Home

ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ପଓ୍ବନଙ୍କ ନୂଆ ଭୋଜପୁରୀ ଗୀତ ‘କମରିୟା ହିଲା ରହି ହେ’, ଦେଖନ୍ତୁ ଭିଡିଓ

ବମ୍ବେ: ରିଲିଜ ହୋଇଛି ନୂଆ ଭୋଜପୁରୀ ଗୀତ ‘କମରିଆ ହିଲା ରହି ହେ’। ଭୋଜପୁରୀ ଫିଲ୍ମଜଗତର ହିଟ୍‌ ମେଶିନ କୁହାଯାଉଥିବା ପଓ୍ବନ ସିଂ ଏହାକୁ ଗାଇଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ ଦଶ ମିଲିଅନ ଲୋକେ ଦେଖିସାରିଛନ୍ତି। ଗୀତରେ ପବନଙ୍କ…

ମାର୍ଚ୍ଚ ୩୧ ଯାଏ ଧାନ କିଣା ହେବ, ଯୋଗାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଧାନକିଣାକୁ ନେଇ ଗତ ଦୁଇଦିନ ଧରି ବିଧାନସଭାକୁ ବିରୋଧୀ ଦଳ ଅଚଳ କରି ରଖିଥିଲେ। ବାଚସ୍ପତି ଏହି ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ବିରୋଧୀ ଗୃହରେ ଆଉ କୌଣସି ଗଣ୍ଡଗୋଳ କରି ନ ଥିଲେ…

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର ଶୁଣାଣି କରିଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଡେମେରମୁଣ୍ଡା ଗ୍ରାମର ଅଭିଯୁକ୍ତ ଶିଶୁପାଲ ମାଝିଙ୍କୁ ଆଜୀବନ…

କରୋନା ଭାଇରସ: ଇଟାଲିରେ ୭ ମୃତ

ରୋମ,୨୫।୨: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା ବେଳେ ଏବେ ଏହା ଚାଇନା ବାହାରେ ବି କାୟା ବିସ୍ତାର କରିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, କରୋନା ଭାଇରସରେ ଏବେ ଇଟାଲିରେ ୭ ଜଣଙ୍କ ମୃତ୍ୟୁ ହୋଇଛି।…

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ

ପୁରୀ ଅଫିସ, ୨୫।୨: ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ବ୍ରହ୍ମଗିରି ରାଜସ୍ବ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର ଏବଂ ପିଅନ କବିତା ବେହେରା ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମି ପଟ୍ଟା ମ୍ୟୁଟେଶନ ପାଇଁ ସାନବନ୍ଧକେରାର ଅଶ୍ୱିନୀ ନାୟକଙ୍କଠାରୁ ସେ…

ଉତ୍ତର-ପୂର୍ବ ଦିଲ୍ଲୀରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନ ମୁତୟନ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାରେ ନା ଧରୁନି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନଙ୍କୁ ମୁତୟନ କରାଯାଇଛି। ଏହା ସହିତ ସ୍ପେସାଲ ସେଲ୍‌, କ୍ରାଇମ୍‌ ବ୍ରାଞ୍ଚ୍‌ ଏବଂ ଆର୍ଥିକ…

ମେଲାନିଆଙ୍କ ଜୀବନଶୈଳୀ : ୩ ଲକ୍ଷ ଟଙ୍କାର ମେକ୍‌ ଅପ୍‌; ଦେଢ଼କୋଟିର ଡ୍ରେସ୍‌

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆଙ୍କ ଜୀବନଶୈଳୀ ଅତି ବିଳାସପୂର୍ଣ୍ଣ। ପ୍ରତିଦିନ ତାଙ୍କର ମେକ୍‌ଅପ୍‌ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଥିପାଇଁ ସେ ମେକ୍‌ଅପ୍‌ ଆର୍ଟିଷ୍ଟ୍‌ଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ସେ ଦେଢ଼କୋଟି ଟଙ୍କାର ଡ୍ରେସ୍‌ ପିନ୍ଧିଥାନ୍ତି।…

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା ସରକାରୀ…

ଲାଞ୍ଚନେବା ପଡ଼ିଲା ମହଙ୍ଗା: ବାଧ୍ୟତାମୂଳକ ଅବସର ଗ୍ରହଣ କଲେ କୋକସରା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍‌ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ ନେଇ…

ଗୋଟିଏ ସେକେଣ୍ଡରେ ଲାଗିଥିବା ନିଆଁ ଲିଭିବାକୁ ଲାଗୁଛି ବର୍ଷ ବର୍ଷ: ରାହତ ଇନ୍ଦୋରି

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରାଯାଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସାର ରୂପ ନେଲାଣି। ମଙ୍ଗଳବାର ସୁଦ୍ଧା ଏହି ହିଂସାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏଥିରେ ଶତାଧିକ ଲୋକ ଆହତ ହୋଇଛନ୍ତି।…

ହସି-ହସି ପଢ଼ିବା ଶିଖିଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତି ମଙ୍ଗଳବାର ସର୍ବୋଦୟ କୋ-ଏଡ୍‌ ସିନିଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ହ୍ୟାପିନେସ୍‌ କ୍ଳାସ୍‌ରେ ଯୋଗଦେଇଛନ୍ତି। ହସି ହସି ଖେଳକୁଦ ମାଧ୍ୟମରେ କିପରି ପାଠପଢ଼ା କରାଯାଇପାରେ ତାହା ମେଲାନିଆ…

ବିରୋଧ ପ୍ରଦର୍ଶନର ଆବଶ୍ୟକତା ନାହିଁ, ଆମ ସରକାର ମାତ୍ର ୨ ମାସର: ଅଜିତ

ମୁମ୍ବାଇ,୨୫।୨: ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଏବେ ବିଭିନ୍ନ ବିଷୟକୁ ନେଇ କାମ କରିବା ଆରମ୍ଭ କରିଛି। ତେଣୁ ଏହି ସରକାରକୁ ବିରୋଧ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ ବୋଲି ମଙ୍ଗଳବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri