Home

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ

ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ କମିଟି ମୁଖ୍ୟ ସୁନୀଲ ଜୋଶୀଙ୍କ ଅଧ୍ୟକ୍ଷତାରେ ଏହି ଦଳ ଘୋଷଣା କରାଯାଇଛି। ଦୀର୍ଘ ଦିନ…

ବଣିକ ସଂଘ-ହେମାଲ ସଂଘ ମୁହାଁମୁହିଁ: ଥାନାଧିକାରୀଙ୍କ ବଦଳି ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୮।୩ : ଏକ ମାଲ୍‌ ବୋଝେଇ ଗାଡ଼ିରୁ ଜିନିଷପତ୍ର ଅନଲୋଡିଂ ବେଳେ ଜିଲା ବଣିକ ସଂଘ ଓ ହେମାଲ ସଂଘ ରବିବାର ମୁହାଁମୁହିଁ ହୋଇଥିଲେ । ଏନେଇ ବଣିକ ସଂଘ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତେବେ ପୋଲିସ ପିସିଆର…

ନଦୀକୁ ଗାଧୋଇବାକୁ ଯାଇ ଦାଦା-ପୁତୁରା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଝାରସୁଗୁଡ଼ା ଅଫିସ,୮।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଇବ୍‌ ନଦୀକୁ ଗାଧୋଇବାକୁ ଯାଇ ଦାଦା ପୁତୁରା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ରବିବାର ସକାଳୁ ଦାଦା ଓ ପୁତୁରା ନଦୀକୁ ଗାଧୋଇବାକୁ ଯାଇଥିଲେ।…

ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ମିଶନ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ…

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବା ପ୍ରସଙ୍ଗ: ଶ୍ୱେତପତ୍ର ଦାବି କଲା ଭାଜପା

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରବିବାର ଏକ ଖବରଦାତା ସମ୍ମିଳନୀରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି। ହରିଚନ୍ଦନ…

ଏଣିକି ଏନ୍‌ଡିଆର୍‌ଏଫ୍‌ରେ ନିୟୋଜିତ ହେବେ ମହିଳା ଯବାନ: ଡିଜି

ଭୁବନେଶ୍ୱର,୮ା୩(ବ୍ୟୁରୋ): ଏଣିକି ଏନ୍‌ଡିଆର୍‌ଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ବିଶ୍ୱ ମହିଳା ଦିବସ ଅବସରରେ ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଏନ୍‌ଡିଆର୍‌ଏଫ୍‌ ବାଟାଲିୟନ୍‌ରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍‌ ରହିବ। ପ୍ରତି…

ନିରଞ୍ଜନଙ୍କ ପ୍ରଶ୍ନ: ଅଧିକ ସୁଧ ନା କମିଶନ ଆଶାରେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରବିବାର ଏ ସମ୍ପର୍କରେ ପଚରାଯିବାରୁ ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ…

‘ମହିଳା ସୁଦୃଢ଼ ହେଲେ ଦେଶ ଆଗକୁ ଯିବ’

ଆନନ୍ଦପୁର,୮।୩(ସ୍ବ.ପ୍ର.): ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆନନ୍ଦପୁର ପୌରପରିଷଦ ଫକୀରପୁର ହାଟ ପଡ଼ିଆରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ଉନ୍ନତି…

ଇନ୍ଧନ ଭରା ଟ୍ରକ ସହ ୨ ଯାତ୍ରୀବାହୀ ବସ ଧକ୍କା: ୩୦ ମୃତ

ଦମିଶ୍କ,୮।୩: ସିରିଆରେ ଏକ ଇନ୍ଧନ ଭରା ଟ୍ରକ ସହିତ ୨ ଯାତ୍ରୀବାହୀ ବସ ଧକ୍କା ହୋଇଛି। ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଦମିଶ୍କ-ହାମ୍ସ୍‌ ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ଆହତ ହୋଇଥିବା ଲୋକଙ୍କୁ…

ଭାଜପା କିମ୍ବା ବିଜେଡିକୁ ଭୋଟ ଦେବନି କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭୋଟ ଦେବେ ନାହିଁ। ପ୍ରାର୍ଥୀ ନ ଥିବାରୁ ଭୋଟ କାହିଁକି ଦେବୁ ବୋଲି ରବିବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭା ଲାଗି ବିଜେଡି…

ଲୋକ ସଂସ୍କୃତି ଓ ବିଶ୍ୱାସର ପ୍ରତୀକ ପର୍ବ ‘ହୋଲିପୁଡ଼ା’

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ପାଳିତ ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ରଙ୍ଗର ପର୍ବ ହୋଲିର ଅବ୍ୟବହିତ ପୂର୍ବରୁ ପାଳିତ ହେଉଥିବା ‘ହୋଲିପୁଡ଼ା’ ପର୍ବ ନିଆରା ଓ ଅନନ୍ୟ। କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଗ୍ରାମାଞ୍ଚଳରେ ଏହି ହୋଲିପୁଡା ପର୍ବ ଭିନ୍ନ ରୀତି…

ପୂର୍ବତନ ପିଡ଼ିପି ନେତା ଘୋଷଣା କଲେ ନୂଆ ରାଜନୈତିକ ଦଳ

ଶ୍ରୀନଗର,୮।୩: ଜମ୍ମୁ-କଶ୍ମୀରର ପୂର୍ବତନ ପିଡ଼ିପି ନେତା ତଥା ପୂର୍ବ ମନ୍ତ୍ରୀ ଅଲତାଫ୍‌ ବୁଖାରୀ ତାଙ୍କର ନୂଆ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ ‘ଜମ୍ମୁ-କଶ୍ମୀର ଆପନି ପାର୍ଟି’(ଜେକେଏପି) ରଖିଛନ୍ତି। ଏହି ନୂଆ ରାଜନୈତିକ ଦଳରେ କଂଗ୍ରେସ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri