କରୋନା ମୁକାବିଲା: ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୧।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ଶେଷ ହେବାକୁ ଆଉ ସପ୍ତାହେ ବାକି ରହିଛି। ଦୀର୍ଘ ୪୭ ଦିନ ଲକ୍ଡାଉନ ପରେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ କରୋନା ମୁକାବିଲା…
୪୮ ଘଣ୍ଟା ଶଟ୍ଡାଉନ ଘୋଷଣା କଲେ ଖଇରା ସରପଞ୍ଚ
ଖଇରା, ୧୦ା୫(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଜନଗହଳି ଉପରେ କଟକଣା ଲଗାଇବା ଉଦ୍ଦେଶ୍ୟରେ ସ୍ଥାନୀୟ ସରପଞ୍ଚ ସୁଦର୍ଶନ ସେଠୀ ୪୮ଘଣ୍ଟିଆ ଶଟ୍ଡାଉନ ଘୋଷଣା କରିଛନ୍ତି। ଆସନ୍ତା ମଙ୍ଗଳବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ…
ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର
ଜୁନାଗଡ,୧୦ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଚିଲଗୁଡା ଫାଣ୍ଡି ଅଞ୍ଚଳର ନଅ ପଞ୍ଚାୟତର ୪୬ଜଣ ରକ୍ତଦାନ କରିଥିଲେ।…
ବଜ୍ରପାତରେ ଜଣେ ମୃତ, ୩ ଗୁରୁତର
ଠାକୁରମୁଣ୍ଡା,୧୦ା୫(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ କେଶଡ଼ିହା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା
ଝାରବନ୍ଧ,୧୦।୫(ଡି.ଏନ.ଏ): ବରଗଡ଼ ଜିଲା ଜଗଦଲପୁରସ୍ଥିତ ଏକ ସୋ ରୁମରୁ ନୂଆ ବାଇକ୍ କିଣି ସେଥିରେ ଘରକୁ ଫେରିବା ବାଟରେ ରବିବାର ଜଣେ ଯୁବକ ଦୁର୍ଘଟଣା ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ମୃତକ ହେଲେ ଝାରବନ୍ଧ ଥାନା ଡଭା ନିକଟ ଅନୁଗୁଳର…
ଉଦ୍ଧାର ପାଇଁ ପ୍ରବାସୀ ଓଡ଼ିଆଙ୍କ ନିବେଦନ
ବରଗଡ଼ ଅଫିସ୍,୧୦।୫: ଲକ୍ ଡାଉନ୍ ଯୋଗୁ ବରଗଡ଼ ଜିଲାର ପ୍ରାୟ ୩୦ଜଣ ଯୁବତୀଯୁବକ ତାମିଲନାଡ଼ୁର ତିରପୁରରେ ଫସି ରହିଛନ୍ତି । ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସକ୍ଷମ ହୋଇ ପାରିନାହାନ୍ତି । ଗାଡ଼ି, ମୋଟର ଚାଲୁ ନ ଥିବାବେଳେ ଗାଡ଼ିଭଡ଼ା…
ଗଛତଳେ ଆଶ୍ରୟ ନେଲେ ପ୍ରବାସୀ ଶ୍ରମିକ
ବରଗଡ଼ ଅଫିସ୍,୧୦।୫: କରୋନା (କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣା ଲାଗୁ ହୋଇଛି । ଏହି କଟକଣାକୁ ଦେଢ଼ମାସ ବିତି ଯାଇଛି । ତେବେ ଏଥିପାଇଁ ପ୍ରବାସୀ ଶ୍ରମିକଙ୍କୁ ଖୁବ୍ ହଟହଟା ହେବାକୁ ପଡ଼ୁଛି । ରୋଜଗାର…
ଧାନକଟାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ
ବସ୍ତା, ୧୦।୫ (ଡି.ଏନ.ଏ)- ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ଧାନକଟାକୁ କେନ୍ଦ୍ର କରି ଆକ୍ରମଣ ଯୋଗୁ ଗରାଙ୍ଗ ସୁର (୬୦) ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ପାଚିଲା ଧାନ କାଟି ଆଣି…
ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା
ଖଇରା, ୧୦।୫(ଡି.ଏନ.ଏ.)-ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ା ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କୋଲକାତା ଫେରନ୍ତା ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ଏ ଦିଗରେ ସତର୍କ ରହିବା ପାଇଁ କେନ୍ଦ୍ର…
୨୦୨ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଇଏନ୍ଏସ୍ ମଗର
ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍ ସମୁଦ୍ର ସେତୁ ଅଭିଯାନ ଆରମ୍ଭ…
ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା
ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଗୁରୁନଗର ଶାସନ ନିକଟ ଦଣ୍ଡାକୁଳ ପାଟରେ ମେଶିନ ଦ୍ୱାରା ଧାନ କଟାଯାଉଥିଲା।…
ଚାଲି ଚାଲି ଆସି ଥକି ପଡ଼ିଲେ
ବାରିପଦା ଅଫିସ, ୧୦ା୫- କରୋନା ସଂକ୍ରମଣକୁ ରୋକିବା ପାଇଁ ତୃତୀୟ ପର୍ଯ୍ୟାୟରେ ହୋଇଥିବା ଲକ୍ଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ଏବେ ଘରମୁହଁ। ହୋଇଛନ୍ତି। କିଏ ବସ୍ରେ ତ ଆଉ କିଏ ଟ୍ରେନ୍ରେ ଆସୁଛନ୍ତି। ସେହିଭଳି କେତେକ ବାଇକ୍…
Archives


