ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି
ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ ବଢିବାରେ ଲାଗିଛି। ଏମାନେ ପ୍ରଥମେ ଗୁଜରାଟର ଅହମଦାବାଦ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।…
ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି
ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ ୭୨ ଦିନ ହେବ ବିଭିନ୍ନ ଦାବିକୁ ନେଇ ଧାରଣାରେ ବସିଥିବା ଶାହିନ୍ ଖାନ୍ ନାମ୍ନୀ…
ଉପହାର ସିନେମା ଅଗ୍ନିକାଣ୍ଡ ଘଟଣା: ପୀଡିତଙ୍କୁ ଲାଗିଲା ଝଟ୍କା
ନୂଆଦିଲ୍ଲୀ,୨୦।୨: ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପୀଡିତଙ୍କୁ ଲାଗିଛି ଝଟ୍କା। ସୁପ୍ରିମକୋର୍ଟ ପୀଡିତଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାସହ ଖୋଲା ଅଦାଲତରେ ମାମଲାର ଶୁଣାଣି କରିବାକୁ ମଧ୍ୟ ମନା କରି ଦେଇଛନ୍ତି। ଗତ ୧୩ ତାରିଖରେ ମାମଲାର…
ଦିନକୁ ୧୦ଥର ଗାଧୋଇବା ସହ ନୋଟ୍ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ
ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶାନ୍ତମୂର୍ତ୍ତୀ(୪୦) ଓ ପୁତ୍ତମନୀ(୩୮)ଙ୍କ ବିବାହ ୧୫ ବର୍ଷ ପୂର୍ବରୁ ହୋଇଥିଲା। ପୁତ୍ତମନୀ…
କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍ ବୟସର ଶିଶୁ
ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ଏଥିରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚାଇନାର ହୁବଇ ସହରରେ…
ଭିନ୍ନ ମେଳା: ଯେଉଁଠାରେ ବିବାହ ପାଇଁ ଅନ୍ୟର ସ୍ତ୍ରୀକୁ କରାଯାଏ ଚୋରି
ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହର ରୀତି ଭିନ୍ନ ପ୍ରକାରର। ଏମିତି ଏକ ରୀତି ରହିଛି ଯେଉଁଠାରେ ପୁରୁଷମାନେ ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରିଥାନ୍ତି। ପଶ୍ଚିମ ଆଫ୍ରିକାର ବୋଦାବେ ଜନଜାତିର ଲୋକମାନେ ଏପରି କରିଥାନ୍ତି। ଏପରି ବିବାହ ଏହି ଜନଜାତିଙ୍କର ଏକ…
ଜାପାନ ଜାହାଜରେ କରୋନା ଭାଇରସ୍ ସଂକ୍ରମିତ ୨ ବ୍ୟକ୍ତିଙ୍କ ମୃତ୍ୟୁ
ଟୋକିଓ,୨୦।୨: କରୋନା ଭାଇରସ୍ ଯୋଗୁ ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍କୁ ଅଲଗା ରଖାଯାଇଥିବା ବେଳେ ଏଥିରେ ସଂକ୍ରମିତ ହୋଇଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାପାନ କ୍ରୁଜରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଏମାନଙ୍କ…
ନିର୍ଭୟା ମାମଲା: କାନ୍ଥରେ ମୁଣ୍ଡ ବାଡେଇ ଆହତ ହେଲେ ବିନୟ
ନୂଆଦିଲ୍ଲୀ,୨୦।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ନିଜେ ରହୁଥିବା ସେଲ୍ର କାନ୍ଥରେ ମୁଣ୍ଡ ବାଡେଇ ନିଜକୁ ଆହତ କରିଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ହୋଇଥିବା ବେଳେ ଘଟଣାଟି ଗତ ୧୬ ତାରିଖର ବୋଲି…
କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍-୨’ ଶୁଟିଂ ସେଟ୍ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ
ଚେନ୍ନାଇ,୨୦।୨: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-୨ ଶୁଟିଂ ସେଟ୍ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍ରେ ଲାଗିଥିବା କ୍ରେନ୍ କ୍ରାଶ୍ ହେବା ଫଳରେ ଫିଲ୍ମ ସହନିର୍ଦ୍ଦେଶକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…
ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍ଙ୍କ ଫିଲ୍ମ କ୍ୟାରିୟର୍
ବଲିଉଡ୍ ଅଭିନେତ୍ରୀ ଜିଆ ଖାନ୍ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍ର ଏମିତି ଜଣେ ଅଭିନେତ୍ରୀ ଥିଲେ ଯେ, ଖୁବ୍ କମ୍ ସମୟରେ ସଫଳତା ପାଇବା ସହ…
ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି
ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟର ପ୍ରତି ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ବିଧାୟକମାନଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ ନେଇ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍ ଅନ୍ୟ ରାଜ୍ୟକୁ ଗସ୍ତ କରିବ। ବିଧାୟକଙ୍କ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ
ଚେନ୍ନାଇ, ୨୦।୨: ତାମିଲନାଡୁର ତିରୁପୁର ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କେରଳ ରାଜ୍ୟ ପରିବହନ ବସ୍ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୨୦ ଜଣଙ୍କ ଜୀବନ ଚାଲିଛି। ଗୁରୁବାର ସକାଳୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ…
Archives


