Home

ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ପାକିସ୍ତାନ ସେନା ନିହତ

ଶ୍ରୀନଗର,୨୧।୨: ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାଙ୍କ ଗୁଳିରେ ଗୁରୁବାର ଜଣେ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି। ଏଥିସହ କେତେକ ସେନା ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର…

ଓ୍ବାରିସ ପଠାନଙ୍କ ଉପରେ କଟକଣା ଲଗାଇଲେ ଓ୍ବାଇସି

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ) ନେତା ଓ୍ବାରିସ ପଠାନଙ୍କ ଉପରେ ଶୁକ୍ରବାର କଟକଣା ଲଗାଇଛନ୍ତି ଦଳର ସୁପ୍ରିମୋ ଅସାଦୁଦ୍ଦିନ ଓ୍ବାଇସି। ପଠାନ ଗଣମାଧ୍ୟମ ବା ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,…

ମହାଶିବରାତ୍ରୀରେ ଘୋଷଣା ହେଲା କେଦାରନାଥ କବାଟ ଖୋଲିବା ତିଥି

ଡେରାଡୁନ,୨୧।୨: ପବିତ୍ର ମହାଶିବରାତ୍ରୀ ଅବସରରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମର କବାଟ ଖୋଲିବା ତିଥି ଘୋଷଣା ହୋଇଛି। ଭକ୍ତଙ୍କ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ ସକାଳ ୬ଟା ୧୦ ମିନିଟ୍‌ରେ ଏକାଦଶ ଜ୍ୟୋର୍ତିଲିଙ୍ଗ କେଦାରନାଥଙ୍କ କବାଟ ଖୋଲିବ। ଏହାପରେ ୬ମାସ…

ବିଜେଡି ଜିଲା ସଭାପତି ତାଲିକା ଘୋଷଣା: ୧୪ ପୁରୁଣା, ୧୯ ନୂଆମୁହଁଙ୍କୁ ଦାୟିତ୍ୱ; ସବିଶେଷ ଜାଣନ୍ତୁ..

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଶୁକ୍ରବାର ବିଜେଡି ଜିଲା ସଭାପତି ତାଲିକା ଘୋଷଣା କରାଯାଇଛି। ମୋଟ ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ପୁରୁଣା ନେତା ଥିବା ବେଳେ ୧୯ଜଣ ନୂଆମୁହଁଙ୍କୁ ଦାୟିତ୍ୱ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲାର ଦାୟିତ୍ୱ: ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା…

‘ଓମ୍‌ ଜୟ ଜଗଦୀଶ ହରେ’ର ଲେଖକ ଏହି କାରଣ ଲାଗି ଗାଁରୁ ହୋଇଥିଲେ ବିତାଡ଼ିତ

ଯେକୌଣସି କାର୍ଯ୍ୟକ୍ରମ ହେଉ କି ଧାର୍ମିକ ଅନୁଷ୍ଠାନ। ପ୍ରାରମ୍ଭରେ ‘ଓମ୍‌ ଜୟ ଜଗଦୀଶ ହରେ’ ଆରତି ଅବଶ୍ୟ ଗାନ କରାଯାଇଥାଏ। ପ୍ରତ୍ୟେକ ପୂଜାରେ ଏହି ମନ୍ତ୍ରର ଗୁରୁତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କୁ ଆରାଧନା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। କିନ୍ତୁ…

ମଞ୍ଚରେ ବଂଶୀ ବଜାଇଲେ ତେଜ ପ୍ରତାପ

ବୈଶାଳି, ୨୧।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ରାଜନୀତି ଅପେକ୍ଷା ଭିନ୍ନ ଅନ୍ଦାଜକୁ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେତେବେଳେ ହିରୋ…

କପିଳାସ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ: ଭୋର ୪.୨୦ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ, ୨୧।୨: ଢେଙ୍କାନାଳ ଜିଲା କପିଳାସ ଶୈବପୀଠରେ ପ୍ରସିଦ୍ଧ ଜାଗର ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଶୁକ୍ରବାର ସକାଳୁ ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉ ମହାଦେବ ଓ ମାତା ପାର୍ବତୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଛି। ମହାପ୍ରଭୁଙ୍କ ଦର୍ଶନ…

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ମାତ୍ର ସବୁଠାରୁ…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା। ଆମ ମାତୃଭାଷା ଓଡ଼ିଆର ମାଧୁର୍ଯ୍ୟ ହେଉଛି ଆମର ସ୍ବତନ୍ତ୍ର ପରିଚୟ। ଏହାକୁ ସମୃଦ୍ଧ…

ଏହିସବୁ ଲକ୍ଷଣରୁ ଜଣାପଡ଼େ ଚର୍ମ କର୍କଟ

ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ୟାନସର ବା କର୍କଟ ରୋଗ ହୋଇଥାଏ। ସେଥିମଧ୍ୟରୁ ସ୍କିନ୍‌ କ୍ୟାନସର ବା ଚର୍ମ କର୍କଟ ଅନ୍ୟତମ। ଯେତେବେଳେ ଚର୍ମର କୋଷିକା ଅସାମାନ୍ୟ ତରିକାରେ ବଢ଼ିଥାନ୍ତି ସେତେବେଳେ ଚର୍ମ କର୍କଟ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଅଧିକ…

ଲୁଚିଛପି ବିବାହରେ ଯୋଗଦେବା ପାଇଁ ପାକିସ୍ତାନ ଗଲେ ଶତ୍ରୁଘ୍ନ ସିହ୍ନା! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିବା ଜଣାପଡିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା…

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି… ଫର୍ମୁଲା-୧ ସୁପରଷ୍ଟାର ଲୁଇସ୍‌ ହାମିଲଟନଙ୍କୁ ବିଶ୍ୱ କ୍ରୀଡ଼ା ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?