେଉଛନ୍ତି ହାଇଦ୍ରାବାଦ୍ର ଅଶମନ୍ ତନେଜା। ଲଗାତାର ଏକ ଘଣ୍ଟା ଧରି ସେ ଏଭଳି କରିଛନ୍ତି।…
ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ
ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଆହତଙ୍କ ମଧ୍ୟରେ…
ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା
ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭାଇ ଋଷି କପୁର, ରଣଧୀର କପୁର ଏବଂ ରାଜୀବ କପୁର ଖବର…
Archives


