Home

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେବାକୁ ପଛାନ୍ତି ନାହିଁ। ହେଲେ ଏବେ କିଛି ଅଲଗା ଘଟଣା ଘଟିଛି।…

ହ୍ରିତିକ୍‌-ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ପସନ୍ଦ କରନ୍ତିନି ରାକେଶ ରୋଶନ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ- ହ୍ରିତିକ୍‌ ରୋଶନ୍‌ ‘ଧୂମ-୩’ ଏବଂ ‘ଯୋଦ୍ଧା ଆକ୍‌ବର’ରେ ଏକାଠି ଅଭିନୟ କରିଥିଲେ। ଫିଲ୍ମ ଦୁଇଟିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ ମଧ୍ୟ ହ୍ରିତିକ୍‌ଙ୍କ ପିତା ରାକେଶ ରୋଶନ ଏହି ଯୋଡ଼ିଙ୍କୁ ପସନ୍ଦ କରନ୍ତି ନାହିଁ। ରାକେଶ…

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା…

ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଗୁଳି ମାରିଦେବା ଉଚିତ: ଭାଜପା ମନ୍ତ୍ରୀ

ବେଙ୍ଗାଲୁରୁ,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ବିରିୟାନୀ ଖାଇବାକୁ ନୁହେଁ, ଗୁଳି ମାରିଦେବା ଉଚିତ ବୋଲି କହିଛନ୍ତି କର୍ନାଟକର ୟେଦୁରପ୍ପା ସରକାରରେ ମନ୍ତ୍ରୀ ଥିତ୍ବା ସିଟି ରବି। ନିକଟରେ ମୋଦି ସରକାରରେ ମନ୍ତ୍ରୀ ଥିବା ଅନୁରାଗ ଠାକୁର ଦିଲ୍ଲୀରେ…

୧୦୦୦ ବର୍ଷ ମଧ୍ୟରେ ବସନ୍ତ ପଞ୍ଚମୀଠାରୁ କେବେ ବି ଆରମ୍ଭ ହୋଇନି ବସନ୍ତ ଋତୁ

ନୂଆଦିଲ୍ଲୀ,୨୯।୧: କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ତେବେ ଗତ ୧୦୦୦ ବର୍ଷ ମଧ୍ୟରେ କେବେ ମଧ୍ୟ ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆରମ୍ଭ ହୋଇନି। ଚଳିତ ବର୍ଷ ଜାନୁୟାରୀ ୩୦ରେ ବସନ୍ତ ପଞ୍ଚମୀ ପଡୁଥିବା ବେଳେ ଫେବୃୟାରୀ…

ଚାଲିଗଲେ ଶାହାରୁଖ ଖାଁଙ୍କ ଭଉଣୀ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‌ ଜହାଁଙ୍କ ପରଲୋକ ଘଟିଛି। ସେ କିଛିଦିନ ହେବ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁୂ ତାଙ୍କୁ ୫୨ ବର୍ଷ ହୋଇଥିଲା। ନୁର୍‌ ପାକିସ୍ତାନର ପେଶାଓ୍ବାରର କ୍ୱିସା ଖ୍ବାନି ବଜାର…

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ ହୋଇ ପ୍ରେମିକଙ୍କ ଉପରେ ଏସିଡ୍‌ ମାଡ଼ କରିଛନ୍ତି। ଗତ ୫ ମାସ ଧରି ପ୍ରେମିକ…

ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା

ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି ପର୍ବର…

ଦୁର୍ଘଟଣାଗ୍ରସ୍ତ ଆହତ ବସ୍‌ଯାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ଜିଲାପାଳ

ଦିଗପହଣ୍ଡି,(ଡିଏନ୍‌ଏ)/ପାଟପୁର,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମାରୁତି ଶ୍ରୀ ସାଇ ନାମକ ଯାତ୍ରୀବାହୀ ବସ୍‌ (ଓଆର୍‌ ୦୫- ଏ ବି ୩୫୩୦) ଓଲଟି ପଡିବାରୁ ଘଟଣାସ୍ଥଳରେ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ା ଜେ.କେ.ପୁରର ବିଦ୍ୟୁତ୍‌ ନାୟକ( ୪୦),…

ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା ସମସ୍ତ ବିକଳ୍ପ ଶେଷ ହୋଇଛି। ବୁଧବାର ରାଜକ୍ଷମା ବିରୋଧରେ ସେ ସୁପ୍ରିମ୍‌କୋର୍ଟରେ କରିଥିବା ଆବେଦନ…

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି, ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବ ଫାଶୀ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ନୂଆ ନୂଆ ଭେଳିକି ଦେଖାଉଛନ୍ତି। ଆସନ୍ତା ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି।…

ବସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ଦିଗପହଣ୍ଡି/ପାଟପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପ୍ରବଳ କୁହୁଡ଼ି ଯୋଗୁ ମାରୁତି ଶ୍ରୀ ସାଇ ନାମକ ଏକ ଯାତ୍ରୀବାହୀ ବସ୍‌ ନଂ. ଓ ଆର୍‌ ୦୫-ଏ ବି ୩୫୩୦ ବୁଧବାର ଭୋର୍‌ ସମୟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri