Home

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି। ଲୋକେ ମାଙ୍କଡ଼ଙ୍କ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇଟିବିପି ୭ ବାଟାଲିୟନ…

ଛାତ୍ରୀଙ୍କ ଆତ୍ମହତ୍ୟା

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାଉଡି ଗ୍ରାମର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ଗତ ୮ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେ ରଶି ଲଗାଇ…

ପାଇପଲାଇନ କାଟି ତେଲ ଚୋରି

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମଧୁସୂଦନ ଗ୍ରାମ ନିକଟ ଦେଇ ଯାଉଥିବା ହଳଦିଆ-ପାରାଦ୍ୱୀପ ପାଇପ ଲାଇନ କାଟି ଦୁର୍ବୃତ୍ତ ନିୟମିତ ତେଲ ଚୋରି କରୁଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୬୫/୨୦) ରୁଜୁ କରି ପୋଲିସ ତଦନ୍ତ ଜାରି…

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜେଲ ମହାନିର୍ଦ୍ଦେଶକ ରିଷି ରାଜ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଂ…

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଖଇରା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମାର୍କୋଣା-ଗଣ୍ଡିବେଡ଼ ରାସ୍ତାର କଲିହା ଛକ ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ନନ୍ଦୋର ଗ୍ରାମର ୬୫ ବର୍ଷୀୟ ବୃଦ୍ଧ ଗାନ୍ଦସା ସିଂ କୁରୁଣ୍ଟା ଦୋଳ ମେଳଣ ଦେଖି…

କରୋନା ଭାଇରସ ସଂକ୍ରମଣ ପରେ ପ୍ରଥମଥର ଉହାନ ଗଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୩: ଚାଇନା ହୁବଇ ଅଞ୍ଚରେ ଥିବା ଉହାନ ସହର କରୋନା ଭାଇରସ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣରେ ଉହାନରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ଶେଷ ବେଳକୁ ଉହାନରେ ପ୍ରଥମକରି କାରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ…

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ କାହା ସହିତ ହାତ ମିଳାଇବାକୁ ବି ବାରଣ କରାଯାଉଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା…

ସିନ୍ଧିଆଙ୍କ ୭୫ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ କରିପାରନ୍ତି ବଡ଼ ଘୋଷଣା: ହାତ ଛାଡ଼ି ପଦ୍ମ ଧରିବା ନେଇ ଚର୍ଚ୍ଚା

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ରାଜନୈତିକ ସମୀକରଣ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ପିତା ମାଧବ ରାଓ ସିନ୍ଧିଆଙ୍କ ୭୫ ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଘୋଷଣା କରିବେ ବୋଲି ଆଲୋଚନା ହେଉଛି। କଂଗ୍ରେସରେ ବଢୁଥିବା ଗୋଷ୍ଠୀ କନ୍ଦଳକୁ ନେଇ ଜ୍ୟୋତିରାଦିତ୍ୟ ଏବେ…

ଏମ୍‌ପିରେ ଅପରେଶନ୍‌ ଲୋଟସ୍‌: ସିନ୍ଧିଆଙ୍କୁ ବାଡ଼ ଡିଆଁଇବା ପାଇଁ ଭାଜପାର ଉଦ୍ୟମ ଜାରି !

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ମୁଖ୍ୟ କମଲନାଥଙ୍କ ସରକାର ଉପରେ ସଙ୍କଟ ଘନେଇ ଆସୁଛି। କଂଗ୍ରେସରେ ଲାଗି ରହିଥିବା କନ୍ଦଳରୁ ଭାଜପା ଫାଇଦା ମାରିବାର ଉଦ୍ୟମ କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କଂଗ୍ରେସର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଇରାନରୁ ସ୍ବଦେଶ ବାହୁଡ଼ିଲେ ୫୮ ଭାରତୀୟ

ଗାଜିଆବାଦ,୧୦।୩: ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ମଙ୍ଗଳବାର ଗାଜିଆବାଦର ହିଣ୍ଡୋନ୍‌ ଏୟାର ବେସ୍‌ରେ ମଙ୍ଗଳବାର ଅବତରଣ କରିଛି। ଏଥିରେ ୫୮ ଭାରତୀୟ ସ୍ବଦେଶ ବାହୁଡ଼ିଛନ୍ତି। ଭାରତୀୟଙ୍କୁ…

ଦେଶବାସୀଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଜଣାଇଲେ ହୋଲିର ଶୁଭେଚ୍ଛା

ନୂଆଦିଲ୍ଲୀ,୧୦।୩: ଦେଶବାସୀ ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲ୍ଲାସର ସହ ପାଳନ କରୁଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌.ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରି କହିଛନ୍ତି, ରଙ୍ଗର ପର୍ବ ହୋଲି ସଭିଙ୍କ ଜୀବନରେ…

ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ ସାକ୍ଷାତ୍‌କାରରେ ତମନ୍ନାଙ୍କୁ ତାଙ୍କ ସ୍ବୟମ୍ବର ସମ୍ପର୍କରେ ପଚରା ଯାଇଥିଲା। ସ୍ବୟମ୍ବରରେ ସେ କେଉଁ ଅଭିନେତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri