Home

ଲକ୍‌ଡାଉନ୍‌ରେ ଘରେ ବସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି; ଜାଣନ୍ତୁ କେମିତି

କରୋନା ଭାଇରସ୍‌ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍‌ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲି ଘରେ ବସି ସୋସିଆଲ ମିଡିଆରେ ବେଶ୍‌…

ଶଟ୍‌ଡାଉନ୍‌ ପ୍ରଭାବ: ଗରଦପୁର ଅଞ୍ଚଳ ଜନଶୂନ୍ୟ

ପାଟକୁରା,୭।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ୧୧ଟି ଜିଲାରେ ଜୁନ୍‌ ମାସ ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଭୁକ୍ତ। ତେବେ ରବିବାର ଜିଲାର ଗରଦପୁର ବ୍ଲକ ଅଞ୍ଚଳରେ ଶଟ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ଶନିବାର…

ଶଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଛତ୍ରପୁରର ୯ ଦୋକାନ ସିଲ୍‌

ଛତ୍ରପୁର,୭ା୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଜାରିରହିଛି। ଅପରପକ୍ଷରେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରିଥିବାରୁ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରର ୯ଟି ଦୋକାନକୁ ରବିବାର ଏନ୍‌ଏସି କର୍ତ୍ତୃପକ୍ଷ ସିଲ୍‌ କରିଦେଇଛନ୍ତି। ଏଥିସହ ଏହି ଦୋକାନୀମାନଙ୍କଠାରୁ ୯ ହଜାର…

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ, ଦିନକରେ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯, ଗଜପତିର ୨୩, ନୂଆପଡ଼ାର ୨୨, ଭଦ୍ରକର ୧୭, ନୟାଗଡ଼ର ୧୫, ଗଞ୍ଜାମର…

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପାଳନ କରାଯିବ ଏସବୁ ନିୟମ

ଭୁବନେଶ୍ୱର,୭ା୬(ବ୍ୟୁରୋ): ରବିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ଏହାକୁ ଗାଇବା ସମୟରେ କେଉଁସବୁ ନିୟମ ପାଳନ କରାଯିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା… ୧.…

ପିଲାଦିନ ଶିକ୍ଷା ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତିକୁ ରଖେ ପ୍ରଖର

ଓ୍ବାଶିଂଟନ, ୭।୬: ବୟସ ବଢ଼ିବା ସହିତ ମଣିଷର ସ୍ମୃତି ଶକ୍ତି କମିବାରେ ଲାଗିଥାଏ। ତେବେ ପିଲାଦିନେ ଅଧିକ ସମୟ ଧରି ସ୍କୁଲରେ ବିତାଇଥିବା ଲୋକଙ୍କ ସ୍ମୃତି ଶକ୍ତି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରଖର ରହିଥାଏ। ଏନେଇ ଆମେରିକା ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ ମେଡ଼ିକାଲ…

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର,୭ା୬(ବ୍ୟୁରୋ): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ରବିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି…

ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୧ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ପରିବାର ସଦସ୍ୟଙ୍କ ସହିତ ଅଧିକ…

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ ଭାରତୀୟ ସେନା ଅଧିକାରୀମାନେ ପ୍ରତିପକ୍ଷ ଅଧିକାରୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏସମ୍ପର୍କରେ ଭାରତୀୟ…

ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା

ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ଅନ୍ତରରେ ହାତ ଧୋଇବା, ବାହାରେ ଛେପ ନ ପକାଇବା, ମାସ୍କ ପିନ୍ଧିବା ଆଦି…

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ ପ୍ରଦର୍ଶନ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି। ସୋମବାରଠାରୁ ଦିଲ୍ଲୀ ସୀମା ଖୋଲାଯିବ ତେବେ…

ଆରମ୍ଭ ହେଲା କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୭ା୬(ବ୍ୟୁରୋ): ରବିବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରୁଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?