ନେହା କକ୍କଡ଼ଙ୍କୁ ବିବାହ ଶଗୁନ୍ ଭାବେ ଓଢ଼ଣୀ ଭେଟି ଦେଲେ କୁମାର ସାନୁ !
ମୁମ୍ବାଇ: ନେହା କକ୍କଡ଼ଙ୍କ ବିବାହ ଆଦିତ୍ୟ ନାରାୟଣଙ୍କ ସହିତ ହେବାକୁ ଯାଉଛି। ଏନେଇ ବିବାହ ଶଗୁନ୍ ଭାବେ କୁମାର ସାନୁ ନେହାଙ୍କୁ ଓଢ଼ଣୀ ଭେଟି ଦେଇଛନ୍ତି। ଏହା ଇଣ୍ଡିଆନ୍ ଆଇଡଲ୍-୧୧ର ଶୁଟିଂ ସେଟ୍ରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଆୟୋଜନ ଜୋର୍ସୋର୍ରେ…
କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ
ଥରୁଭାନନ୍ତପୁରମ୍,୨୯।୧: କେରଳ ବିଧାନସଭା ବଜେଟ୍ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍ ଅହମ୍ମଦ୍ ଖାଁ ସିଏଏ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପାଠ କରିଛନ୍ତି। ପୂର୍ବରୁ ସେ ଏହି ପ୍ରସ୍ତାବ ପାଠ…
ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍
ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍ ଲିଗ କ୍ୱାର୍ଟରଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ…
୨୦୧୯ରେ ଆଫଗାନିସ୍ତାନରେ ୭,୪୨୩ ବୋମା ମାଡ଼ କରିଛି ଆମେରିକା
ଓ୍ବାଶିଂଟନ,୨୯।୧: ଆଫଗାନିସ୍ତାନରେ ୨୦୧୯ରେ ଆମେରିକା ୭,୪୨୩ ବୋମା ମାଡ଼ କରିଥିଲା। ଏନେଇ ଆମେରିକା ଏୟାର ଫୋର୍ସ ସେଣ୍ଟ୍ରାଲ୍ କମାଣ୍ଡ୍ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ୨୦୧୮ରେ ଆଫାଗାନିସ୍ତାନରେ ଆମେରିକା ୭,୩୬୨ ବୋମା ମାଡ଼ କରିଥିଲା ବୋଲି ଏଥିରେ ଦର୍ଶାଯାଇଛି।…
ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍ ସର୍ଭିସ୍ ମେନ୍ରେ ସଫଳତା ପାଇଲେ ବସ୍ କଣ୍ଡକ୍ଟର
ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର ଭାବେ ୮ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ୫ ଘଣ୍ଟା ପାଠ…
ରତନ ଟାଟାଙ୍କ ପାଦ ଛୁଇଁଲେ ନାରାୟଣ ମୂର୍ତ୍ତି
ନୂଆଦିଲ୍ଲୀ,୨୯।୧: ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ତାଙ୍କୁ ଟାଇକୋନ ପକ୍ଷରୁ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ସମାରୋହରେ ଅନ୍ୟତମ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଇନ୍ଫୋସିସ୍ର…
ମେହରରେ ଗୀତା-କୋରାନ୍-ବାଇବେଲ୍ ମାଗିଲେ ମୁସଲମାନ୍ କନ୍ୟା
କୋଲ୍ଲମ୍,୨୯।୧: ମୁସଲମାନ୍ ବିବାହରେ କନ୍ୟା ବରଙ୍କୁ ମେହର ମାଗିଥାନ୍ତି। ତେବେ କେରଳରେ ଜଣେ କନ୍ୟା ବିବାହରେ ମେହରରେ ୮୦ଟି ପୁସ୍ତକ ମାଗିଛନ୍ତି। ସେଥିମଧ୍ୟରେ ଗୀତା-କୋରାନ୍-ବାଇବେଲ୍ ଆଦି ଧର୍ମଗ୍ରନ୍ଥ ରହିଛି। ବର ଇଜାଜ୍ ହାକିମ୍ କନ୍ୟା ଅଜ୍ନା ନାଜିମ୍ଙ୍କୁ ୯୬ ପୁସ୍ତକ ଉପହାର…
ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ
ପୂର୍ବତନ ଭାରତୀୟ ଶୁଟର୍ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ ଏବେ ରାଜନୀତିରେ ମଧ୍ୟ କରିସ୍ମା ଦେଖାଇଛନ୍ତି। ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକ ସଭା ଆସନରୁ…
କଫି ବର୍ଜ୍ୟରୁ ତିଆରି ହେଲା ସନ୍ଗ୍ଲାସ୍
କିଓ୍ବି,୨୯।୧: ପ୍ଲାଷ୍ଟିକ୍ର ବ୍ୟବହାର ରୋକିବା ପାଇଁ ୟୁକ୍ରେନ୍ର କଫି କମ୍ପାନୀ ପକ୍ଷରୁ ଏକ ନିଆରା ସନ୍ଗ୍ଲାସ୍ ତିଆରି କରାଯାଇଛି। ଏହା କଫି ବର୍ଜ୍ୟରୁ ପ୍ରସ୍ତୁତ ହୋଇଛି। ଏହାକୁ ପିନ୍ଧିଲେ କଫିର ବାସ୍ନା ଆସିବ ବୋଲି କମ୍ପାନୀ କହିଛି। ଏହାକୁ କଫି ସନ୍ଗ୍ଲାସ୍…
ମହିଳା ଆଇନଜୀବୀ ଦୀପାଳି ଆତ୍ମହତ୍ୟା ମାମଲା: ଖୋର୍ଦ୍ଧା ଜିଲା ଦୌରାଜଜ୍ କୋର୍ଟରେ ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର,୨୯ା୧(ବ୍ୟୁରୋ):ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ମଙ୍ଗଳବାର ଖୋର୍ଦ୍ଧା ଦୌରାଜଜ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୪ ମାସ ଧରି ଫେରାର ରହିଥିବା ବିକ୍ରମ ନିକଟରେ ହାଇକୋର୍ଟରେ ଆତ୍ମସମର୍ପଣ କରିବାକୁ…
ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି
ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ…
ମାଛ, ସୁଜି, ବିଲାତି ଭିତରେ ଆସୁଛି ବ୍ରାଉନସୁଗାର
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ବ୍ରାଉନସୁଗାର ର଼୍ୟାକେଟର ଚେର ବାଂଲାଦେଶକୁ ଲମ୍ବିଛି। କେତେବେଳେ ଭାୟା କଲିକତା ଦେଇ ତ ପୁଣି କେତେବେଳେ ବଙ୍ଗୋପସାଗର ଦେଇ ଓଡ଼ିଶାକୁ ପଶୁଛି ବ୍ରାଉନସୁଗାର। ମାଛ, ସୁଜି, ବିଲାତି ଭିତରେ ଚାଲାଣ ହେଉଛି ଏହି ନିଶାଦ୍ରବ୍ୟ। ତେବେ ବିଗତ…
Archives


