ନାରୀ ଯେବେ ସାଜେ ପୁରୁଷ
ଈଶ୍ୱର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରଖି ସୃଷ୍ଟି କରିଛନ୍ତି ନାରୀ ଓ ପୁରୁଷ। ତେବେ ବେଳେବେଳେ ଏମିତି ସମୟ ଆସିଛି ଯେତେବେଳେ ନାରୀଟିଏ ପୁରୁଷ ସାଜିବା ପାଇଁ ବାଧ୍ୟ ହୋଇଛି। ଏମିତି ଏକ ଲୋକପ୍ରିୟ ଉଦାହରଣ ରହିଛି ମହାଭାରତରେ। ସୁଧନ୍ବା ନାମରେ…
ଭାରସାମ୍ୟ ହରାଇ ଓଲଟିଲା ବସ୍, ୪୦ ଆହତ
ସିମୁଳିଆ,୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ୧୬ନଂ. ଜାତୀୟ ରାଜପଥ ମଞ୍ଜୁରୀପୁର ନିକଟରେ ରବିବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୪୦ ଜଣ ଆହତ ହୋଇଛନ୍ତି। ଓଡି ୧୧ ଜେ ୯୯୯୦…
୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର
କାନାଡାର ଭାନ୍କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍ ଏବଂ ତାଙ୍କ ସ୍ବାମୀ ୱେନ୍ ଆଡାମସ୍ ବାସ କରନ୍ତି। ୭୧ବର୍ଷୀୟ ଆଡାମସ୍ ୧୯୯୧ରେ ଏହି ଘର ନିର୍ମାଣ ଆରମ୍ଭ କରିଥିଲେ। ଉକ୍ତ ଘରଟି ସୌର ଶକ୍ତି…
ଚାଇନା ବାହାରେ ଚିହ୍ନଟ ହେଲେଣି ୬ହଜାର କରୋନା ଭାଇରସ ସଂକ୍ରମିତ
ଜେନେଭା,୧।୩: ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ପ୍ରାୟ ୧,୩୦୦ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା ୬,୦୦୯ରେ ପହଞ୍ଚିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଫେବୃୟାରୀ ୨୯ ସକାଳ ୧୦ଟା ସୁଦ୍ଧା…
ଜାହାଜରୁ ଖସିପଡ଼ିଲେ ମହିଳା: ବଞ୍ଚାଇବା ପାଇଁ ୪୦ ଫୁଟରୁ ଡେଇଁଲେ କ୍ୟାପ୍ଟେନ
ମିଆଁମାର: ଡାଲା ପୋର୍ଟରେ ଜଣେ ମହିଳା ଜାହାଜରୁ ଖସି ୟଙ୍ଗୁନ ନଦୀରେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବା ପାଇଁ ୬୦ ବର୍ଷୀୟ କ୍ୟାପ୍ଟେନ୍ ୪୦ ଫୁଟ ଉଚ୍ଚରୁ ଡେଇଁ ତାଙ୍କ ଜୀବନ ରକ୍ଷା କରିଲେ। କ୍ୟାପ୍ଟେନ୍ ୟୁ ମାଏଣ୍ଟ କୁହନ୍ତି, ଆମ ଜାହାଜ…
ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ
ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ ଆଉ ୨୨ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସେ କହିଛନ୍ତି। କରୋନା ଭାଇରସର…
ମା’ ହେବାକୁ ଯାଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗର୍ଲ ଫ୍ରେଣ୍ଡ
ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ କରିଛନ୍ତି ବୋଲି ଶନିବାର କହିଛନ୍ତି। ତେବେ ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭରେ ଏମାନେ ମାତାପିତା ହେବେ…
ଶାହୀନ ବାଗରେ ୧୪୪ ଧାରା ଜାରି
ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ହିନ୍ଦୁ ସେନା ପକ୍ଷରୁ…
ନୀତୀଶଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ଜନ୍ମଦିନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍ କରି ନୀତୀଶଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ରାଜନୀତିରେ ତାଙ୍କର ଅବଦାନ ଓ…
‘ଅଳଙ୍କାର’ ବସ୍ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି
ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା ‘ଅଳଙ୍କାର’ ନାମକ ଏକ ଘରୋଇ ବସ୍ ଦୁର୍ଘଟଣା ଘଟିବା ଯୋଗୁ ୨୫ଜଣ ଯାତ୍ରୀ ଆହତ…
ବିନା ଖାଦ୍ୟ, ଔଷଧରେ ୬ ଓଡ଼ିଆ ପରିବାର
ନୂଆଦିଲ୍ଲୀ,୧।୩: ଉତ୍ତରପୂର୍ବ ଦିଲ୍ଲୀରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଛି। ଏହା ସତ୍ତ୍ୱେ ଖଜୁରି ଖାସ୍ ଅଞ୍ଚଳରେ ରହିଥିବା ୬ ଓଡ଼ିଆ ପରିବାର ଏବେ ବି ଦଙ୍ଗାଜନିତ ମାନସିକ ଆଘାତରୁ ମୁକୁଳିପାରି ନାହାନ୍ତି। ଦଙ୍ଗା ସମୟର କଥା ମନେପକାଇ ସେମାନେ କହିଛନ୍ତି,…
ମୁହ୍ବିଦ୍ଦିନ୍ ୟାସିନ ମାଲେସିଆ ପ୍ରଧାନମନ୍ତ୍ରୀ
କୁଆଲାଲୁମ୍ପୁର,୧।୩(ଏଏଫ୍ପି): ପୂର୍ବତନ ଗୃହମନ୍ତ୍ରୀ ମୁହ୍ବିଦ୍ଦିନ୍ ୟାସିନଙ୍କୁ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ନିଯୁକ୍ତି ଦିଆଯାଇଛି। ଫଳରେ ମହାଥିର୍ ମହମ୍ମଦଙ୍କ ଶାସନର ଅନ୍ତ ହୋଇଛି। ମୁହ୍ବିଦ୍ଦିନ ରବିବାର ଶପଥ ଗ୍ରହଣ କରିବେ। କିଛି ଦିନର ଅଚଳାବସ୍ଥା ପରେ ମହାଥିର୍ ପ୍ରଧାନମନ୍ତ୍ରୀ ପଦରୁ…
Archives


