ଭାରତ-ଚାଇନା ସୀମା ବିବାଦ ନେଇ ବିଶ୍ଳେଷକଙ୍କ ମତ:ରାଜନୈତିକ ଉତ୍ତରଦାୟିତ୍ୱ ରହୁ
ନୂଆଦିଲ୍ଲୀ,୨୬ା୬:ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦେବା ପରିବର୍ତ୍ତେ ଭାରତକୁ ଉପଯୁକ୍ତ କୂଟନୀତି ଆପଣାଇବାକୁ ପଡ଼ିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସବୁ ଉତ୍ତରଦାୟିତ୍ୱ ସଶସ୍ତ୍ର ବଳ ଉପରେ ଲଦି ଦେଇଛନ୍ତି । ଲଦାଖର…
ପାରାଦୀପଠାରେ ଆଇଓସିଏଲ୍ର ପିଏଡିସି ଉଦ୍ଘାଟିତ
ଭୁବନେଶ୍ୱର,୨୬ା୬(ବ୍ୟୁରୋ):ପାରାଦୀପଠାରେ ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ୪୩ କୋଟି ଟଙ୍କା ବ୍ୟୟରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ବା ପ୍ରଡକ୍ସ ଆପ୍ଲିକେଶନ ଆଣ୍ଡ୍ ଡେଭଲପମେଣ୍ଟ ସେଣ୍ଟର(ପିଏଡିସି) ନିର୍ମାଣ କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍କ୍ବାଶ ଖେଳାଳି ରନିମଙ୍କ ଅବସର
କାଇରୋ, ୨୬ା୬ (ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ସ୍କ୍ବାଶ ଖେଳାଳି ଇଜିପ୍ଟର ରନିମ୍ ଏଲ୍. ଓ୍ବିଲିଲି ଗୁରୁବାର ଅବସର ଘୋଷଣା କରିଛନ୍ତି। କୌଣସି କ୍ରୀଡ଼ାରେ ବିଶ୍ୱର ନମ୍ବର ଓ୍ବାନ ମାନ୍ୟତା ହାସଲ କରିବାରେ ସେ ପ୍ରଥମ ଆରବୀୟ ମହିଳା ବୋଲି ପ୍ରଫେସନାଲ ସ୍କ୍ବାଶ…
‘ଫେୟାର ଆଣ୍ଡ ଲଭ୍ଲି’ରୁ ହଟିବ ‘ଫେୟାର’
ନୂଆଦିଲ୍ଲୀ,୨୬ା୬:ଦେଶର ସର୍ବବୃହତ୍ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍(ଏଚ୍ୟୁଏଲ୍) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍ ‘ଫେୟାର ଆଣ୍ଡ ଲଭ୍ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ…
୪ ଜିଲାରେ ନିର୍ମାଣ ହେବ ବାତ୍ୟା ନିରୋଧ ବିଦ୍ୟୁତ୍ ଭିତ୍ତିଭୂମି
ଭୁବନେଶ୍ୱର,୨୬ା୬(ବ୍ୟୁରୋ):ଉପକୂଳବର୍ତ୍ତୀ ଜିଲାଗୁଡିକୁ ସବୁ ସମୟରେ ବାତ୍ୟା ଭୟ ରହିଛି। ବାତ୍ୟା ଯୋଗୁ ବିଦ୍ୟୁତ୍ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଉପକୂଳବର୍ତ୍ତୀ ୪ଟି ଜିଲାରେ ବାତ୍ୟା ନିରୋଧ ବିଦ୍ୟୁତ୍ ଭିତ୍ତିଭୂମି…
ଆର୍ଟିଆଇ ଅସ୍ତ୍ର ନିଷ୍କ୍ରିୟ ହେଉଛି
ନୂଆଦିଲ୍ଲୀ,୨୬ା୬:ଶାସନ-ପ୍ରଶାସନରେ ଚାଲିଥିବା ଦୁର୍ନୀତିର ମୂଳକୁ ଉପାଡ଼ି ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ସୂଚନା ଅଧିକାର (ଆର୍ଟିଆଇ) ଆଇନ ଗଢ଼ାଯାଇଥିଲା। ସାଧାରଣ ଜନତାଙ୍କ ପାଇଁ ଏହି ଆଇନ ଥିଲା ଗଣତାନ୍ତ୍ରିକ ଉପାୟରେ ସୂଚନା ହାସଲର ଅମୋଘ ଅସ୍ତ୍ର। ସୁପ୍ରିମକୋର୍ଟଙ୍କ ଏକାଧିକ ରାୟ ଓ ନିର୍ଦ୍ଦେଶକ୍ରମେ…
୮୦ ଟପିଲା ଡିଜେଲ
ନୂଆଦିଲ୍ଲୀ,୨୫।୬: କୋଭିଡ୍-୧୯ ସଂକ୍ରମଣ ଜନିତ ସମସ୍ୟା ଦେଶର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହି ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି। ଗୁରୁବାର ତୈଳ ଦର ଡିଜେଲ ଲିଟର ପିଛା ୧୪ ପଇସା ଏବଂ…
୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ
ନୂଆଦିଲ୍ଲୀ,୨୫।୬: କୋଭିଡ୍-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି ଟ୍ରେନଗୁଡିକର ଟାଇମ ଟେବୁଲକୁ ପରିବର୍ତ୍ତନ କରାଯିବା ସହ ପାସେଞ୍ଜର, ଏକ୍ସପ୍ରେସ ଏବଂ ଯାତ୍ରୀବାହୀ ଓ…
ବ୍ରହ୍ମପୁର ୪ ଦିନ ପାଇଁ ଶଟ୍ଡାଉନ୍
ଛତ୍ରପୁର,୨୫ା୬(ଡି.ଏନ୍.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍ଡାଉନ୍ ରହିବ। ଏହି ସମୟରେ କେବଳ ସ୍ବାସ୍ଥ୍ୟସେବା…
ଡ୍ରାଇଭରଙ୍କ ହାତକୁ କଟୁରିରେ ହାଣି ଲୁଟିନେଲେ ୪ ଲକ୍ଷ
ଖୁଣ୍ଟୁଣୀ,୨୫ା୬(ଡି.ଏନ୍.ଏ): କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ଗ୍ରାମ ଲିଙ୍ଗେଇ ଠାକୁରାଣୀ ନିକଟରେ ଗୁରୁବାର ୪ ଦୁର୍ବୃତ୍ତ ଏକ ୪୦୭ ଗାଡ଼ି ଡ୍ରାଇଭର ହାତକୁ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଗାଡ଼ି ମାଲିକ ବଡ଼ମ୍ବା…
ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ
ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍ଷ୍ଟ୍ରା ମେରିଟାଲ ଡେଟିଂ ଆପ୍ ଗ୍ଲିଡେନ୍ ଭାରତୀୟଙ୍କୁ ନେଇ ନିକଟରେ ଏକ ସର୍ଭେ କରିଛି। ଏହି ସର୍ଭେରେ ୩୪ରୁ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ସାମିଲ…
କରୋନାକୁ ହରାଇ ଘରକୁ ଫେରିଲେ ଦୀପିକାଙ୍କ ମା’
ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ମା’ ଏବଂ ଜେଜେ ମା’ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ମା’ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଦୀପିକା ଇନ୍ଷ୍ଟାଗ୍ରାମ୍ରେ ମା’ ଏବଂ ଜେଜେ ମା’ଙ୍କ ଏକ ଫଟୋ…

