ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ୍ ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ
ଭଞ୍ଜନଗର,୨୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ଆଇଟିବିପି ହାବିଲଦାର ଶହୀଦ୍ ପ୍ରଶାନ୍ତ କୁମାର ଲେଙ୍କା(୩୮)ଙ୍କ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାର୍ଡ ଅଫ୍ ଅନର ସହ ତୋପ ସଲାମି ପରେ ସ୍ଥାନୀୟ ବେଲେଶ୍ୱର ଶ୍ମଶାନରେ…
ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ
କ.ନୂଆଗାଁ,୨୯ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା କରିଛନ୍ତି ପୁଅ। ମୃତ ହେଲେ ପ୍ରମା ପ୍ରଧାନ (୪୫)। ପ୍ରକାଶ ଯେ, ସାରଙ୍ଗଗଡ଼ ଥାନା…
ବାହାଘରରେ ଚାରା ବାଣ୍ଟିଲେ
ଆରଡ଼ି,୨୯।୨(ଡି.ଏନ.ଏ.)-ବାହାଘର ଏକ ସାମାଜିକ ପ୍ରଥା। ବାହାଘରରେ କନ୍ୟାଙ୍କୁ ନାନାଦି ଦ୍ରବ୍ୟ ଉପହାର ରୂପେ ଦିଆଯାଇଥାଏ। ହେଲେ ଭଦ୍ରକ ଜିଲା ଧାମନଗର ବ୍ଲକ ପାଳସାହିଠାରେ ଭାଗ୍ୟଶ୍ରୀ ନାୟକ ନାମ୍ନୀ ଜଣେ କନ୍ୟା ନିଜ ବାହାଘରରେ ଚାରା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି। ସେ ବିବାହ…
ମାର୍ଚ୍ଚ ପହିଲାରୁ ମୋଟରଯାନ ଆଇନ କଡ଼ାକଡ଼ି: ଟ୍ରାଫିକ ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଦାରିଙ୍ଗବାଡ଼ି,୨୯।୨(ଡି.ଏନ୍.ଏ.): ମାର୍ଚ୍ଚ ପହିଲା ଅର୍ଥାତ୍ ରବିବାରଠାରୁ ସରକାର କଡ଼ାକଡ଼ି ଭାବେ ମୋଟରଯାନ ଆଇନ ପାଳନ କରୁଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ଶନିବାର ଦାରିଙ୍ଗବାଡ଼ି ଥାନା…
ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି
ବଲିଉଡ୍ କଳାକାରମାନେ ପ୍ଲାଷ୍ଟିକ୍ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀର ସହାୟତା ନେଇଛନ୍ତି। ମାତ୍ର ଖୁବ୍ କମ୍ କଳାକାର ରହିଛନ୍ତି ଯେଉଁମାନେ…
ରେଖାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିବେ ଆଜିକାଲିର ଅଭିନେତ୍ରୀ
ରେଖା ବଲିଉଡ୍ର ଏଭର ଗ୍ରୀନ୍ ଅଭିନେତ୍ରୀ। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ଆଜିକାଲିର ଅଭିନେତ୍ରୀମାନେ। ସିଲ୍କ ଏବଂ କାଞ୍ଜିବରମ୍ ଶାଢ଼ିକୁ ରେଖା ବେଶ୍ ଭଲ ପାଆନ୍ତି ବୋଲି ସମସ୍ତେ ଜାଣନ୍ତି। ଅଧିକାଂଶ ଉତ୍ସବରେ ତାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଥାଏ। ଖାଲି…
କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି
ଭୁବନେଶ୍ୱର, ୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ଆୟୋଜିତ ଜାତୀୟ କର୍ମଶାଳାରେ ଶନିବାର ଦ୍ୱିତୀୟ ଦିନରେ ଏପରି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ…
ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ
ପୁରୁଷୋତ୍ତମପୁର,୨୯।୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା ପରିଷଦର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳ କବୀନ୍ଦ୍ର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମାର୍ଚ୍ଚ…
ଛିଡ଼ା ହୋଇଥିବା ଟ୍ରକ୍କୁ ସାମ୍ନାରୁ ପିଟିଲା ଟ୍ରକ୍
ଭବାନୀପାଟଣା,୨୯।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ ନଂ.୨୬ ରିଷିଗାଁ ରିଲାଏନ୍ସ ପେଟ୍ରୋଲପମ୍ଫ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ଏକ ୟୁକାଲିପଟାସ୍ ବୋଝେଇ ଟ୍ରକ ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ମାଲ ବୋଝେଇ ଟ୍ରକ୍ ତାକୁ ସାମ୍ନାରୁ…
କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ
ଭବାନୀପାଟଣା,୨୯।୨(ଡି.ଏନ୍.ଏ.): ମାଟ୍ରିକ୍ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ ଜଣେ, ଜୟପାଟଣା ଉମାଶଙ୍କର ହାଇସ୍କୁଲରେ ୫, ଉତ୍କଳ ଆଶ୍ରମ ହାଇସ୍କୁଲରେ ୨ ଜଣଙ୍କ ସମେତ…
ପ୍ରିୟଙ୍କାଙ୍କ ସହିତ ଫଟୋ ଶେୟାର କରି ନିକ୍ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଂଶସକମାନେ ବେଶ୍ ପସନ୍ଦ କରିଥାନ୍ତି। ବିବାହପରଠାରୁ ଖାଲି ପ୍ରିୟଙ୍କାଙ୍କୁ ନୁହେଁ, ତାଙ୍କ ସ୍ବାମୀ ନିକ୍ ଜୋନାସଙ୍କୁ ମଧ୍ୟ ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି। ଯେତେବେଳେ ବି ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି…
ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି
ଜୟପୁର,୨୯ା୨(ଡି.ଏନ୍.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର ମନ୍ମଥ ସାସ୍ମଲ, ମାଲକାନଗିରି ଜିଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ। ସମସ୍ତେ ମହାବିଦ୍ୟାଳୟର…
Archives


