ଫଟୋଗ୍ରାଫରଙ୍କୁ ଦେଖି କାହିଁକି ଦୌଡ଼ିଲେ ଖିଲାଡ଼ି ବୟ
ମୁମ୍ବାଇ: ବଲିଉଡ୍ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ପ୍ରାୟ ସମୟରେ ବିନ୍ଦାସ ମୁଡ୍ରେ ନଜରକୁ ଆସିଥାନ୍ତି। ଶୁଟିଂ ସେଟ୍ରୁ ଟିକେ ସମୟ ମିଳିଲେ ସେ ନିଜ କୋ-ଷ୍ଟାରଙ୍କ ସହ ବିଭିନ୍ନ ପ୍ରକାରର ମଉଜମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ସବୁଥର ନିଜ କାର୍ଯ୍ୟ…
ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର
ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍ସୋର୍ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ। ଫେବୃୟାରୀ ୨ରେ ବୁରାଡ଼ିରେ…
ସାକ୍ଷୀ ଏହି ନାଁରେ ଡାକିବାରୁ ଲାଜେଇଗଲେ ଧୋନୀ
କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କେତେବେଳେ ତାଙ୍କୁ ଝିଅ ଜିଭାଙ୍କ ସହ ଖେଳୁଥିବାର ଦେଖାଯାଉଛି ତ ଆଉ କେତେବେଳେ ଟେନିସ କୋର୍ଟରେ ନଜରକୁ ଆସୁଛନ୍ତି।…
ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍
ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ଦିନ ହେଲା ଟ୍ରମ୍ପ୍ଙ୍କ ଏହି ଗସ୍ତକୁ ନେଇ…
୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା: କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ,୨୯।୧: ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ୧୯୭୧ ମେଡିକାଲ ଟର୍ମିନେଶନ ଅଫ୍ ପ୍ରେଗ୍ନାସି ଆକ୍ଟର ସଂଶୋଧନ କରାଯାଇ ଏଭଳି କରାଯାଇଛି। ଏହାକୁ ସଂସଦର ଆଗାମୀ…
ପାଣ୍ଠିର ଅଭାବ: ୯୦ ହଜାର ଯବାନଙ୍କୁ ମିଳିବନି ୨ ମାସ ଦରମା
ନୂଆଦିଲ୍ଲୀ,୨୯।୧: ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି)ରେ ଏବେ ପାଣ୍ଠିର ଅଭାବ ଦେଖାଦେଇଛି। ତେଣୁ ଜାନୁୟାରୀ ଓ ଫେବୃୟାରୀ ୨ ମାସ ଧରି ଏସ୍ଏସ୍ବି ଯବାନଙ୍କୁ ଦରମା ମିଳିବ ନାହିଁ। ମାର୍ଚ୍ଚ ମାସରେ ସେମାନଙ୍କୁ ଏରିୟର ସହିତ ଦରମା ମିଳିବ ବୋଲି ଏସ୍ଏସ୍ବି ପକ୍ଷରୁ…
ଭାରତରେ ସକ୍ରିୟ ହେବା ଲାଗି ଅଲ୍-କାଏଦାର ଉଦ୍ୟମ: ଅଡ଼ିଓ-ଭିଡ଼ିଓ ଟେପ୍ ଜାରି
ନୂଆଦିଲ୍ଲୀ,୨୯।୧: ଭାରତରେ ସକ୍ରିୟ ହେବା ଲାଗି ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଉଦ୍ୟମ ଜାରି ରଖିଛି। ଏନେଇ ଯୁବବର୍ଗଙ୍କ ବ୍ରେନ୍ ଓ୍ବାଶ୍ କରିବା ପାଇଁ ଏହାର ସଦସ୍ୟ ଓସାମା ମହମୁଦ୍ ଏକ ଅଡ଼ିଓ-ଭିଡ଼ିଓ ଟେପ୍ ଜାରି କରିଛନ୍ତି। ଏଥିରେ ସେ ଉତ୍ତେଜନା ସୃଷ୍ଟିକାରୀ…
୩ ହଜାର ବର୍ଷ ପରେ ମମିରୁ ଆସୁଛି ଅଜବ ଶବ୍ଦ, ଏହା ଶୁଣି ବୈଜ୍ଞାନିକ ଆଶ୍ଚର୍ଯ୍ୟ
ଲଣ୍ଡନ: ଆପଣ ଫିଲ୍ମରେ ଦେଖିଥିବେ ୧୦୦୦ ବର୍ଷର ମମି ପୁଣି ଜିଇଁଉଠି କଥା କହିଥାଏ। ଥରେ ଚିନ୍ତା କଲେ ବାସ୍ତବରେ ଯଦି ଏମିତି ଘଟେ ତେବେ ଅବସ୍ଥା କ’ଣ ହେବ। ନିଶ୍ଚିତ ଭୟରେ ଦେହ ଶୀତେଇ ଉଠିବ। କିନ୍ତୁ ବ୍ରିଟେନ୍ରେ ଏମିତି…
ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍ ପଡ଼ିଲେ ୨ଭାଜପା ନେତା
ନୂଆଦିଲ୍ଲୀ,୨୯।୧: ଆକ୍ସନ ମୁଡ୍ରେ ଦିଲ୍ଲୀ ନିର୍ବାଚନ କମିଶନ। ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ଭାଜପା ଏମ୍ପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମ୍ପି ପ୍ରବେଶ ସିଂହ ବର୍ମା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭାଜପାର…
ଏବେ ବି ହଲ୍ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍ଭାନୀ
ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍ଭାନୀ ୯୨ ବର୍ଷରେ ବି ଖୁବ୍ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍ଭାନୀଙ୍କୁ ନିକଟରେ ସାଧାରଣତନ୍ତ୍ର ଦିବସ ପରେଡରେ ଦେଖାଯାଇଥିଲା। କେବଳ ଏତିକି ନୁହେଁ, ସେ ପୃଥ୍ବୀରାଜ ରୋଡ୍ରେ ଥିବା…
ପଦ୍ମ ଧରିଲେ ସାଇନା ନେହଓ୍ବାଲ
ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲିମ୍ପିକ୍ସରେ ୩ ଥର ଦେଶକୁ ପ୍ରତିନିଧିତ୍ୱ…
ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ
ବମ୍ବେ: ‘ବିଗ୍ବସ୍’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ ଏବଂ ଆସିମ-ହିମାଂଶୀଙ୍କ ପ୍ରେମର ଗାଡ଼ି ଏବେ ନୂଆ ନୂଆ ସୋପାନ ଦେଇ ଗତିକରୁଛି। ମଙ୍ଗଳବାର…
Archives


