Home

ଲକ୍‌ଡାଉନ୍‌: ଖୋଲା ରହିଛି ଓଖଲା ମାର୍କେଟ

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏବେବି ରାଜଧାନୀ ଦିଲ୍ଲୀର ଓଖଲା ମାର୍କେଟ ଖୋଲା ରହିଛି । ପୂର୍ବପରି ଶନିବାର ଏଠାରେ ପନିପରିବା ଓ ଫଳ ଦୋକାନ ସବୁ ଖୋଲା ଥିବା…

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଟପିଲା ୫୯ ହଜାର; ୧୦ ଲକ୍ଷ ୯୮ ହଜାର ସଂକ୍ରମିତ

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଇତିମଧ୍ୟରେ କରୋନା ସଂକ୍ରମଣ ଯୋଗୁ ୫୯ ହଜାର ୧୪୧ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୮ ହଜାର ଛୁଇଁଛି । ସେହିପରି…

କରୋନା ସଂକ୍ରମଣ ପାଇଁ ଚାଇନା ମାଂସ ବଜାରକୁ ଦାୟୀ କଲେ ମୋରିସନ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜାତିସଂଘରେ ଅପିଲ୍‌

ମେଲବୋର୍ନ, ୪ ।୪: ପୃଥିବୀରେ ଦେଖାଦେଇଥିବା କରୋନା ଆତଙ୍କ ପାଇଁ ଚାଇନାର ମାଂସ ବଜାର ହିଁ ଦାୟୀ । ଏନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଅଭିଯୋଗ କରିଛନ୍ତି । ଚାଇନା ମାଂସ ବଜାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେହିପରି ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ମାସ୍କ, ଗ୍ଲୋଭସ୍ ଏବଂ…

କରୋନାକୁ ଭୟ ନାହିଁ: ୫ମିନିଟ୍‌ରେ ନମୁନା ପରୀକ୍ଷା ହେବ ସମ୍ଭବ; ଏପ୍ରିଲ୍ ୧୮ ସୁଦ୍ଧା ଭାରତକୁ ଆସିବ ର‌୍ୟାପିଡ୍ କିଟ୍‌

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ଭାରତରେ ବଢ଼ିଚାଲିଥିବା ବେଳେ ଏକ ଖୁସି ଖବର ମିଳିଛି । ଏବେ କରୋନା ସଂକ୍ରମିତଙ୍କ ନମୁନା ପରୀକ୍ଷା ମାତ୍ର ୫ମିନିଟ୍‌ରେ ସମ୍ଭବ ହୋଇପାରିବ । ଆମେରିକାର ଏଡ଼ୋବ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ…

ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି ଦିଆଯାଇଛି। ଏକାମ୍ର ସିନେମା ହଲ ଛକ ଠାରୁ ଝାରପଡା କେନାଲ ରୋଡ଼, ଝାରପଡ଼ା କେନାଲରୁ…

ସଚେତନତା ବାର୍ତ୍ତା ବାଣ୍ଟିଲେ ଛାତ୍ର, ମହିଳା

ଜଟଣୀ,୩ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ମୁକାବିଲା ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଷ୍ଟମଶ୍ରେଣୀ ଛାତ୍ର ମହେଶ ମହେନ୍ଦ୍ର ଏବଂ ସାମାଜିକ କର୍ମୀ ଗୌରୀ ସାହୁ। ଦୁହେଁ ଶୁକ୍ରବାର ଜଟଣୀ ନୂଆ ବସ୍‌ଷ୍ଟାଣ୍ଡ ଏବଂ ଗୋରୁହାଟ ଆଦି ଅଞ୍ଚଳର ଅସ୍ଥାୟୀ ପରିବା ଓ ମାଛ…

୨୪ ଘଣ୍ଟାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧

ନୂଆଦିଲ୍ଲୀ,୩।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଶୁକ୍ରବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର…

ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଗୁଡଭେଲା,୩।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଗୁଡଭେଲା ପ୍ରଶାସନ ପକ୍ଷରୁ ବ୍ଲକର ୧୩ଟି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବ୍ଲକ୍‌ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଏହି ସବୁ ଖାଦ୍ୟ ରନ୍ଧା କେନ୍ଦ୍ରକୁ ଯାଇ ତଦାରଖ କରୁଛନ୍ତି। ଶୁକ୍ରବାର ୧୩ଟି ପଞ୍ଚାୟତର ପ୍ରାୟ ୯୭୪ ଜଣଙ୍କୁ…

କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ସେ କେତେଜଣ ଖେଳାଳିଙ୍କ ସହିତ ଏହି ପ୍ରସଙ୍ଗରେ…

ଟେନିସ୍‌ ଖେଳାଯିବା ନେଇ ଆଶଙ୍କା ପ୍ରକାଶ କଲେ ଓ୍ବିମ୍ବେଲଡନ ମୁଖ୍ୟ

ଲଣ୍ଡନ,୩।୪(ଏଏଫ୍‌ପି)- ଚଳିତବର୍ଷ ଅର୍ଥାତ୍‌ ୨୦୨୦ରେ ଟେନିସ ଖେଳାଯାଇପାରିବ ନାହିଁ ବୋଲି ଓ୍ବିମ୍ବେଲଡନ ମୁଖ୍ୟ ରିଚାର୍ଡ ଲୁଇସ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଚଳିତବର୍ଷ ସମ୍ପୂର୍ଣ୍ଣ ରୂପେ ଟେନିସ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତମାସ ପ୍ରାରମ୍ଭରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?