ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ନିର୍ଭୟା ପାଣ୍ଠି ପଡ଼ିରହିଛି: ୧୬ଶହ ୪୯ କୋଟିରୁ ୧୪୭ କୋଟି ହୋଇଛି ବିନିଯୋଗ; ୬ ରାଜ୍ୟରେ ଶୂନ ଖର୍ଚ୍ଚ
ନୂଆଦିଲ୍ଲୀ, ୧୬।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆବଣ୍ଟିତ କରାଯାଇଥିବା ନିର୍ଭୟା ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ିରହିଛି। ୨୦୧୩ଠାରୁ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଟଙ୍କାର ୯ ପ୍ରତିଶତ ଖର୍ଚ୍ଚ ହୋଇଛି। ମୋଟ ୧୬ଶହ ୪୯…
ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜବାବ ମାଗିଲେ ଇସି
ନୂଆଦିଲ୍ଲୀ,୧୬।୧୨: ଝାଡ଼ଖଣ୍ଡର ଗୋଡାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରୁଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍ ଇଣ୍ଡିଆ’ଏବେ ‘ରେପ୍ ଇନ୍ ଇଣ୍ଡିଆ’ରେ ପରିଣତ ହୋଇଛି ବୋଲି କହିଥିଲେ। ରାହୁଲଙ୍କ ଏହି ବୟାନ ଏବେ ବିବାଦୀୟ…
ଘରୋଇ ପ୍ଲଟରୁ ୩ ମହଲା କୋଠା ଭଙ୍ଗାଗଲା
ପୁରୀ ଅଫିସ୍, ୧୬।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଗତ କିଛିଦିନ ଧରି ମଙ୍ଗୁ ମଠ ଓ ସାନ ଛତା ମଠ ଭଙ୍ଗା ଯିବା ପରେ ସୋମବାର ଘରୋଇ ପ୍ଲଟକୁ ଫେରି ପ୍ରଶାସନ। ସକାଳୁ…
ସଙ୍କୁଚିତ ହେଉଛି ବୃହସ୍ପତିର ରେଡ୍ ସ୍ପଟ୍
ସୌରଜଗତରେ ବୃହତ୍ତମ ଗ୍ରହ ଭାବରେ ବୃହସ୍ପତିକୁ ବିବେଚନା କରାଯାଇଥାଏ। ଏଥିରେ ଗତ କିଛି ଦଶନ୍ଧି ଧରି ଏକ ବଡ଼ ରେଡ୍ ସ୍ପଟ୍ ଉପରେ ଗବେଷଣା ଜାରି ରହିଛି। ଏ ନେଇ ନିକଟରେ ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ମହାକାଶ ବିଜ୍ଞାନୀମାନେ ଏକ…
ଦାନ୍ତବିନ୍ଧାର ଘରୋଇ ଉପଚାର
ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ବିନ୍ଧିଥାଏ। ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ…
ଥାଇରଏଡ୍ ପାଇଁ ମେଦବହୁଳତା ଦାୟୀ ନୁହେଁ
ଥାଇରଏଡ୍ ପରି ସମସ୍ୟା ପାଇଁ ମେଦବହୁଳତା ଦାୟୀ ନୁହେଁ। ଏପରି ଏକ ରୋଚକପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏ ସମ୍ପର୍କରେ ଦୀର୍ଘଦିନ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ମିଶିଗାନ୍ ମେଡିକାଲ ସେଣ୍ଟରର ବିଶେଷଜ୍ଞମାନେ ଏପରି କଥା ଜାଣିପାରିଛନ୍ତି। ଗବେଷଣା…
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫୦ ବଖରା ଘର, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ
ପୁରୁଷୋତ୍ତମପୁର, ୧୬।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ସୋମବାର ଭୋର ସକାଳ ସମୟ ପ୍ରାୟ ୫ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ଟି ପରିବାରରର ୫୦ ବଖରା ଘର ସମ୍ପୁର୍ଣ୍ଣ ରୂପେ ପୋଡିଯାଇଛି ।…
ମ୍ୟାଲେରିଆ ଚିହ୍ନଟ କରିବାର ସହଜ ଉପାୟ
ମ୍ୟାଲେରିଆକୁ ଚିହ୍ନଟ କରିବାର ଏକ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ସାଧାରଣତଃ ଏହି ଜ୍ୱରକୁ ଚିହ୍ନଟ କରିବା ପାଇଁ ରକ୍ତପରୀକ୍ଷା କରାଯାଇଥାଏ। ହେଲେ ରାଇସ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଅଭିନବ ଉପାୟରେ ମ୍ୟାଲେରିଆକୁ ଚିହ୍ନଟ କରିପାରିଛନ୍ତି। ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ…
ଅଙ୍ଗାରକାମ୍ଳକୁ ନିୟନ୍ତ୍ରଣ କରିବ ବ୍ୟାକ୍ଟେରିଆ
ବର୍ତ୍ତମାନ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଏକ ଗମ୍ଭୀର ସମସ୍ୟା ଭାବରେ ଉଭାହୋଇଛି। ଏହାର ପ୍ରଭାବ ସିଧାସଳଖ ଜୀବଜଗତ ଉପରେ ପଡୁଛି। ତେଣୁ ବାୟୁ ପ୍ରଦୂଷଣକୁ କିପରି ଦୂରକରିହେବ ସେ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି। ଏ…
ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ
ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍ର କ୍ରିକେଟ ଲାଇଭ୍ ଶୋ’ରେ ପହଞ୍ଚି ଫିଲ୍ମର ପ୍ରମୋଶନ…
ହାଇଟେକ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍ ବାଟେଲ ଗ୍ରୁପ୍ ହେବେ ମୁତୟନ
ନୂଆଦିଲ୍ଲୀ,୧୬।୧୨: ଭାରତୀୟ ସେନା ହାଇଟେକ୍ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ରଣନୀତିରେ କେତେକ ପରିବର୍ତ୍ତନ କରାଯାଉଛି। ଏହା ଅନ୍ତର୍ଗତ ୨୦୨୦ ସୁଦ୍ଧା ୧୩ ଇଣ୍ଟିଗ୍ରେଟେଡ୍ ବାଟେଲ ଗ୍ରୁପ୍ଙ୍କୁ ମୁତୟନ କରାଯିବ। ସେଥିମଧ୍ୟରୁ ୪…
ରାଜାଙ୍କ ରୋଗ ଓ ରୋଗଙ୍କ ରାଜା
ରକ୍ତରେ ୟୁରିକ୍ ଏସିଡ୍ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍। ୟୁରିକ୍ ଏସିଡ୍ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ…
Archives


