ଲାଲ୍‌ ଚୁଡ଼ି ପିନ୍ଧି ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ଟେଲିଭିଜନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ‘ଇଣ୍ଡିଆନ୍‌ ଆଇଡଲ୍‌-୧୧’ରେ ନେହା ଜଜ୍‌ ଭୂମିକା ତୁଲାଉଥିବା ବେଳେ ଆଦିତ୍ୟ ଶୋ’ର ହୋଷ୍ଟ କରୁଥିଲେ। ଏହି ଶୋ’ରୁ ହିଁ ଦୁହିଁଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଥିଲା। ଦିନକୁ ଦିନ ଏମାନଙ୍କ ବିବାହକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଏବେ ନେହା ହାତରେ ଲାଲ୍‌ ଚୁଡ଼ି ପିନ୍ଧିଥିବା ନଜର ଆସିଛି। ଖୋଦ୍‌ ନେହା ମଧ୍ୟ ଏହାର ଏକ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓଟି ପୋଷ୍ଟ କରିବାର ମାତ୍ର କିଛିକ୍ଷଣ ମଧ୍ୟରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ନେହା ଏକ କାର୍‌ରେ ବସିଥିବା ଦେଖିବାକୁ ମିଳିଥିବା ବେଳେ ପାଶ୍ଚାତ ଡ୍ରେସ୍‌ ସହିତ ହାତରେ ଲାଲ୍‌ ଏବଂ ଧଳା ରଙ୍ଗର ଚୁଡ଼ି ପିନ୍ଧିଛନ୍ତି। ସେ ଏକ ଗୀତ ‘କବ୍‌ ଓ୍ବ ଦିନ୍‌ ଆୟେଗା, ଜବ୍‌ ହମ୍‌ ଭି ମେହେନ୍ଦୀ ଲଗ୍‌ଓ୍ବାଙ୍ଗେ ନା ଜାନେ କବ୍‌ ଆୟେଙ୍ଗେ ଔର୍‌ ଡୋଲି ମେ ଲେ ଯାଏଙ୍ଗେ’ ଗାଉଛନ୍ତି। ଗୀତରୁ ଯାହା ଜଣାପଡୁଛି ନେହା କୌଣସି ଖାସ୍‌ ଲୋକଙ୍କୁ ବହୁତ ମିସ୍‌ କରୁଛନ୍ତି। ଆଉ ତାଙ୍କୁ ଅପେକ୍ଷା କରି ରହିଛନ୍ତି। ଏହା ପୁଣି ଭାଲେଣ୍ଟାଇନ୍‌ ଓ୍ବିକ୍ସରେ। ନେହାଙ୍କ ଗୀତ ସାଙ୍ଗକୁ ହାତରେ ଚୁଡ଼ି ଦେଖି ଫ୍ୟାନ୍‌ମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ତେଣୁ ପ୍ରକୃତ କଥାଟା ହେଲା ‘ଗୋଆ ବିଚ୍‌’ର ଗୀତରେ ନେହା ଏବଂ ଆଦିତ୍ୟ ଦୁଇଜଣ ମିଶି କଣ୍ଠଦାନ କରିଛନ୍ତି। ନେହାଙ୍କ ଭାଇ ଟୋନି କକ୍କର ଏଥିରେ ସ୍ବର ଦେଇଛନ୍ତି। ସେ ଯାହା ବି ହେଉନା କାହିଁକି ନେହାଙ୍କ ବିବାହ ଖବର କେତେଦୂର ସତ ତାହା ଆସନ୍ତା ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍‌ ଡେ’ରେ ସ୍ପଷ୍ଟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri